GK Question – ଓଡ଼ିଶାର ସବୁଠାରୁ ବଡ ସହର ର ନାମ କଣ ? ୯୯% ଲୋକ ଏହାର ଉତ୍ତର ଜାଣନ୍ତି ନାହିଁ

ଆଗ କାଳରେ ଜ୍ଞାନ ଆହରଣ ପାଇଁ ପୁସ୍ତକ ଟିଏ ଦରକାର ହେଉ ଥିଲା କିନ୍ତୁ ଏବେକା ସମୟରେ ପୁସ୍ତକ ସହିତ ଆମେ ସୋସିଆଲ ମିଡ଼ିଆ ମାଧ୍ୟମ ରେ ଅନେକ ଶିକ୍ଷା ପାଇ ପାରୁଛୁ | ତେବେ ଯେତେ ବେଳେ ଗୋଟେ ବ୍ୟକ୍ତି ପଢା ସାରି ସାରେ ତେବେ ସେ ଚାକିରୀ ପାଇଁ ଅନେକ ଇଣ୍ଟରଭ୍ୟୁ ଓ ପରୀକ୍ଷା ଦେଇ ଥାଏ | ସାଧାରଣ ଭାବରେ କୌଣସି ଇଣ୍ଟରଭ୍ୟୁ ହେଉ କି କୌଣସି ପରୀକ୍ଷା ହେଉ ସେଥିରେ ଦେଶ ବିଦେଶ କୁ ନେଇ ଜିକେ ପ୍ରଶ୍ନ ଆସିଥାଏ ଯାହାର ଉତ୍ତର ଶିକ୍ଷିତ ଲୋକ ମାନେ ମଧ୍ୟ ଦେଇ ପାରନ୍ତି ନାହିଁ |

ଆମେ ଯଦି ସାଧାରଣ ଜ୍ଞାନ ନ ରଖିବା ତେବେ କୌଣସି ପରୀକ୍ଷା ରେ ଉତୀର୍ଣ୍ଣ ହୋଇ ପରିବା ନାହିଁ | ତେବେ ପ୍ରତେକ ମଣିଷ ଙ୍କ ପାଖରେ ସାଧାରଣ ଜ୍ଞାନ ରହିବା ର ଆବଶ୍ୟକତା ରହିଛି ଯାହା ସେମାନଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ ଓ ବିଭିନ୍ନ ପ୍ରକାରର ଉନ୍ନତି କ୍ଷେତ୍ରରେ ମଧ୍ୟ ବିଶେଷ ଅଂଶ ଗ୍ରହଣ କରିଥାଏ | ଆଜି ଆମ ରାଜ୍ୟ ଓଡ଼ିଶା ସମ୍ପର୍କ ରେ କିଛି ପ୍ରଶ୍ନ ଉତ୍ତର ସମ୍ପର୍କ ରେ ଆଲୋଚନା କରିବା ଯାହାକି ଭବିଷ୍ୟତ ରେ ଆପଣ ଙ୍କୁ ନିହାତି ଭାବରେ ସାହାଯ୍ୟ କରିବ |

1.ଓଡ଼ିଶାର ସବୁଠାରୁ ବଡ଼ ବସ ଷ୍ଟାଣ୍ଡ ର ନାମ କଣ ଅଟେ ?
ଉତ୍ତର- ସରକାରୀ ବସ ଷ୍ଟାଣ୍ଡ

2.ଓଡ଼ିଶାର ସବୁଠାରୁ ବଡ଼ ସହର ର ନାମ କଣ ଅଟେ ?
ଉତ୍ତର- କଟକ

3. ଆୟତନ ଅନୁସାରେ ଓଡ଼ିଶା ର ସବୁଠାରୁ ବଡ଼ ଜିଲ୍ଲା ର ନାମ କଣ ?
ଉତ୍ତର- ମୟୁରଭଞ୍ଜ

4. ଓଡ଼ିଶା ର ସବୁଠାରୁ ବଡ଼ ଠାକୁର ଙ୍କ ର ନାମ କଣ ?
ଉତ୍ତର- ଶ୍ରୀ ଜଗନ୍ନାଥ

5. ଲୋକସଂଖ୍ୟା ଅନୁସାରେ ଓଡ଼ିଶା ର ସବୁଠାରୁ ବଡ଼ ଜିଲ୍ଲା ର ନାମ କଣ ?
ଉତ୍ତର- ଗଞ୍ଜାମ

6. ଓଡ଼ିଶାର ସବୁଠାରୁ ବଡ଼ ବିଶ୍ୱବିଦ୍ୟାଳୟ ର ନାମ କଣ ଅଟେ ?
ଉତ୍ତର- ଉତ୍କଳ ବିଶ୍ଵବିଦ୍ୟାଳୟ

7. ଓଡ଼ିଶାର ସବୁଠାରୁ ବଡ଼ ଗ୍ରାମ ର ନାମ କଣ ଅଟେ ?
ଉତ୍ତର- ଭୁବନ

8. ଓଡ଼ିଶାର ସବୁଠାରୁ ବଡ଼ ଜଳ ପପ୍ରପାତ ର ନାମ କଣ ଅଟେ ?
ଉତ୍ତର-ଡୁଡୁମା ଜଳ ପ୍ରପାତ

9. ଓଡ଼ିଶା ର ସବୁଠାରୁ ବଡ଼ ମନ୍ଦିର ର ନାମ କଣ ?
ଉତ୍ତର- ଶ୍ରୀ ମନ୍ଦିର

10. ଓଡ଼ିଶାର ସବୁଠାରୁ ବଡ଼ ହ୍ରଦ ର ନାମ କଣ ଅଟେ ?
ଉତ୍ତର- ଚିଲିକା

11. ଓଡ଼ିଶା ର ସବୁଠାରୁ ବଡ଼ ନଦୀ ର ନାମ କଣ ?
ଉତ୍ତର- ମହାନଦୀ

12. ଓଡ଼ିଶାର ସବୁଠାରୁ ବଡ଼ ହଟେଲ ର ନାମ କଣ ଅଟେ ?
ଉତ୍ତର-ଟ୍ରାଇଡେଣ୍ଟ ହୋଟେଲ

13. ଓଡ଼ିଶାର ସବୁଠାରୁ ବଡ଼ ବନ୍ଦର ର ନାମ କଣ ଅଟେ ?
ଉତ୍ତର-ପାରାଦ୍ୱୀପ ବନ୍ଦର

14. ଓଡ଼ିଶାର ସବୁଠାରୁ ବଡ଼ କଲେଜ ର ନାମ କଣ ଅଟେ ?
ଉତ୍ତର- ରେଭେନ୍ସା କଲେଜ

15. ଓଡ଼ିଶାର ସବୁଠାରୁ ବଡ଼ ରେଳ ଜଙ୍କସନ ର ନାମ କଣ ଅଟେ ?
ଉତ୍ତର- ଖୋର୍ଦ୍ଧା ରେଳ ଜଙ୍କସନ

Leave a Comment