ପସନ୍ଦ କରନ୍ତୁ ଗୋଟିଏ ନମ୍ବର – ଜାଣନ୍ତୁ କିଛି ଗୁପ୍ତ କଥା…

ବନ୍ଧୁ ମାନେ ଆମେ ଆଜି ଆପଣଂକୁ 6 ଟି ସଂଖ୍ୟା କହିବୁ , ଆପଣ ସେହି 6 ଟି ସଂଖ୍ୟା ମଧ୍ୟ ରୁ ଗୋଟିଏ ସଂଖ୍ୟା ବାଛିବେ , ବାଛି ସାରିବା ପରେ ଆମେ କହିବୁ ଆପଣଙ୍କ ଜୀବନ ବିଷୟରେ । ତେବେ ବନ୍ଧୁ ମାନେ ଏହି 6 ଟି ଅକ୍ଷର ମଧ୍ୟ ରୁ କେଉଁ ଅକ୍ଷର ଟି ଆପଣଂକୁ ଆକର୍ଷିତ କରୁଛି । ସେହି ସେହି ଅକ୍ଷର ଟି ନିଜ ମନ ଭିତରେ ରଖନ୍ତୁ , ଆମେ କହିବୁ ଆପଣଙ୍କ ଜୀବନର କିଛି ମୁହୂର୍ତ୍ତ ବିଷୟରେ । ତେବେ ବନ୍ଧୁ ମାନେ ଏହି 6 ଟି ଅକ୍ଷର ମା ମଙ୍ଗଳା ଙ୍କ କୃପାରୁ ଆସିଛି ।

ଅର୍ଥାତ ଗୋଟିଏ ପୁରୁଣା ଗ୍ରନ୍ଥ ରେ ଏହି 6 ଟି ଅକ୍ଷର ବିଷୟରେ କିଛି ଲେଖା ହୋଇ ଥିଲା ଯାହା ଆଜି ଆମେ ଆପଣଂକୁ ଜଣାଇବୁ । ପ୍ରଥମେ ଆପଣ ଏହି 6 ଟି ଅକ୍ଷର ମଧ୍ୟରୁ ଗୋଟିଏ ଅକ୍ଷର କୁ ବାଛି ନିଅନ୍ତୁ ।

1, ପ୍ରଥମେ ଜାଣିବା ଯେଉଁ ବ୍ୟକ୍ତି ମାନେ 1 ବାଛି ଛନ୍ତି । ଏକ ବାଛି ଥିବା ଲୋକ ବହୁତ ସ୍ୱାଭିମାନ ଅଟନ୍ତି । ସେହି ବ୍ୟକ୍ତି ସବୁବେଳେ ନିଜ ସ୍ୱାଭିମାନ କୁ ବଜାୟ ରଖି ଥାନ୍ତି । କେବେ କାହାରି ସାଙ୍ଗରେ ଲାଗନ୍ତି ନାହିଁ ।
2, ଦ୍ଵିତୀୟରେ ଜାଣିବା ଦୁଇ ବାଛି ଥିବା ବ୍ୟକ୍ତି ବହୁତ ନିରୀହ ଅଟନ୍ତି । ଏହି ଅକ୍ଷର ବାଛି ଥିବା ବ୍ୟକ୍ତି ଜିବନରେ ବହୁତ ଉନ୍ନତି କରିବେ । କାରଣ ଏମାନେ ସବୁବେଳେ ନିଜ କଥା ଭାବି ଥାନ୍ତି ।
3, ତୃତୀୟ ରେ ଜାଣିବା ତିନି ଅକ୍ଷର ବାଛି ଥିବା ବ୍ୟକ୍ତି । ଏହି ପ୍ରକାର ବ୍ୟକ୍ତି ଙ୍କୁ କେହି ଚିହିଁ ପାରନ୍ତି । ଏମାନଙ୍କୁ ସବୁବେଳେ ସମସ୍ତେ ଦୁଃଖ ଦେଇ ଥାନ୍ତି । କିଛି ଭୁଲ ନ ଥାଇ ମଧ୍ୟ ଏମାନଙ୍କୁ ସବୁ ଦୁଃଖ ଦେଇ ଥାନ୍ତି ।4, ଚତୁର୍ଥ ରେ ଜାଣିବା ଚାରି ଅକ୍ଷର ବିଷୟରେ । ଯେଉଁ ବ୍ୟକ୍ତି ମାନେ 4 ଅକ୍ଷର ବାଛି ଛନ୍ତି ତାଙ୍କ ଉପରେ ମା ସବୁ ବେଳେ କୃପା କରନ୍ତି । ଯାହା ଫୋଳରେ ଏହି ବ୍ୟକ୍ତି ମାନେ ଆଗକୁ ବହୁତ ଧନୀ ହେବାକୁ ଯାଉ ଛନ୍ତି ।
5, ପଞ୍ଚମ ରେ ଜାଣିବା 5 ଅକ୍ଷର ବାଛି ଥିବା ବ୍ୟକ୍ତି । ଏହି ପ୍ରକାର ବ୍ୟକ୍ତି ସବୁବେଳେ ପ୍ରେମ ରେ ଧକା ଖାଇ ଥାନ୍ତି । ତେବେ ଏହି ପ୍ରକାର ବ୍ୟକ୍ତି ବହୁତ ନିରୀହ ଅଟନ୍ତି । ତେବେ ମା ମଙ୍ଗଳା ଙ୍କ କୃପା ଏହି ବ୍ୟକ୍ତି ବହୁତ ଧନୀ ହେବାକୁ ଯାଉ ଛନ୍ତି ।
6, ଷଷ୍ଠ ରେ ଜାଣିବା 6 ଅକ୍ଷର ବାଛି ଥିବା ଲୋକ ସବୁ ବେଳେ ଖୁସିରେ ରୁହନ୍ତି । ଯେତେ ଦୁଃଖ ଥିଲେଅଧ୍ୟ ଏମାନେ ବହୁତ ଖୁସିରେ ରହି ଥାନ୍ତି । ଏମାନଙ୍କ ଜୀବନ ରେ ବହୁତ ଦୁଃଖ ଲେଖା ଅଛି । ତେବେ ବନ୍ଧୁ ମାନେ ଏହା ଥିଲା ସେହି 6 ଟି ଅକ୍ଷର ଯେଉଁ ଥିଲେ ଲେଖା ଥିବା ନିଜ ଜୀବନ ବାବଦରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment