odia Online Gk -କେଉଁ ନାରୀ କେବେ ହେଲେ କାନ୍ଦେ ନାହିଁ ? ଉତ୍ତର ୫ ସେକେଣ୍ଡ ମଧ୍ୟରେ ଦେବାକୁ ଚେଷ୍ଟା କରନ୍ତୁ

ଆପଣ ତ ଜାଣିଛନ୍ତି ଆଜିକାଲି ଯୁଗରେ ଜଣେ ବ୍ୟକ୍ତି ପାଠ ପଢି ସାରିବା ପାରେ ଚାକିରୀ ଟିଏ ଖୋଜି ଥାଏ, କିନ୍ତୁ ଚାକିରୀ ପାଇବା ଏତେ ଯେ କଷ୍ଟ ହୋଇ ପଡ଼ିଲାଣି ତାହା କଳ୍ପନା ମଧ୍ୟ କରି ହେବ ନାହିଁ | ପାଠ ସବୁ ପଢି ସାରିବା ପରେ ଅନେକ କମ୍ପେଟେଟିଭ ପରୀକ୍ଷା ଛାତ୍ର ଛାତ୍ରୀ ମାନେ ଦେଇ ଥାଆନ୍ତି ଆଉ ସେଥିରୁ ଉତୀର୍ଣ୍ଣ କରିବା ଆଜିକାଲି କାଠିକର ପାଠ ହୋଇ ଗଲାଣି | କାରଣ ପିଲା ପରୀକ୍ଷା ଦେବା ପାଇଁ ତ ଯାଉଛନ୍ତି କିନ୍ତୁ ଯଦି କିଛି ସାଧାରଣ ଜ୍ଞାନ ନ ରଖିବେ ତେବେ କୌଣସି ପରୀକ୍ଷା ରେ ମଧ୍ୟ ଉତୀର୍ଣ୍ଣ କରି ପାରିବେ ନାହିଁ | ଆମ ଭରାତ କୁ ନେଇ ଯଦି ଆମେ ସାଧାରଣ ଜ୍ଞାନ ସମ୍ପର୍କ ରେ କିଛି ଟା ନ ଜାଣିବା ତେବେ ପରୀକ୍ଷା ଉତୀର୍ଣ୍ଣ କରିବା ବହୁତ କଷ୍ଟକର | ତେଣୁ ଆଜି ଆମେ କିଛି ସାଧରଣ ଜ୍ଞାନ ସମ୍ପର୍କ ରେ ଆଲୋଚନା କରିବା |

1. ଓଡ଼ିଶାରେ ବାସ କରୁଥିବା ସମୁଦାୟ ଜନସଂଖ୍ୟାର କେତେ ଭାଗ ଆଦିବାସୀ ଅଛନ୍ତି ?
ଉତ୍ତର :- 24 ଭାଗ

 

 

2. ଓଡ଼ିଶାର ହାରାହାରି ବୃଷ୍ଟିପାତ କେତେ ?
ଉତ୍ତର :- 1482 ମିଲିମିଟର

 

3. ଓଡ଼ିଶା ରେ କେତୋଟି ପଶୁ ପାଳନ ଚିକିତ୍ସା ମହା ବିଦ୍ୟାଳୟ ରହିଛି ?
ଉତ୍ତର :- 6ଟି

 

4. ଓଡ଼ିଶା ରେ ମୋଟ ଅଗ୍ନିଶମ କେନ୍ଦ୍ର କେତୋଟି ରହିଛି ?
ଉତ୍ତର :- 153 ଟି

 

5. ଭାରତର ସର୍ବାଧିକ ଜନ ବହୁଳ ରାଜ୍ୟ କେଉଁଠି ?
ଉତ୍ତର :- ଉତ୍ତରପ୍ରଦେଶ

 

6. ଭାରତର ସର୍ବାଧିକ ଶିକ୍ଷିତ ରାଜ୍ୟ କେଉଁଠି ?
ଉତ୍ତର:- ତ୍ରିପୁରା

 

7. ଭାରତ ରେ କେଉଁ ରାଜ୍ୟରେ ସୁନା ପ୍ରଚୁର ପରିମାଣ ରେ ଉତ୍ପାଦନ ହୁଏ ?
ଉତ୍ତର :- କର୍ଣ୍ଣାଟକ

 

8. ଭାରତର ପ୍ରଥମ ହାଇକୋର୍ଟ ଜର୍ଜ କିଏ ?
ଉତ୍ତର :- ରାମ ପ୍ରସାଦ ରାୟ

 

9. ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ କେଉଁଠି ଅବସ୍ଥିତ ?
ଉତ୍ତର :- କଟକ

 

10. ଡେନମାର୍କ ଦେଶର ସାଂସଦର ନାମ କଣ ଅଟେ ?
ଉତ୍ତର :- ଫୋଲକେଟିଙ୍ଗ

 

11. ଉତ୍ତରପ୍ରଦେଶ ର ମୁଖ୍ୟ ଲୋକ ନୃତ୍ୟ ର ନାମ କଣ ଅଟେ ?
ଉତ୍ତର :- ଚାଚାରୀ

 

12. କେଉଁ ନାରୀ କେବେ ହେଲେ କାନ୍ଦେ ନାହିଁ ?
ଉତ୍ତର :- ଡିକ୍ସିନାରୀ

Leave a Comment