୧୪ ଏପ୍ରିଲ୍ ହନୁମାନ ଜୟନ୍ତୀ, ପଣା ସଂକ୍ରାନ୍ତି ଦିନ ଘରକୁ ଆଣନ୍ତୁ ଏହି ପତ୍ର ୨୪ ଘଣ୍ଟାରେ ହେବେ କୋଟିପତି।

ଆସନ୍ତା ମହାବିଷୁବ ସଂକ୍ରାନ୍ତି ଦିନ ପଡ଼ୁଅଛି ହନୁମାନ ଜୟନ୍ତୀ। ଏହି ହନୁମାନ ଜୟନ୍ତୀ ରେ ଏକ ବିଶେଷ ଉପାୟ ଆପଣ ମାନଙ୍କୁ କହିବି। ଯେଉଁ ଉପାୟ କରିବା ଦ୍ୱାରା ଯେଉଁ ମାନଙ୍କର ବିବାହ କ୍ଷେତ୍ରରେ ଅସୁବିଧା ଆସୁଥିବ ତାହା ସମାଧାନ ହୋଇଯିବ। ଯେଉଁ ମାନଙ୍କର ଦାମ୍ପତ୍ୟ ଜୀବନରେ ବାଧା ଆସୁଥିବ ତାହା ମଧ୍ୟ ଠିକ୍ ହୋଇଯିବ। ଯଦି ବାରମ୍ବାର ଆକସ୍ମିକ ଦୁର୍ଘଟଣା ହୋଉଥାଏ ତାହା ମଧ୍ୟ ଠିକ୍ ହୋଇଯିବ।

ଯଦି ଆପଣ କୌଣସି ଭୂସମ୍ପଦ କିଣିବାକୁ ଚାହୁଛନ୍ତି, ସମସ୍ୟା ଆସି ପହଞ୍ଚୁଛି, ଜମି କିଣିପାରୁ ନାହାନ୍ତି ତାହା ମଧ୍ୟ ଠିକ୍ ହୋଇଯିବ। ଯଦି ଆପଣଙ୍କ ସମ୍ପତ୍ତି ବିକିବାର ଅଛି ତାହା ମଧ୍ୟ ଏହି ଉପାୟ କରିବା ଦ୍ୱାରା ଠିକ୍ ହୋଇଯିଡ। ଗୋଟିଏ ଉପାୟ ଆପଣଙ୍କୁ ବହୁତ ସାରା ଫାଇଦା ଦେବ। ଆପଣଙ୍କର ଯଦି ଧନ ଜନିତ ସମସ୍ୟା ଅଛି ତାହା ମଧ୍ୟ ଦୂର ହୋଇଯିବ।

ଶାସ୍ତ୍ର କୁହନ୍ତି ସଂସାରରେ ସାତ ଜଣ ଚିରଞ୍ଜିବୀ ଅଛନ୍ତି। ସେହି ସାତ ଜଣଙ୍କ ମଧ୍ୟରୁ ବୀର ବଜରଙ୍ଗବାଲୀ ଅନ୍ୟତମ ଅଟନ୍ତି। ବାଇପୁରାଣ ସୁନ୍ଦର ଭାବରେ କୁହନ୍ତି ଭଗବାନ ହନୁମାନଙ୍କର ଏକ ଅବତାର ହେଉଛନ୍ତି ବୀର ବଜରଙ୍ଗବାଲୀ।ସେହି ସମାନ କଥା ସ୍କନ୍ଦ ପୁରାଣରେ ମଧ୍ୟ ବର୍ଣ୍ଣିତ ଅଛି।

ଶାସ୍ତ୍ର କହିଲେ ଭଗବାନ ଶିବଙ୍କର ଏକାଦଶ ଅବତାର ହେଉଛି ବୀର ବଜରଙ୍ଗବାଲୀ। ତେଣୁ ହନୁମାନ ହେଉଛନ୍ତି ଶଙ୍କଟ ମୋଚନ। ହନୁମାନ ଚାଳିଶା ରେ ସୁନ୍ଦର ଭାବରେ ଲେଖାଅଛି ଭୂତ ପିସାଚ ନିକଟ ନହିଁ ଆମେ, ମହାବୀର ଜବ ନାମ ସୁନାୱେ। ଯଦି ଘରେ ତନ୍ତ୍ର କ୍ରିୟା ହୋଇଥାଏ ତାହେଲେ ଏହି ଉପାୟ ଆପଣ ନିଶ୍ଚୟ କରନ୍ତୁ। ଯଦି ଆପଣଙ୍କ ଘରେ କଳାଯାଦୁ ଘରେ କରୁଅଛି ତାହେଲେ ଆଜି ଯେଉଁ ଉପାୟ କହିବୁ ଆପଣମାନେ ଯଦି କରୁଛନ୍ତି ତାହା ମଧ୍ୟ ଦୂର ହୋଇପାରିବ।

ଆସନ୍ତା ମାସ ବୈଶାଖ ମାସ ଶୁକ୍ଳପକ୍ଷ ନବମୀ ତିଥି ଶୁକ୍ରବାର ଅର୍ଥାତ୍ ମହାବିଷୁବ ପଣା ସଂକ୍ରାନ୍ତି ପଡ଼ୁଅଛି। ଏପ୍ରିଲ ୧୪ ତାରିଖରେ ପଣା ସଂକ୍ରାନ୍ତି ଦିନ ଏହି ଉପାୟ ଆପଣ କରିବେ। ଏହି ଦିନ ସ୍ନାନ ଆଦି କର୍ମ ପରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ। ତାପରେ ଘରେ ଥିବା ସମସ୍ତ ଭଗବାନଙ୍କୁ ପୂଜା କରନ୍ତୁ। ଗୋଟିଏ ପାତ୍ରରେ ଶୁଦ୍ଧ ଜଳ ସହିତ ମିଶ୍ରି ପକାଇ ମିଠା ଜଳ ପ୍ରସ୍ତୁତ କରି ନିଅନ୍ତୁ। ଗୋଟିଏ ମାଟି ତେଲରେ ରାଶି ତେଲ ଦେଇ ଲାଲ କଲରର ସଳିତା ସେହି ଦିପରେ ଆପଣ ପକାନ୍ତୁ।

ସେହି ଜଳପୂର୍ଣ୍ଣ ପାତ୍ର ଏବଂ ଦୀପକୁ ନେଇ ଅଶ୍ୱତଥ୍ ଗଛ ତଳେ ବସନ୍ତୁ। ପ୍ରଥମେ ପ୍ରଣାମ କରି ସେହି ମିଠା ପାଣିକୁ ଗଛ ମୂଳରେ ସମର୍ପିତ କରନ୍ତୁ। ତାପରେ ଦୀପ ପ୍ରଜ୍ଜ୍ଵଳନ କରି ସାରିବା ପରେ ବୃକ୍ଷ ଚାରିପଟେ ସାତ ଥର ପରିକ୍ରମା କରନ୍ତୁ। ଆଉ ତାପରେ ପ୍ରଣାମ କରି ସେହି ଗଛରୁ ୧୧ଟି ପତ୍ର ନେବେ। ସେହି ପତ୍ରକୁ ଗଙ୍ଗା ଜଳରେ ଧୋଇ ରକ୍ତ ଚନ୍ଦନ ଲଗାଇ ରାମବଳୀ ଲେଖିବେ। ସେହି ପତ୍ରକୁ ମାଳ କରି ବଜରଙ୍ଗବାଲୀଙ୍କ ମନ୍ଦିରରେ ଅର୍ପଣ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment