ଓଃ କି ଡ୍ୟାନ୍ସ ! ଯାତ୍ରା ଷ୍ଟେଜ ଉପରେ ଯୁବକ ଯୁବତୀଙ୍କ ଏମିତି ଡ୍ୟାନ୍ସ ଜୀବନରେ କେବେ ଦେଖି ନଥିବେ…

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ମନୋଛୁଆଁ ଭିଡ଼ିଓ ଗୁଡିକ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି ଯାତ୍ରା ଜଗତର ଗୋଟିଏ ହଟ ରୋମାଣ୍ଟିକ ସିନର ଭିଡ଼ିଓ ଟି, ଆଉ ଯେଉଁଠି ଯାତ୍ରା ର ଆରମ୍ଭ ରେ ମେଲୋଡି କଳାକାର ମାନେ ସେମାନଙ୍କର ହଟ ଡାନ୍ସ ର କମାଲ କୁ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ବୋଲି କୁହାଯାଉଛି | ତାହା ସହିତ ଦର୍ଶକ ମାନେ ମଧ୍ୟ ସେହି ହଟ ଡାନ୍ସ ର ମଜା ଉଠାଇଛନ୍ତି ଓ ଏନଜୟ କରିଛନ୍ତି | ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ଜାଣିଥିବେ କି ଯାତ୍ରା ଜଗତକୁ ଆଜିକାଲି ସମସ୍ତେ ପସନ୍ଦ କରୁଛନ୍ତି ତାହା ସହିତ ଯାତ୍ରା ଜଗତର ଅଭିନୟ ସହିତ ଡାନ୍ସ ର କମାଲ ଦର୍ଶକ ମାନଙ୍କୁ ବେଶ ପସନ୍ଦ ମଧ୍ୟ ଆସିଥାଏ ଏବଂ ସମସ୍ତେ ସେହି ଡାନ୍ସ ରେ ମଜି ଯାଇଥାନ୍ତି | ମେଲୋଡି କହିଲେ ଆମେ ମାନେ ହଟ ଡାନ୍ସ କୁ ମଧ୍ୟ ବୁଝିଥାଉ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ସେହି ଭଳି କିଛି ହଟ ଡାନ୍ସ ର କମାଲ ଦେଖିବାକୁ ମିଳିଛି ଯାତ୍ରା ମଞ୍ଚ ଉପରେ | ଯେଉଁ ଭିଡ଼ିଓ ଟି ସମସ୍ତଙ୍କର ମନକୁ କିଣି ନେଇଛି ବୋଲି ମଧ୍ୟ କୁହାଯାଉଛି |

ବର୍ତ୍ତମାନ ଭାଇରାଲ ହେଉଥିବା ଭିଡ଼ିଓ ଟି ଏକ ଜବରଦସ୍ତ ଯାତ୍ରା ପେଣ୍ଡାଲ ରୁ ଦେଖିବାକୁ ମିଳିଛି | ଆଉ ଯେଉଁଠି ଯାତ୍ରା ମଞ୍ଚ ରେ ନିଜର ହଟ ଆଲବମ ଡାନ୍ସ କୁ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ସେହି ହଟ ଯୁବକ ଯୁବତୀ ମାନେ ବୋଲି କୁହାଯାଉଛି | ତେବେ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ଦୁଇ ଜଣ ଯୁବକ ଯୁବତୀ ସୁନ୍ଦର ଭାବରେ କରିବାକୁ ଲାଗିଛନ୍ତି ହଟ ରୋମାଣ୍ଟିକ ଡାନ୍ସ ଯାତ୍ରା ମଞ୍ଚରେ । ଆଉ ତାଙ୍କର ସେହିଭଳି ଡାନ୍ସ ର କମାଲ ରେ ସମସ୍ତଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି ଉଭୟ କଳାକାର ।

ସାଧାରଣତଃ ଆପଣ ମାନେ ଜାଣିଥିବେ ଯାତ୍ରା କଥା ଉଠିଲେ ଆପଣ ମାନେ ଅଭିନୟ କଥା ବୁଝିଥାନ୍ତି, କିନ୍ତୁ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଆଲବମ ଦେଖିବାକୁ ମିଳିଥାଏ ଯାତ୍ରା ମଞ୍ଚରେ | ଆଉ ବର୍ତ୍ତମାନ ସେହି ଭଳି ଏକ ଆଲବମ ଡାନ୍ସ ଟି ଦେଖିବାକୁ ମିଳିଛି ଯାତ୍ରା ମଞ୍ଚରେ ଯାହା ସମସ୍ତଙ୍କର ମନକୁ କିଣି ନେଇଛି ଆଉ ସେମାନଙ୍କର ଡାନ୍ସ କୁ ଦେଖି ଦର୍ଶକ ମାନେ ମଧ୍ୟ ଏନଜୟ କରିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

Leave a Comment