OMG ! କାନ୍ଦୁଛି ମାଆ ପୁଅକୁ ବର ବେଶରେ ବିଦାୟ କଲା ବାପା… ଦେଖନ୍ତୁ Video

ସଙ୍ଗୀତକାର ସିଦ୍ଧୁ ମୁସେୱାଲା ଙ୍କ ଏପରି ଅମାନୁଷିକ ଭାବରେ ମୃତ୍ୟୁ ସମସ୍ତଙ୍କ ମନରେ ଖେଳେଇ ଦେଇଛି ଦୁଃଖ ଓ ଶୋକର ଛାୟା । ସିଦ୍ଧୁ ମୁସେୱାଲା ଥିଲେ ଜଣେ ଲୋକ ପ୍ରିୟ ସଂଗୀତ କାର ଆହୁରି ମଧ୍ୟ ସେ ଥିଲେ ଜଣେ କଂଗ୍ରେସ ନେତା ।ତାଙ୍କର ଏପରି ମୃତ୍ୟୁ ସମସ୍ତଙ୍କ ମନରେ ଖେଳେଇ ଦେଇଛି ଦୁଃଖର ଛାୟା, ବାପା, ମା ତଥା ତାଙ୍କର ପରିବାର ଲୋକଙ୍କ ସମେତ ପୁରା ପଞ୍ଜାବ ବାସି ମଧ୍ୟ ତାଙ୍କ ମୃତ୍ୟୁ ର ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ ।

ତାଙ୍କର ଅନ୍ତିମ ସତ୍କାର ତାଙ୍କର ଜନ୍ମ ମାଟିରେ ହୋଇଥିଲା , ଓ ତାଙ୍କର ଆଉ କିଛି ଦିନ ପରେ ବିବାହ ହେବାର ଥିଲା,ସେଥି ପାଇଁ ସେ ବହୁତ ଖୁସି ମଧ୍ୟ ଥିଲେ। ଆଉ ତାଙ୍କର ମୃତ ଶରୀର ଗାଁରେ ପହଞ୍ଚିବା ମାତ୍ରେ ଗାଁ ରେ ଖେଳି ଯାଇଛି ବିଷାଦ ଓ ଦୁଃଖର ଛାୟା।


ତାଙ୍କର ଶେଷ ଦର୍ଶନ ପାଇଁ ତାଙ୍କର ଘର ସାମ୍ନାରେ ଲାଗିଛି ଭିଡ ।ତାଙ୍କର ମୃତ ଦେହକୁ ତାଙ୍କର ପ୍ରିୟ ଟ୍ରାକଟର ରେ ସଜାଇ ନିଆ ଯାଇଥିଲା, ଓ ମୃତ ଦେହକୁ ତାଙ୍କର ବର ବେଶରେ ସଜାଇ ନେଇ ଯାଇଥିଲେ ।ଦିନ କେତୋଟି ପରେ ବିବାହ କରିଥାନ୍ତେ ସେ ଆଖିରେ ତାଙ୍କର ଥିଲା ଅନେକ ଆଶା, ତାଙ୍କ ସହିତ ତାଙ୍କର ବାପା ମା ଙ୍କର ବି ଆଶା ରହିଗଲା ଅଧାରେ ,

ବର ବେଶ ସାଜି ପାଲିଙ୍କି ଚଢ଼ି ବିବାହ କରିବାକୁ ଯିବା ପରିବର୍ତ୍ତେ ସେ ବର ବେଶ ସାଜି ଗଲେ ମଶାଣି କୁ ।ତାଙ୍କର ମୃତ ଦେହ ଗାଁ କୁ ଆସିଲା ପରେ ସେଥି ଜମିଛି ଭିଡ ତାଙ୍କୁ ଟିକେ ଦେଖିବା ପାଇଁ, କିଏ ରାସ୍ତା ଉପରେ ତ କିଏ ଗାଡି ଉପରେ ଆଉ କିଏ ଚଢ଼ି ଯାଇଥିଲା ଗଛ ଉପରକୁ ଟିକେ ଶେଷ ଦର୍ଶନ ପାଇଁ ।


ସବୁ ପରେ ତାଙ୍କର ମୃତ ଦେହକୁ ପଞ୍ଜାବ ବୈଦିକ ରୀତିରେ ବିଦାୟ ଦେଲା ବେଳେ, ତାଙ୍କର ବିୟୋଗରେ ସାରା ପଞ୍ଜାବ ବାସି ଭାଙ୍ଗି ପଡିଥିଲେ ଦୁଃଖରେ , ଆଖିରେ ସମସ୍ତଙ୍କର ଝୋରୁଥିଲା ଲୋତକ, ଆଉ ତାଙ୍କର ମା ତାଙ୍କୁ ବର ବେଶରେ ସଜେଇ ଦେଇଥିଲେ ବିଦାୟ ।ବାପା ମଧ୍ୟ ତାଙ୍କର ମୃତ ଶବ ଆଗରେ ନିଜର ପଗଡିକୁ କାଢି ପୁଅ ପାଇଁ କାନ୍ଦିବା ସହିତ ତାଙ୍କର ମୃତ୍ୟୁର କାରଣ ପଚାରିଛନ୍ତି, ଓ ମଙ୍ଗଳବାର ଦିନ ତାଙ୍କୁ ଶେଷ ବିଦାୟ ଦିଆଯାଇଛି ।ସତରେ ଘଟଣାଟି ଦୁଃଖମୟ ଅଟେ ଯାହା ସମଗ୍ର ପଞ୍ଜାବ ବାସୀଙ୍କ ମନରେ ଭରି ଦେଇଛି ଦୁଃଖ ।ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବରେ ଲାଗିଛି ।

Leave a Comment