Intresting GK Question – ଭାରତରେ କେଉଁ ପ୍ରାଣୀ ଅଣ୍ଡିରା ହେଲେ ବି ଛୁଆ ଦିଏ ? 99% ଉତ୍ତର ଦେବାରେ ଫେଲ

ଆମେ ଜାଣିଛୁ କି ଆମ ଓଡ଼ିଶା କଳା ଆଉ ସଂସ୍କୃତି ର ଗନ୍ତାଘର । ତାହା ବ୍ୟତୀତ ଅନେକ ପ୍ରକାରର ପ୍ରଶ୍ନ ଗୁଡିକ ଆମର ଓଡ଼ିଆ ମାନଙ୍କର ଜାଣିବା ଆବଶ୍ୟକ କାରଣ ତାହା ଆମର ଜୀବନ ସହିତ ଜଡିତ ହୋଇକି ଅଛି ।ତେବେ ଆଜି ଆମେ ଆମେ ଜାଣିବା ଓଡିଶା ରେ ପ୍ରଚଳିତ ଥିବା କେତେକ ଢୋଗ ଆଉ ରୂଢି ଲୋକ ବାଣୀ ବିଷୟରେ । ଆଉ ଯାହା କୁହାଯାଉଛି କି ଆମର ବିଭିନ୍ନ ପରୀକ୍ଷା ରେ ପଚାରା ଯାଉଥିବା କେତେକ ଜରୁରୀ ପ୍ରଶ୍ନ ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହା କୁ ଜାଣିବା ଯୋଗୁ ଆମର ସାଧାରଣ ଜ୍ଞାନ ବଢିବା ସହିତ ଓଡିଶା ର ପ୍ରଚଳିତ ଥିବା କଥା ଗୁଡିକ ବିଷୟରେ ଆଲୋଚନା କରିବା।

ଆଜି କାଲି ଦେଖିବାକୁ ମିଳୁଛି କି ଆମ ଓଡିଶା ରେ ବିଭିନ୍ନ ପରୀକ୍ଷା ରେ ପଚାରା ଯାଉଥିବା କେତେକ ମଜାଳିଆ ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହା ସାହାଯ୍ୟ ରେ ଆମର ଜ୍ଞାନ ବଢାଇବା ସହିତ ଆମର ଜୀବନ ଉପରେ ଆଲୋଚନା କରିବେ । ତେବେ ବିଶେଷ କରିକି ଆଜି କାଲି ବିଭିନ୍ନ ପରୀକ୍ଷା ବିଷୟରେ ଆମେ ମୋବାଇଲ ରେ ମଧ୍ୟ ଅନେକ ପ୍ରଶ୍ନ ଆଉ ଉତ୍ତର ଗୁଡିକ ଜାଣିବାକୁ ପାଉଥାଉ । ତାହେଲେ ସେହି ଭଳି ପ୍ରଶ୍ନ ବିଷୟରେ ଜାଣିବା ।

୧- କେଉଁଠିକି ୧୦୦ ଲୋକ ଗଲେ ୧୦୧ ଲୋକ ଫେରନ୍ତି ? ଉ- ବାହାଘର

୨- କାହା ପାଖରେ ରିଙ୍ଗ ଅଛି ହେଲେ ପିନ୍ଧିବା ପାଇଁ ଆଙ୍ଗୁଠି ନାହିଁ? ଉ- ମୋବାଇଲ

୩- ସେଇଟା କେଉଁ ଜିନିଷ ଯାହା ତୁମର କିନ୍ତୁ ବ୍ୟବହାର କରନ୍ତି ଅନ୍ୟମାନେ? ଉ- ତୁମର ନାମ

୪- ତାହା କଣ ଯାହାର ମୁଣ୍ଡ ଓ ଲାଞ୍ଜ ଅଛି କିନ୍ତୁ ଶରୀର ନାହିଁ? ଉ- ମୁଦ୍ରା

୫- କେଉଁ ବ୍ୟାଙ୍କ୍ ରେ ପଇସା ନାହିଁ? ଉ- ରିଭାର ବ୍ୟାଙ୍କ ବା ନଦୀକୂଳ

୬- କେଉଁ ଜୀବ ସବୁବେଳେ କାନ୍ଦୁଥାଏ? ଉ – କୁମ୍ଭୀର

୭- ନିଜ ଇଚ୍ଛାରେ ଅଣ୍ଡା ଦିଏ ସେ କିଏ? ଉ- ରାଣୀ ମହୁମାଛି

୮- ପାଣି ପିଉ ନଥିବା ଉଭୟର ପ୍ରାଣୀ କିଏ? ଉ- ବେଙ୍ଗ

୯- ତାହା କଣ ଯାହାକୁ ଆମେ ଦେଖି ପାରିବା କିନ୍ତୁ ଛୁଇଁ ପାରିବା ନାହିଁ? ଉ- ସ୍ୱପ୍ନ

୧୦- କେଉଁଠିକି ୧୦୦ ଲୋକ ଗଲେ ୯୯ ଲୋକ ଫେରନ୍ତି? ଉ- ମଶାଣି

୧୧- ହାତ ନାହିଁ କି ଗୋଡ଼ ନାହିଁ କିନ୍ତୁ ମୁଣ୍ଡରେ ବସେ କିଏ? ଉ- ଟୋପି

୧୨- କେଉଁ ପ୍ରାଣୀ ଅଣ୍ଡିରା ହେଲେ ମଧ୍ୟ ଛୁଆ ଜନ୍ମ କରେ? ଉ- ସମୁଦ୍ରି ଘୋଡ଼ା

Leave a Comment