Gk Question– ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ-ପଞ୍ଚବେଦ କାହାକୁ କୁହାଯାଏ ? କେବଳ ବୁଦ୍ଧିମାନ ଲୋକହିଁ ଏହାର ଉତ୍ତର ଦେଇ ପାରିବେ

ଆଗ କାଳରେ ଜ୍ଞାନ ଆହରଣ ପାଇଁ ପୁସ୍ତକ ଟିଏ ଦରକାର ହେଉ ଥିଲା କିନ୍ତୁ ଏବେକା ସମୟରେ ପୁସ୍ତକ ସହିତ ଆମେ ସୋସିଆଲ ମିଡ଼ିଆ ମାଧ୍ୟମ ରେ ଅନେକ ଶିକ୍ଷା ପାଇ ପାରୁଛୁ | ତେବେ ଯେତେ ବେଳେ ଗୋଟେ ବ୍ୟକ୍ତି ପଢା ସାରି ସାରେ ତେବେ ସେ ଚାକିରୀ ପାଇଁ ଅନେକ ଇଣ୍ଟରଭ୍ୟୁ ଓ ପରୀକ୍ଷା ଦେଇ ଥାଏ | ସାଧାରଣ ଭାବରେ କୌଣସି ଇଣ୍ଟରଭ୍ୟୁ ହେଉ କି କୌଣସି ପରୀକ୍ଷା ହେଉ ସେଥିରେ ଦେଶ ବିଦେଶ କୁ ନେଇ ଜିକେ ପ୍ରଶ୍ନ ଆସିଥାଏ ଯାହାର ଉତ୍ତର ଶିକ୍ଷିତ ଲୋକ ମାନେ ମଧ୍ୟ ଦେଇ ପାରନ୍ତି ନାହିଁ |

ଆମେ ଯଦି ସାଧାରଣ ଜ୍ଞାନ ନ ରଖିବା ତେବେ କୌଣସି ପରୀକ୍ଷା ରେ ଉତୀର୍ଣ୍ଣ ହୋଇ ପରିବା ନାହିଁ | ତେବେ ପ୍ରତେକ ମଣିଷ ଙ୍କ ପାଖରେ ସାଧାରଣ ଜ୍ଞାନ ରହିବା ର ଆବଶ୍ୟକତା ରହିଛି ଯାହା ସେମାନଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ ଓ ବିଭିନ୍ନ ପ୍ରକାରର ଉନ୍ନତି କ୍ଷେତ୍ରରେ ମଧ୍ୟ ବିଶେଷ ଅଂଶ ଗ୍ରହଣ କରିଥାଏ |

କେତେକ ସମୟରେ ଏହା ମଧ୍ୟ ଦେଖିବାକୁ ମିଳେ କି ଅନେକ ବ୍ୟକ୍ତି ମାନେ ଡିଗ୍ରୀ ପରିଚୟ ହାସଲ କରିଥିଲେ ମଧ୍ୟ ସେମାନଙ୍କର ପାଖରେ ସାଧାରଣ ଜ୍ଞାନ ବିଷୟରେ ବହୁତ କମ ନଲେଜ ରହିଥାଏ । ଯାହା ଦ୍ୱାରା କି ହଠାତ କେହି ସେମାନଙ୍କୁ ଏହା ପଚାରିଦେଲେ ସେଠାରେ ସେମାନେ ଅପମାନିତ ହୋଇଥାନ୍ତି ।ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି ଜେନେରାଲ ନଲେଜ ପ୍ରଶ୍ନ ପଚାରିବୁ , ଆପଣ ମାନେ ହୁଏତ ତାହା ଜାଣିଥିବେ ମାତ୍ର ଅନ୍ୟ ପ୍ରଶ୍ନ ଗୁଡିକ ଯଦି ଜାଣିନଥିବେ ତେବେ ଜାଣିଯିବେ । ଯାହା ଫଳରେ କି ଆପଣଙ୍କର ଜ୍ଞାନର ସୀମାକୁ ଅଧିକ ବୃଦ୍ଧି କରିପାରିବେ । ତେବେ ଆସନ୍ତୁ ଜାଣିବା ସେମିତି କିଛି ପ୍ରଶ୍ନ ବିଷୟରେ ।

1. ଦୁନିଆର ସବୁଠାରୁ ଅଧିକ ଭୂମିକମ୍ପକେଉଁଠାରେ ହୋଇଥାଏ ?
ଉତ୍ତର:- ଜାପାନ

2.ଓଡ଼ିଶାର ସବୁଠାରୁ ବଡ଼ ବସ ଷ୍ଟାଣ୍ଡ ର ନାମ କଣ ଅଟେ ?
ଉତ୍ତର- ସରକାରୀ ବସ ଷ୍ଟାଣ୍ଡ

3.ଓଡ଼ିଶାର ସବୁଠାରୁ ବଡ଼ ସହର ର ନାମ କଣ ଅଟେ ?
ଉତ୍ତର- କଟକ

4. ଆୟତନ ଅନୁସାରେ ଓଡ଼ିଶା ର ସବୁଠାରୁ ବଡ଼ ଜିଲ୍ଲା ର ନାମ କଣ ?
ଉତ୍ତର- ମୟୁରଭଞ୍ଜ

5. ଓଡ଼ିଶା ର ସବୁଠାରୁ ବଡ଼ ଠାକୁର ଙ୍କ ର ନାମ କଣ ?
ଉତ୍ତର- ଶ୍ରୀ ଜଗନ୍ନାଥ

6. ଲୋକସଂଖ୍ୟା ଅନୁସାରେ ଓଡ଼ିଶା ର ସବୁଠାରୁ ବଡ଼ ଜିଲ୍ଲା ର ନାମ କଣ ?
ଉତ୍ତର- ଗଞ୍ଜାମ

7. ଓଡ଼ିଶାର ସବୁଠାରୁ ବଡ଼ ବିଶ୍ୱବିଦ୍ୟାଳୟ ର ନାମ କଣ ଅଟେ ?
ଉତ୍ତର- ଉତ୍କଳ ବିଶ୍ଵବିଦ୍ୟାଳୟ

8. ଓଡ଼ିଶାର ସବୁଠାରୁ ବଡ଼ ଗ୍ରାମ ର ନାମ କଣ ଅଟେ ?
ଉତ୍ତର- ଭୁବନ

9. ସ୍ବାଧୀନ ଭାରତର ପ୍ରଥମ ତଥା ଅନ୍ତିମ ଭାରତୀୟ ଗଭର୍ଣ୍ଣର ଜେନେରାଲ୍ କିଏ ?
ଉତ୍ତର – ରାଜଗୋପାଳ ଚାରୀ ।

10. ଭାରତର ଜଣେ ଭୋଟରଙ୍କ ସର୍ବନିମ୍ନ ବୟସ ସୀମା କେତେ ହୋଇ ଥିବା ଆବଶ୍ୟକ ?
ଉତ୍ତର:- 18 ବର୍ଷ

11. ପଞ୍ଚମ ବେଦ କାହାକୁ କୁହାଯାଏ ?
ଉତ୍ତର:- ଇତିହାସ

12. ମଣିଷ ଶରୀରର ହାଡ ସଂଖ୍ୟା କେତେ?
ଉତ୍ତର:- 206

Leave a Comment