ollywood ଖବର ! ଓଡିଆ ଅଭିନେତ୍ରୀ ରିୟାଙ୍କ ହଳଦୀ ସେରେମନି,ଦେଖନ୍ତୁ କିପରି ଖୁସି ଆଜି ଅଛନ୍ତି ରିୟା ପୁରା full ଭିଡିଓ

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ଭିଡ଼ିଓ ମଧ୍ୟରେ ବର୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି ଅଲିଉଡ ର ଚୁଲବୁଲି ନାୟିକା ଭାବରେ ଦର୍ଶକ ଙ୍କ ହୃଦୟରେ ଜାଗା କରିଥିବା ରିୟା ଙ୍କର ଭାଇରାଲ ଭିଡ଼ିଓ | ଆଉ ଯେଉଁଥିରେ ଦେଖିବାକୁ ମିଳିଛି କି ବାହାଘର ପୂର୍ବରୁ ରିୟା କରିବାକୁ ଲାଗିଛନ୍ତି ରୋମାନ୍ସ ତାହା ପୁଣି ହେବାକୁ ଥିବା ସ୍ୱାମୀ ସୁନୀଲ ଙ୍କ ସହିତ | ତାହା ସହିତ ବୁଲିବାକୁ ମଧ୍ୟ ଯାଇଛନ୍ତି ଦୁଇଜଣ ମିଶିକି ବାହାରକୁ ଓ ବେଶ ଖୁସି ମନାଉଛନ୍ତି ଦୁଇ ଜଣ ଦୁଇଜଣଙ୍କ ସହିତ | ଆଉ ଯେଉଁଥିରେ ଏକ ଡିନର ପାର୍ଟି ର ବ୍ୟବସ୍ଥା ମଧ୍ୟ କରାଯାଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡ଼ିଓ ଉପରେ ଟିକିଏ ନଜର ପକାଇବା

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଅଲିଉଡ ଫ୍ଲିମ ଜଗତରେ କାମ କରୁଥିବା ସୁନ୍ଦରୀ ଅଭିନେତ୍ରୀ ରିୟା ଖୁବ ଶୀଘ୍ର ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି | ଆଉ ଯାହା କୁହାଯାଉଛି କି ରିୟା ଙ୍କର ନିର୍ବନ୍ଧ ମଧ୍ୟ ସରି ଯାଇଛି | ତେବେ ଆହୁରି କୁହାଯାଉଛି କି ରିୟା ବିବାହ କରିବାକୁ ଯାଉଛନ୍ତି ବିଜନେସମେନ ସୁନୀଲ ଙ୍କୁ |

ଆଉ ରିୟା ଆଉ ତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ପୂର୍ବରୁ ଥିଲା ଏବେ ତାହା ବିବାହ ରେ ପରିବର୍ତ୍ତନ ହେବାକୁ ଯାଉଛି |ଆଉ ଯାହା ଦେଖିବାକୁ ମିଳିଛି କି ବାହାଘର ପୂର୍ବରୁ ରିୟା ତାଙ୍କର ହେବାକୁ ଥିବା ସ୍ୱାମୀ ଙ୍କ ସହିତ ଡେଟ ରେ ଯାଇଛନ୍ତି | ଆଉ ଏକ ଡିନର ପାର୍ଟି ର ମଧ୍ୟ ପ୍ଲାନିଂ ହୋଇଥିବାର ଦେଖା ଯାଉଛି |

 

ତେବେ ବାହାଘର ପୂର୍ବରୁ ରିୟା ତାଙ୍କର ହେବାକୁ ଥିବା ସ୍ୱାମୀ ସୁନୀଲ ଙ୍କ ସହିତ ଡେଟ ରେ ଯାଇଛନ୍ତି | ଆଉ ସେଠାରେ ତାଙ୍କ ସହିତ ଖୁସି ମଧ୍ୟ ମନାଉଛନ୍ତି |ଆଉ ଯାହା ଦେଖିବାକୁ ମିଳିଛି କି ଦୁଇଜଣ ବେଶ ରୋମାଣ୍ଟିକ ଭାବରେ ଏହି ଡେଟ ର ପ୍ଲାନିଂ କରିଛନ୍ତି ଓ ତାହା ସହିତ କେକ ମଧ୍ୟ କାଟୁ ଥିବାର ନଜର ଆସିଛନ୍ତିଦେଖିବାକୁ ମିଳିଛି କି ଦୁଇଜଣ ବେଶ ରୋମାଣ୍ଟିକ ଭାବରେ ଏହି ଡେଟ ର ପ୍ଲାନିଂ କରିଛନ୍ତି ଓ ତାହା ସହିତ କେକ ମଧ୍ୟ କାଟୁ ଥିବାର ନଜର ଆସିଛନ୍ତି | ଏହା ସହିତ କେଣ୍ଡେଲ ସାଙ୍ଗକୁ ଉଇଲ ଇଉ ମେରୀ ମୀ ର ପୋଷ୍ଟ ର ମଧ୍ୟ ଲଗାଯାଇଥିବାର ଦେଖିବାକୁ ମିଳିଥିଲା ସେହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ |

ସାତ ଜନ୍ମର ସାଥି ହେବାକୁ ଯାଉଥିବା ଏହି ଯୋଡି ଦୁଇଜଣ ବେଶ ଖୁସି ମନାଉଛନ୍ତି ତାଙ୍କର ବାହାଘର କୁ ନେଇକି ବୋଲି କୁହାଯାଉଛି | ତାହା ସହିତ ରିୟା ଓ ସୁନୀଲ ଙ୍କର ଯୋଡି କୁ ଦେଖିବା ପରେ ତାଙ୍କର ଫ୍ରେଣ୍ଡ ମାନେ ମଧ୍ୟ ବେଶ ଖୁସି ଥିବାର ଦେଖିବାକୁ ମିଳିଛି | ଆଉ ରିୟା ଙ୍କ ର ଏହି ଭାଇରାଲ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ର ବିଷୟ ପାଲଟିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment