Odisha GK Question – ଓଡିଶାର ଜାତୀୟ ଫୁଲ ର ନାମ କଣ ? ୯୯% ଜାଣନ୍ତି ନାହିଁ, କଣ ଆପଣ ଜାଣିଛନ୍ତି କି ?

ଯେମିତିକି ଆପଣ ମାନେ ଜାଣିଥିବେ କି ସାଧାରଣ ଜ୍ଞାନ ସମସ୍ତଙ୍କ ପାଇଁ ଆବଶ୍ୟକ ହୋଇଥାଏ। ତେବେ ଏହାର କାରଣ ହେଉଛି ଆଜିର ଛାତ୍ରଛାତ୍ରୀ ହେଉ ବା ଯୁବ ପିଢ଼ି ସେମାନଙ୍କ ଠାରେ କେବଳ ପୁସ୍ତକଗତ ଜ୍ଞାନ ରହିଛି ଯାହା ଆଜିର ସମୟରେ ଗୁରୁତ୍ବ ଥିଲେ ବି ତାହା କୌଣସି ଚାକିରୀ କ୍ଷେତ୍ରରେ କାମ ଦେଉ ନାହିଁ। ତାହେଲେ କେବଳ ପୁସ୍ତକଗତ ଜ୍ଞାନ ରହିଲେ ଆଜିର ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ସିନା ଭଲ ନମ୍ବୟ ରଖିବେ ହେଲେ ପ୍ରକୃତ ପରୀକ୍ଷାରେ ସେମାନେ କିଛି କରିପାରିବେ ନାହିଁ। ସେଥିପାଇଁ ଆଜିର ଯୁବପିଢି ମାନଙ୍କ ପାଖରେ ପୁସ୍ତକଗତ ରହିଛି ହେଲେ କୌଣସି ଚାକିରି କ୍ଷେତ୍ରରେ ହେଉଥିବା ଇଣ୍ଟରଭ୍ୟୟୁ ରେ ସେମାନେ ଭଲ ଭାବରେ ଉତ୍ତର ଦେଇ ପାରୁନାହାନ୍ତି ଯାହା ଦ୍ଵାରା ବିଫଳ ହେଉଛନ୍ତି।

ତେବେ ଏହି ବିଫଳ ହେବାର ଏକ ମାତ୍ର କାରଣ ହେଉଛି ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁ ନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁ ନାହାନ୍ତି। ତେଣୁ ଆଜିକାଲିର ଦୁନିଆରେ ନିଜକୁ ପ୍ରମାଣ କରିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ମଧ୍ୟ ଆବଶ୍ୟକ। ତାହେଲେ ସେହି ସବୁ ସାଧାରଣ ଜ୍ଞାନ ବା ଜିକେ ର ପ୍ରଶ୍ନ ଉତ୍ତର ବିଷୟରେ ଆଲୋଚନା କରିବା।

ପ୍ରଶ୍ନ ୧- ଓଡ଼ିଶାର ଜାତୀୟ ମୁଖ ବାଦ୍ୟ ର ନାମ କଣ? ଉତ୍ତର – ହୁଳହୁଳି

ପ୍ରଶ୍ନ ୨- ଓଡିଶାର ଜାତୀୟ ଫଳ ର ନାମ କଣ? ଉତ୍ତର -ଆମ୍ବ

ପ୍ରଶ୍ନ ୩-ଓଡିଶାର ଜାତୀୟ ନଦୀ ର ନାମ କଣ? ଉତ୍ତର -ମହାନଦୀ

ପ୍ରଶ୍ନ ୪-ଓଡିଶା ଜାତୀୟ ନୃତ୍ୟ ର ନାମ କଣ? ଉତ୍ତର -ଓଡିଶୀ

ପ୍ରଶ୍ନ ୫-ଓଡିଶା ର ଜୀବିକା ର ନାମ କଣ? ଉତ୍ତର – କୃଷି

ପ୍ରଶ୍ନ ୬-ଓଡିଶା ର ଜାତୀୟ ଧ୍ଵନି ର ନାମ କଣ? ଉତ୍ତର – ଶଙ୍ଖ ଧ୍ୱନି

ପ୍ରଶ୍ନ ୭-ଓଡ଼ିଶାର ଜାତୀୟ ସଂକେତ ର ନାମ କଣ ର ନାମ କଣ? ଉତ୍ତର – କୋଣାର୍କ ଚକ୍ର

ପ୍ରଶ୍ନ ୮-ଓଡିଶା ର ଜାତୀୟ ମିଠେଇ ର ନାମ କଣ? ଉତ୍ତର -ରସଗୋଲା

ପ୍ରଶ୍ନ ୯- ଓଡ଼ିଶାର ଜାତୀୟ ବାକ୍ୟ ର ନାମ କଣ? ଉତ୍ତର – ସତ୍ୟ ମେବ ଜୟତେ

ପ୍ରଶ୍ନ ୧୦-ଓଡିଶା ର ଜାତୀୟ ପୁଷ୍ପ ର ନାମ କଣ? ଉତ୍ତର -ଅଶୋକ

ପ୍ରଶ୍ନ ୧୧-ଓଡିଶା ଜାତୀୟ ପଶୁ କିଏ? ଉତ୍ତର -ସମ୍ବର

ପ୍ରଶ୍ନ ୧୨-ଆମ ଓଡିଶା ର ଜାତୀୟ ଖେଳ କଣ? ଉତ୍ତର – କବାଡ଼ି

ପ୍ରଶ୍ନ ୧୩-ଓଡିଶା ଜାତୀୟ ପରିବାର ନାମ କଣ? ଉତ୍ତର – ଆଳୁ

ପ୍ରଶ୍ନ ୧୪-ଓଡିଶା ର ଜାତୀୟ ପକ୍ଷୀ ର ନାମ କଣ? ଉତ୍ତର -ଭଦଭଦଳିଆ

ପ୍ରଶ୍ନ ୧୫-ଓଡିଶା ର ଜାତୀୟ ଗଛ ର ନାମ କଣ? ଉତ୍ତର -ଅଶ୍ୱସ୍ତ ଗଛ

ପ୍ରଶ୍ନ ୧୬-ଓଡିଶା ର ଜାତୀୟ ସଂଗୀତ ର ନାମ କଣ? ଉତ୍ତର -ବନ୍ଦେ ଉତ୍କଳ ଜନନୀ

ପ୍ରଶ୍ନ ୧୭-ଓଡ଼ିଶାର ଜାତୀୟ ପୋଷାକ ର ନାମ କଣ? ଉତ୍ତର -ଧୋତି ପଞ୍ଜାବୀ

ପ୍ରଶ୍ନ ୧୮-ଓଡିଶା ର ଜାତୀୟ ଭାଷା ର ନାମ କଣ? ଉତ୍ତର -ଓଡ଼ିଆ

ତେବେ ଏହା ଥିଲା ଆମର ସାଧାରଣ ଜ୍ଞାନ କୁ ବଢ଼ାଇବା ଭଳି କେତେକ ପ୍ରଶ୍ନ ଯାହା ଆମର ବିକାଶରେ ସାହାଯ୍ୟ କରିଥାଏ।

Leave a Comment