ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ଆମେ ଆଜି ଆପଣକୁ ଏମିତି ଏକ ସୁନ୍ଦର ଭିଡିଓ ବିଷୟରେ କହିବି ଯାହା ଦେଖିଲେ ଆପଣ ବହୁତ ଖୁସି ହୋଇଯିବେ |ଆପଣ ଜାଣିଥିବେ ନିଶ୍ଚିତ ଯେ ଆଜି ଆମର ବଡ଼ ପର୍ବ ହୋଲି । ଏହି ହୋଲି ରେ ସବୁଆଡେ ରଙ୍ଗ ମୟ ହେବା ସହିତ ସମସ୍ତେ ହୋଲି ଖେଳନ୍ତି |ଗାଁ ଦଣ୍ଡ ସବୁଆଡେ ରଙ୍ଗ ହୋଇଯାଏ, ଆମେ ଆଜି ଆପଣକୁ ଏହି ହୋଲି କିପରି ଜଣେ ଦିଅର ଓ ଭାଉଜ ବହୁତ ମଜା ସହକାରେ ହୋଲିରେ ରଙ୍ଗ ଖେଳୁଛନ୍ତି ସେ ବିଷୟରେ କହିବି |ତେବେ ଆସନ୍ତୁ ଏହି ଘଟଣା ବିଷୟରେ ସମ ଖବର ଜାଣିବା |
ଏହି ପବିତ୍ର ହୋଲ ପର୍ବ ସାରା ଭାରତ ସହିତ ଅନ୍ୟ ରାଜ୍ୟରେ ମଧ୍ୟ ଖୁବ ଧାମରେ ପାଳନ କରାଯାଏ, ଏହି ହୋଲି ପର୍ବରେ ଘରେ ଘରେ ସମସ୍ତେ ରଙ୍ଗ ହୁଅନ୍ତି |ପିଲା ଠାରୁ ବୃଦ୍ଧ ପ୍ରଯ୍ୟନ୍ତ. ସମସ୍ତେ ହୋଲି ଖେଳି ବହୁତ ମଜା କରନ୍ତି |ଏହି ହୋଲି ପର୍ବ ଦିନ ଅନେକ ବ୍ୟକ୍ତି ଘରେ ଘରେ ବୁଲି ରଙ୍ଗ ଖେଳନ୍ତି, ଏହା ଆମ ଭାରତର ଏକ ବଡ଼ ପର୍ବ ଅଟେ |ଏହି ପର୍ବରେ ସମସ୍ତେ ରଙ୍ଗ ହେବା ପାଇଁ ବାଧ୍ୟ ହୁଅନ୍ତି, ଏଥିରେ ସମସ୍ତେ ଧଳା ରଙ୍ଗର କପଡା ପିନ୍ଧିବା ବହୁତ ସୁନ୍ଦର ଦେଖାଯାନ୍ତି |
ତେବେ ଆଜି ହେଉଛି ରଙ୍ଗର ପର୍ବ ହୋଲି । ରଙ୍ଗ ଖେଳିବା ପାଇଁ ସବୁଠି ଉତ୍ସବର ମାହୋଲ । ଚଳଚଞ୍ଚଳ ହେଲାଣି ହାଟ ବଜାର । ସମସ୍ତ ବଜାରରେ ଲାଗିଛି ଭଳିକି ଭଳି ହୋଲି ସାମଗ୍ରୀର ପସରା । ଅବିର, ପିଚକାରୀ,ବେଲୁନ, ବିଭିନ୍ନ ପ୍ରକାରର ମାସ୍କ ସାଙ୍ଗକୁ ରାଜଧାନୀର ବିଭିନ୍ନ ବଜାରକୁ କେତେ କଣ ନୂଆ ସାମଗ୍ରୀ ଆସିଛି ।
ଚଳିତ ଥର ପିଲାଙ୍କ ଚାହିଦାକୁ ନେଇ ଭିନ୍ନଭିନ୍ନ ପ୍ରକାରର ସାମଗ୍ରୀ ଦେଖିବାକୁ ମିଳିଛି ।ଚଳିତ ଥର ବିନା କଟକଣା ରେ ବେଶ୍ ଧୁମଧାମ ରେ ହୋଲି ପାଳନ କରିବେ ସାରା ରାଜ୍ୟବାସୀ । ଫଳରେ ଏଥର ରଙ୍ଗ ଓ ଅନ୍ୟ ସାମଗ୍ରୀ ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀ ଆଶା ରଖିଛନ୍ତି । ଗ୍ରାହକ ଙ୍କୁ ଆକୃଷ୍ଟ କରିବା ଭଳି ନୂଆ ନୂଆ ହୋଲି ସାମଗ୍ରୀ ବଜାରକୁ ଅଣାଯାଇଛି ।
ବିଶେଷ କରି ଛୋଟ ପିଲା ଙ୍କୁ ଦୃଷ୍ଟି ରେ ରଖି ଏଥର ହୋଲିରେ ଆସିଛି କଲର ବେଲୁନ ପିଚକାରୀ । ବେଲୁନ ଭିତରେ ରଙ୍ଗ ଭର୍ତ୍ତି ପାଣି ପୁରାଇ ଅନ୍ୟ ଉପରକୁ ଫୋପାଡି ଦିଆଯିବ । ସେହି ପରି ବଜାର ରେ ବେବିଡଲ ପିଚକାରୀ ବେଶ ଆକର୍ଷଣ ସାଜିଛି ।ଆଉ ଏଭଳି ସମୟରେ ବ୍ରହ୍ମପୁର ସହର ରେ ରଙ୍ଗର ଏହି ପର୍ବକୁ ଛୋଟ ଶିଶୁଙ୍କ ମଧ୍ୟରେ ବେଶ ଖୁସିର ସହକାରେ ପାଳନ କରାଯାଇଛି ।
ଯାହାକି ରାଧାକୃଷ୍ଣ ବେଶରେ ହୋଲି ଖେଳିଛନ୍ତି ରେଶମ ସହରର ଛୋଟ ଶିଶୁମାନେ । ବ୍ରହ୍ମପୁର ସହରର ବ୍ରଜନଗର ଠାରେ ଏହି ଅବସର ରେ ଆୟୋଜିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ। ଏଥିରେ ଶିଶୁ ମାନେ ସାତ ରଙ୍ଗରେ ରଙ୍ଗେଇ ହୋଇ ପରସ୍ପର ମଧ୍ୟରେ ଫଗୁ ଓ ଅବିର ବୋଳି ଦହିହାଣ୍ଡି ଭାଙ୍ଗି ଏହାର ବେଶ ମଜ୍ଜା ଉଠାଇଥିଲେ ।
ତେବେ ଦୋଳପୂର୍ଣ୍ଣମୀ ଦିନ ସାଧାରଣତଃ ଠାକୁର ମାନଙ୍କୁ ମନ୍ଦିର ର ଦକ୍ଷିଣ ପୂର୍ବ ଦିଗ ରେ ନିର୍ମିତ ହୋଇଥିବା ଏକ ମଣ୍ଡପ ଉପର କୁ ନିଆ ଯାଇଥାଏ । ଆଉ ଏଥିରେ ରଙ୍ଗ ସମସ୍ତେ ଖେଳି ଥାଆନ୍ତି । ଭାଇ ଓ ଭଉଣୀ ,ଭାଉଜ ଏବେ ଏବେ ଗୋଟିଏ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି ଯେ ଦିଅର ଓ ଭାଉଜ ନକର ହୋଲି ଖେଳାଳି ଙ୍କୁ ଗୋଟିଏ ବଟଲ ରେ ରଙ୍ଗ ମିଶେଇ ତାଙ୍କୁ ରଙ୍ଗ ରେ ପୋତି ଦେଲେ । ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।