ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ।ତେବେ ବେଳେ ବେଳେ ଯାତ୍ରା ଜଗତର ଏଭଳି କିଛି ସିନ ଭାଇରାଲ ହେବାକୁ ଲାଗିଥାଏ ଯାହାକୁ ଦେଖିଲେ ଆମେ ମାନେ ସେହି ଯାତ୍ରା ର ଅଭିନୟ ଭିତରେ ବୁଡ଼ି ଯାଇଥାଉ । ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ଯାତ୍ରା ଜଗତର ଏକ ମନୋଛୁଆଁ ଇମୋସନାଲ ସିନ ଟି ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି ଆଉ ଯେଉଁ ଭାଇରାଲ ଭିଡ଼ିଓ କୁ ଆପଣ ମାନେ ମଧ୍ୟ ଦେଖିଲେ ଆଖିରେ ଲୁହ ଆସିଯିବ ବୋଲି କୁହାଯାଉଛି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।
ତେବେ ଆପଣ ମାନେ ଯାତ୍ରା ଜଗତର ଅନେକ ମନୋଛୁଆଁ ଭିଡ଼ିଓ ମାନ ଦେଖିବାକୁ ପାଉଥିବେ । ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆପଣ ମାନଙ୍କର ସାମ୍ନା କୁ ଆସିଥାଏ ଯାହା କୁ ଦେଖିଲେ ଆପଣ ମାନେ ମଧ୍ୟ ଇମୋସନାଲ ହୋଇ ଯାଇଥାନ୍ତି ବୋଲି କୁହାଯାଏ ।
ଆଉ ଅଭିନୟ ରେ କିଛି ଏମିତି ଯାଦୁ ରହିଛି ଯାହା କେତେବେଳେ ଦର୍ଶକ ମାନଙ୍କୁ ସେମାନଙ୍କର ଅଭିନୟ ର ଯାଦୁ ରେ ହସାଇ ଥାଏ ଟି ଆଉ କେତେବେଳେ କନ୍ଦାଇ ମଧ୍ୟ ଥାଏ । ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଯାତ୍ରା ଜଗତର ଏକ ରେପ୍ ସିନ ଟି।ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟି ହେଉଛି ତୁଳସୀ ଗଣନାଟ୍ୟ ର ଏକ ମନୋଛୁଆଁ ଭିଡ଼ିଓ ଟିଏ । ଆଉ ଯେଉଁ ଭିଡ଼ିଓ ରେ ଯାତ୍ରା ଅଧ ରାତିର ସାଥି ର ଏକ ଯାତ୍ରା ସିନ ଟି ଦେଖିବାକୁ ମିଳିଛି ।
ଆଉ ସେହି ଯାତ୍ରା ର ରେପ୍ ସିନରେ ତାଙ୍କର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ପିୟୁଷ ଏବଂ ସୋନାଲି ବୋଲି କୁହାଯାଉଛି ।ଆଉ କେଉଁ ଭଳି ଭାବରେ ପିୟୁଷ ସୋନାଲି ଙ୍କୁ ରେପ୍ କରିବା ପାଇଁ ଉଦ୍ୟମ କରିବାକୁ ଯାଉଛନ୍ତି ତାହା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି ।
ତେବେ ସୋନାଲିଙ୍କ ଘରେ କେହି ନଥିବା ସମୟରେ ପିୟୁଷ ତାଙ୍କ ଘରେ ପଶି ସୋନାଲିଙ୍କୁ ବୁଝାଉଛି କି ସେ ତାଙ୍କୁ ବହୁତ ଭଲ ପାଏ। କିନ୍ତୁ ସୋନାଲି ତାଙ୍କୁ ଭଲ ପାଏ ନାହିଁ ବୋଲି କହୁଛି। ଆଉ ସେହି ସମୟରେ ପିୟୁଷ ସୋନାଲିଙ୍କୁ ରେପ୍ କରିବା ପାଇଁ ଉଦ୍ୟମ କରୁଛି। ଯାହାକୁ ଦର୍ଶକ ଦେଖି ବହୁତ ପସନ୍ଦ କରିଛନ୍ତି। ଆଉ ଆପଣମାନେ ସମସ୍ତେ ଜାଣିଥିବେ ପିୟୁଷ ଏକ ଭଲ ଖଳନାୟକ ଭୂମିକାରେ ଅଭିନୟ କରନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।