ଆମେ ଜାଣିଛୁ କି ଆମ ଓଡ଼ିଶା କଳା ଆଉ ସଂସ୍କୃତି ର ଗନ୍ତାଘର । ତାହା ବ୍ୟତୀତ ଅନେକ ପ୍ରକାରର ପ୍ରଶ୍ନ ଗୁଡିକ ଆମର ଓଡ଼ିଆ ମାନଙ୍କର ଜାଣିବା ଆବଶ୍ୟକ କାରଣ ତାହା ଆମର ଜୀବନ ସହିତ ଜଡିତ ହୋଇକି ଅଛି । ତେବେ ଆଜି ଆମେ ଆମେ ଜାଣିବା ଓଡିଶା ରେ ପ୍ରଚଳିତ ଥିବା କେତେକ ଢୋଗ ଆଉ ରୂଢି ଲୋକ ବାଣୀ ବିଷୟରେ । ଆଉ ଯାହା କୁହାଯାଉଛି କି ଆମର ଛୋଟ ଛୋଟ ପିଲା ମାନଙ୍କୁ ପରୀକ୍ଷା ରେ ପଚାରା ଯାଉଥିବା କେତେକ ଜରୁରୀ ପ୍ରଶ୍ନ ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହା କୁ ଜାଣିବା ଯୋଗୁ ଆମର ସାଧାରଣ ଜ୍ଞାନ ବଢିବା ସହିତ ଓଡିଶା ର ପ୍ରଚଳିତ ଥିବା କଥା ଗୁଡିକ ବିଷୟରେ ଆଲୋଚନା କରିବା ।
ଆଜି କାଲି ଦେଖିବାକୁ ମିଳୁଛି କି ଆମ ଓଡିଶା ରେ ପିଲାଙ୍କୁ ପରୀକ୍ଷା ରେ ପଚାରା ଯାଉଥିବା କେତେକ ମଜାଳିଆ ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହା ସାହାଯ୍ୟ ରେ ଆମର ଜ୍ଞାନ ବଢାଇବା ସହିତ ଆମର ଜୀବନ ଉପରେ ଆଲୋଚନା କରିବେ । ତେବେ ବିଶେଷ କରିକି ଆଜି କାଲି ଛୋଟ ପିଲା ଏହି ସବୁ ଜିକେ ପ୍ରଶ୍ନ ବିଷୟରେ ମୋବାଇଲ ରେ ମଧ୍ୟ ଅନେକ ପ୍ରଶ୍ନ ଆଉ ଉତ୍ତର ଗୁଡିକ ଜାଣିବାକୁ ପାଉଥାଉ । ତାହେଲେ ଆଲୋଚନା କରିବା ସେହି ଭଳି ପ୍ରଶ୍ନ ବିଷୟରେ ।
୧- ଆମ ଦେଶର ନାମ କଣ? ଉ- ଭାରତ
୨- ଆମ ରାଜ୍ୟର ନାମ କଣ? ଉ- ଓଡ଼ିଶା
୩- ଆମ ଦେଶର ରାଜଧାନୀ ର ନାମ କଣ? ଉ- ନୂଆ ଦିଲ୍ଲୀ
୪- ଆମ ରାଜ୍ୟର ରାଜଧାନୀ ର ନାମ କଣ? ଉ- ଭୁବନେଶ୍ବର
୫- ଆମ ଦେଶର ରାଜ୍ୟ ସଂଖ୍ୟା କେତେ? ଉ- ୨୮
୬- ଆମ ରାଜ୍ୟର ଜିଲ୍ଲା ସଂଖ୍ୟା କେତେ? ଉ- ୩୦
୭- ଗୋଟିଏ ସପ୍ତାହ କେତେ ଦିନ?ଉ- ୭ ଦିନ
୮- ଗୋଟିଏ ବର୍ଷ କେତେ ଦିନ? ଉ- ୩୬୫ ଦିନ
୯- ଇନ୍ଦ୍ରଧନୁର କେତୋଟି ରଙ୍ଗ ଥାଏ? ଉ- ୭ଟି
୧୦- କେଉଁ ପଶୁକୁ ମରୁଭୂମି ର ଜାହାଜ କୁହାଯାଏ? ଉ- ଓଟ
୧୧- ଇଂରାଜୀ ବର୍ଣ୍ଣ ମାଳାରେ କେତୋଟି ବର୍ଣ୍ଣ ଥାଏ? ଉ- ୨୬ଟି
୧୨- ଇଂରାଜୀ ବର୍ଣ୍ଣ ମାଳାରେ କେତୋଟି ସ୍ୱରବର୍ଣ୍ଣ ଥାଏ? ଉ- ୫ଟି
୧୩- ଇଂରାଜୀ ବର୍ଣ୍ଣ ମାଳାରେ କେତୋଟି ବ୍ୟଞ୍ଜନ ବର୍ଣ୍ଣ ଥାଏ? ଉ- ୨୧ ଟି
୧୪- ଗୋଟିଏ ତ୍ରିଭୁଜର କେତୋଟି ପାର୍ଶ୍ୱ ଥାଏ? ଉ- ୩ଟି
୧୫- କେଉଁ ଦିଗରେ ସୂର୍ଯ୍ୟ ଉଦୟ ହୋଇଥାଏ? ଉ- ପୂର୍ବ ଦିନରେ
୧୬- କେଉଁ ଦିଗରେ ସୂର୍ଯ୍ୟାସ୍ତ ହୋଇଥାଏ? ଉ- ପଶ୍ଚିମ ଦିଗରେ
୧୭- ବର୍ଷକ କେତେ ମାସ? ଉ- ୧୨ ମାସ
୧୮- କେଉଁ ମାସର ଦିନ ସଂଖ୍ୟା କମ୍? ଉ- ଫେବୃଆରୀ
୧୯- ପୃଥିବୀର ବୃହତ୍ତମ ଫୁଲର ନାମ କଣ? ଉ- ରାଫ୍ଲେସିଆ
୨୦- ଏକ ଲକ୍ଷରେ କେତୋଟି ଶୂନ ଲାଗିଥାଏ? ଉ- ୫ଟି