ଆଗ କାଳରେ ଜ୍ଞାନ ଆହରଣ ପାଇଁ ପୁସ୍ତକ ଟିଏ ଦରକାର ହେଉ ଥିଲା କିନ୍ତୁ ଏବେକା ସମୟରେ ପୁସ୍ତକ ସହିତ ଆମେ ସୋସିଆଲ ମିଡ଼ିଆ ମାଧ୍ୟମ ରେ ଅନେକ ଶିକ୍ଷା ପାଇ ପାରୁଛୁ | ତେବେ ଯେତେ ବେଳେ ଗୋଟେ ବ୍ୟକ୍ତି ପଢା ସାରି ସାରେ ତେବେ ସେ ଚାକିରୀ ପାଇଁ ଅନେକ ଇଣ୍ଟରଭ୍ୟୁ ଓ ପରୀକ୍ଷା ଦେଇ ଥାଏ | ସାଧାରଣ ଭାବରେ କୌଣସି ଇଣ୍ଟରଭ୍ୟୁ ହେଉ କି କୌଣସି ପରୀକ୍ଷା ହେଉ ସେଥିରେ ଦେଶ ବିଦେଶ କୁ ନେଇ ଜିକେ ପ୍ରଶ୍ନ ଆସିଥାଏ ଯାହାର ଉତ୍ତର ଶିକ୍ଷିତ ଲୋକ ମାନେ ମଧ୍ୟ ଦେଇ ପାରନ୍ତି ନାହିଁ |
ଆମେ ଯଦି ସାଧାରଣ ଜ୍ଞାନ ନ ରଖିବା ତେବେ କୌଣସି ପରୀକ୍ଷା ରେ ଉତୀର୍ଣ୍ଣ ହୋଇ ପରିବା ନାହିଁ | ତେବେ ପ୍ରତେକ ମଣିଷ ଙ୍କ ପାଖରେ ସାଧାରଣ ଜ୍ଞାନ ରହିବା ର ଆବଶ୍ୟକତା ରହିଛି ଯାହା ସେମାନଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ ଓ ବିଭିନ୍ନ ପ୍ରକାରର ଉନ୍ନତି କ୍ଷେତ୍ରରେ ମଧ୍ୟ ବିଶେଷ ଅଂଶ ଗ୍ରହଣ କରିଥାଏ | ଆଜି ଆମ ରାଜ୍ୟ ଓଡ଼ିଶା ସମ୍ପର୍କ ରେ କିଛି ପ୍ରଶ୍ନ ଉତ୍ତର ସମ୍ପର୍କ ରେ ଆଲୋଚନା କରିବା ଯାହାକି ଭବିଷ୍ୟତ ରେ ଆପଣ ଙ୍କୁ ନିହାତି ଭାବରେ ସାହାଯ୍ୟ କରିବ |
1.ଓଡ଼ିଶାର ସବୁଠାରୁ ବଡ଼ ବସ ଷ୍ଟାଣ୍ଡ ର ନାମ କଣ ଅଟେ ?
ଉତ୍ତର- ସରକାରୀ ବସ ଷ୍ଟାଣ୍ଡ
2.ଓଡ଼ିଶାର ସବୁଠାରୁ ବଡ଼ ସହର ର ନାମ କଣ ଅଟେ ?
ଉତ୍ତର- କଟକ
3. ଆୟତନ ଅନୁସାରେ ଓଡ଼ିଶା ର ସବୁଠାରୁ ବଡ଼ ଜିଲ୍ଲା ର ନାମ କଣ ?
ଉତ୍ତର- ମୟୁରଭଞ୍ଜ
4. ଓଡ଼ିଶା ର ସବୁଠାରୁ ବଡ଼ ଠାକୁର ଙ୍କ ର ନାମ କଣ ?
ଉତ୍ତର- ଶ୍ରୀ ଜଗନ୍ନାଥ
5. ଲୋକସଂଖ୍ୟା ଅନୁସାରେ ଓଡ଼ିଶା ର ସବୁଠାରୁ ବଡ଼ ଜିଲ୍ଲା ର ନାମ କଣ ?
ଉତ୍ତର- ଗଞ୍ଜାମ
6. ଓଡ଼ିଶାର ସବୁଠାରୁ ବଡ଼ ବିଶ୍ୱବିଦ୍ୟାଳୟ ର ନାମ କଣ ଅଟେ ?
ଉତ୍ତର- ଉତ୍କଳ ବିଶ୍ଵବିଦ୍ୟାଳୟ
7. ଓଡ଼ିଶାର ସବୁଠାରୁ ବଡ଼ ଗ୍ରାମ ର ନାମ କଣ ଅଟେ ?
ଉତ୍ତର- ଭୁବନ
8. ଓଡ଼ିଶାର ସବୁଠାରୁ ବଡ଼ ଜଳ ପପ୍ରପାତ ର ନାମ କଣ ଅଟେ ?
ଉତ୍ତର-ଡୁଡୁମା ଜଳ ପ୍ରପାତ
9. ଓଡ଼ିଶା ର ସବୁଠାରୁ ବଡ଼ ମନ୍ଦିର ର ନାମ କଣ ?
ଉତ୍ତର- ଶ୍ରୀ ମନ୍ଦିର
10. ଓଡ଼ିଶାର ସବୁଠାରୁ ବଡ଼ ହ୍ରଦ ର ନାମ କଣ ଅଟେ ?
ଉତ୍ତର- ଚିଲିକା
11. ଓଡ଼ିଶା ର ସବୁଠାରୁ ବଡ଼ ନଦୀ ର ନାମ କଣ ?
ଉତ୍ତର- ମହାନଦୀ
12. ଓଡ଼ିଶାର ସବୁଠାରୁ ବଡ଼ ହଟେଲ ର ନାମ କଣ ଅଟେ ?
ଉତ୍ତର-ଟ୍ରାଇଡେଣ୍ଟ ହୋଟେଲ
13. ଓଡ଼ିଶାର ସବୁଠାରୁ ବଡ଼ ବନ୍ଦର ର ନାମ କଣ ଅଟେ ?
ଉତ୍ତର-ପାରାଦ୍ୱୀପ ବନ୍ଦର
14. ଓଡ଼ିଶାର ସବୁଠାରୁ ବଡ଼ କଲେଜ ର ନାମ କଣ ଅଟେ ?
ଉତ୍ତର- ରେଭେନ୍ସା କଲେଜ
15. ଓଡ଼ିଶାର ସବୁଠାରୁ ବଡ଼ ରେଳ ଜଙ୍କସନ ର ନାମ କଣ ଅଟେ ?
ଉତ୍ତର- ଖୋର୍ଦ୍ଧା ରେଳ ଜଙ୍କସନ