ଦେଖନ୍ତୁ Shocking ଭିଡ଼ିଓ- ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁକୁ ନେଇ ଭାଙ୍ଗିପଡିଥିଲେ ସ୍ତ୍ରୀ ପ୍ରତିଭା !ଏବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା କୁ ନେଇ ଡାକ୍ଟର ବଡ ମନ୍ତବ୍ୟ…

ତେବେ ବର୍ତ୍ତମାନ ସମୟରେ ଏକ ବଡ଼ ଖବର ଆସି ପହଞ୍ଚୁଛି ଯେଉଁଠି କି ପିଣ୍ଟୁ ନନ୍ଦ ଙ୍କର ସ୍ତ୍ରୀ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରେ ଲାଗିଛି | ତେବେ ଏହି କିଛି ଦିନ ହେବ ଅଭିନେତା ପିଣ୍ଟୁ ନନ୍ଦ ମୃତ୍ୟୁ ବରଣ କରି ଥିଲେ ଆଉ ସ୍ୱାମୀ ପିଣ୍ଟୁ ନନ୍ଦ ଙ୍କର ମୃତ୍ୟୁ କୁ ସ୍ତ୍ରୀ ଏପର୍ଯ୍ୟନ୍ତ ମଧ୍ୟ ଭୁଲି ପାରୁ ନାହାଁନ୍ତି | ତାଙ୍କ ସ୍ୱାମୀ ଙ୍କର ମୃତ୍ୟୁ ର କିଛି ଦିନ ପରେ ସ୍ତ୍ରୀ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ସେ ମଧ୍ୟ ହସ୍ପିଟାଲ ରେ ଆଡ଼ମିସନ ହୋଇ ଥିଲେ ବୋଲି ଦେଖିବା ପାଇଁ ମିଳିଥିଲା | ପ୍ରତିଭା ହସ୍ପିଟାଲ ରେ ଆଡ଼ମିସନ ହୋଇ ଚିକିତ୍ସାଧୀନ ଅବସ୍ଥା ରେ ଥିଲେ ଯାହାକି ସ୍ୱାମୀ ଙ୍କୁ ସଠିକ ଭାବରେ ଏପର୍ଯ୍ୟନ୍ତ ବି ସ୍ତ୍ରୀ ପ୍ରତିଭା ଭୁଲି ପାରି ନାହାଁନ୍ତି |

କେମିତି ବା ସେ ତାଙ୍କ ସ୍ୱାମୀ ଙ୍କର ମୃତ୍ୟୁ କୁ ସହଜ ରେ ଗ୍ରହଣ କରି ପାରିବେ ଯିଏ କି ସାତ ଜନ୍ମ ଯାଏଁ ହାତ ରେ ହାତ ଧରି ସାଥି ହୋଇ ରହିବା ପାଇଁ କଥା ଦେଇ ଥିଲେ ଏବଂ ଅଧ ବାଟରେ ଛାଡ଼ି ଚାଲି ଗଲେ ଯାହାକୁ ସେ ସହଜ ରେ ବିଶ୍ୱାସ ମଧ୍ୟ କରି ପାରୁ ନାହାଁନ୍ତି |

ଏସବୁ କଥାକୁ ଭାବି ପ୍ରତିଭା ବାହୁନି ବାହୁନି କାନ୍ଦୁଛନ୍ତି ଆଉ ତାଙ୍କର ଖାଇବା ପିଇବା ଠିକ ନଥିବାରୁ ସେ ହସ୍ପିଟାଲ ରେ ଆଡ଼ମିଟ ହୋଇଛନ୍ତି | ଡ଼କ୍ଟର ଙ୍କ ପକ୍ଷରୁ ସୂଚନା ଦିଆ ଯାଇଛି କି ସେ ଖୁବ ଶୀଘ୍ର ସୁସ୍ଥ ହୋଇ ଯିବେ ଏବଂ ତାଙ୍କର ବ୍ଲଡ଼ ଲେବୁଲ ହାଇ ହୋଇ ଯିବାର ମଧ୍ୟ ଯାହା ସୂଚନା ମିଳିଛି |

 ଏହା ସହିତ ତାଙ୍କର ଡାଇବେଟିସ ଥିବାର ମଧ୍ୟ ସୂଚନା ମିଳିଥିଲା ଆଉ ଯାହାକି ତାଙ୍କ ଖାଇବା ପିଇବା ରେ ଅସୁବିଧା ହେଉ ଥିବାରୁ ଏଭଳି ହୋଇ ଥିବାର ଡାକ୍ତର ସୂଚନା ଦେଇଛନ୍ତି | ତେବେ ଏପର୍ଯ୍ୟନ୍ତ ପ୍ରତିଭା ଙ୍କର କଣ ହୋଇଛି ଠିକ ଭାବରେ ସୂଚନା ମିଳିନାହିଁ କିନ୍ତୁ ତାଙ୍କ ଅସୁସ୍ଥତା କୁ ନେଇ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ଚାଲିଛି |

ତେବେ ପିଣ୍ଟୁ ଲିଭର ସିରସିଆ ରୋଗ ରେ ଆକ୍ରାନ୍ତ ହୋଇ ଥିଲେ ଯାହା ପରେ ତାଙ୍କର ମୃତ୍ୟୁ ହୋଇ ଥିଲା | ଲିଭର ଲାଗିବାକୁ ଥିବା ବେଳେ ପିଣ୍ଟୁ ଙ୍କୁ କିନ୍ତୁ ଲିଭର ମିଳି ପାରି ନଥିଲା ଯେଉଁଥି ପାଇଁ ତାଙ୍କର ଦେହ ଅଧିକ ଖରାପ ହେବାରୁ ତାଙ୍କୁ ଦିଲ୍ଲୀ ରୁ ହାଇଦ୍ରାବାଦ କୁ ସ୍ଥାନାନ୍ତରିତ କରାଯାଇ ଥିଲା ଆଉ ଯାହା ପରେ ସେହି ହସ୍ପିଟାଲ ରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା | ତାଙ୍କ ମୃତ୍ୟୁ ର ଆଜି ସାରା ଓଡ଼ିଶା ଓ ଫିଲ୍ମ ଇଣ୍ଡଷ୍ଟ୍ରି ଯେମିତି ସ୍ତବ୍ଧ ପାଲଟି ଯାଇଛି |ତେବେ ପିଣ୍ଟୁ ନନ୍ଦ ଙ୍କର ଅମର ଆତ୍ମା ର ସଦଗତି ପାଇଁ ଆମେ ସମସ୍ତେ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିବା |

Leave a Comment