OMG ! ବନ୍ୟା ପାଣିରେ ଗାଁ ଦାଣ୍ଡରେ ମାଛ ସାଲୁ ବାଲୁ | ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବ..

ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଏହି କିଛି ଦିନ ର ଲଘୁଚାପ ପରେ ପ୍ରାୟ ତଳିଆ ଅଞ୍ଚଳ ରେ ବନ୍ୟା ମାଡ଼ି ଆସିଛି | କେତେକ ଅଞ୍ଚଳ ରେ ବନ୍ୟା ଯୋଗୁଁ ଘର ଦ୍ୱାର ମଧ୍ୟ ଅଧା ବୁଡ଼ି ଯାଇଛି ଯାହା ଦ୍ୱାରା ସେହି ସ୍ଥାନର ଲୋକ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି | କିଏ ଘରେ ରହିବା ପାଇଁ ଅସୁବିଧା ହେଉଛି ତ ଆଉ କିଏ ଖାଇବା ପିଇବା ରେ ଅସୁବିଧା ହେଉଛି | ଏ

ମିତି କି ଏଭଳି ଖବର ମଧ୍ୟ ଆସି ପହଞ୍ଚିଛି କି ବନ୍ୟା ର ସ୍ରୋତ ରେ କେହି କେହି ଭାସି ଯାଇ ପ୍ରାଣ ମଧ୍ୟ ତ୍ୟାଗ କରିଛନ୍ତି | ତେବେ ଏହି ବନ୍ୟା କୁ ନେଇ ଏକ ଖବର ଆସି ପହଞ୍ଚିଛି ଆଉ ଏବେ ବର୍ତ୍ତମାନ ସମୟରେ ପୁଣି ନୂଆ ଖବର ଆସି ପହଞ୍ଚିଛି ଯାହାକୁ ଶୁଣିଲେ ଆପଣ ନିହାତି ଭାବରେ ଆଶ୍ଚର୍ଯ୍ୟ ହୋଇ ଯିବେ, ଆସନ୍ତୁ ପୁରା ଘଟଣା ସମ୍ପର୍କ ରେ ଆଲୋଚନା କରିବା |

ଆପଣ ତ ଜାଣନ୍ତି ଆଜିକାଲି ର ଡିଜିଟାଲ ଯୁଗରେ ସମସ୍ତ ଖବର ସୋସିଆଲ ମିଡ଼ିଆ ଦ୍ୱାର ଭାଇରାଲ ହୋଇ ଥାଏ ଯାହା ଦ୍ୱାରା ଅନେକ ଘଟଣା ସମ୍ପର୍କ ରେ ଅବଗତ ହେବା ସହିତ ଅନେକ ମଜାଦାର ଭିଡ଼ିଓ ମଧ୍ୟ ଦେଖି ପାରିଥାଉ | ଆଉ ଏବେ ସମୟରେ ଏକ ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହା ସବୁ ଭିଡ଼ିଓ ଠାରୁ ଟିକେ ନିଆଁରା ଅଟେ | ଦେଖିବା ପାଇଁ ମିଳିଛି ଏକ ଗ୍ରାମ ଦାଣ୍ଡରେ ବନ୍ୟା ପାଣିରେ ମାଛ କଲ ବଲ ହେଉଛନ୍ତି | ଯେଉଁଠି ରାସ୍ତା ରେ ଗାଡ଼ି ମଟର ଯିବା ଆସିବା କରୁଛନ୍ତି ସେହି ସ୍ଥାନର ବନ୍ୟା ପାଣିରେ ଅନେକ ଗୁଡିଏ ମାଛ କଲବଲ ହେଉ ଥିବାର ଦୃଶ୍ୟ ଦେଖିବା ପାଇଁ ମିଳିଛି |

ତେବେ ଏହି ଭିଡ଼ିଓ ରେ ଜଣେ ବ୍ୟକ୍ତି ମାଛ କୁ ଦେଖି ଏକ ଜାଲ ଆଣିଛନ୍ତି ଆଉ ସେହି ଗଭୀର ପାଣି ଭିତରେ ନିଜ ଜାଲ କୁ ପକାଇ ସେହି ମାଛ କୁ ଧରିବା ପାଇଁ ଚେଷ୍ଟା କରୁଛନ୍ତି | ରାସ୍ତା ମଝିର ପାଣିରେ ଯେପରି ମାଛ ଗୁଡ଼ିକ ଏପଟ ସେପଟ ହେଉଛନ୍ତି ତାହାକୁ ଦେଖିଲେ ଆପଣ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ |

ତେବେ ଏହି ବନ୍ୟା ପାଣି କେଉଁ କେଉଁ ସ୍ଥାନରେ ଲୋକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ତ ଆଉ କେଉଁଠି କେଉଁଠି ଲୋକେ ଏଭଳି ସୁବିଧା ମଧ୍ୟ ହାସଲ କରୁ ଥିବାର ନଜର ଆସିଛି | ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ଏହାକୁ ଯିଏ ବି ଦେଖୁଛି ସେ କେବଳ ଆଶ୍ଚର୍ଯ୍ୟ ହିଁ ହେଉଛି |

Leave a Comment