ଦେଖନ୍ତୁ live ଭିଡିଓ ! ସ୍ବାମୀ ଙ୍କ ମୃତ୍ୟୁପରେ ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ ପ୍ରତିଭା ହସ୍ପିଟାଲରେ ଆଡମିଟ୍…ଏହି ଭିଡିଓ ଦେଖିଲେ ଆପଣ ବି ଲୁହ ଝରିପକାଇବେ…

କାଲି ବିକଳ ହୋଇ କାନ୍ଦୁ ଥିଲେ ଆଉ ଆଜି ସେ ମେଡିକାଲ ରେ ଆଡ଼ମିଟ ହୋଇଛନ୍ତି ଆମେ କହୁଛୁ ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ପ୍ରତିଭା ଙ୍କ କଥା ଯିଏ କି ଏବେ ଏବେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି | ତେବେ ପିଣ୍ଟୁ ନନ୍ଦ ସ୍ତ୍ରୀ ଙ୍କର କଣ ହୋଇଛି ଆଉ କାହିଁକି ସେ ହଠାତ ମେଡିକାଲ ରେ ଭର୍ତ୍ତି ହେଲେ ଆସନ୍ତୁ ସେହି ସମ୍ପର୍କ ରେ ଜାଣିବା | ତେବେ ଗତ କାଲି ପିଣ୍ଟୁ ନନ୍ଦ ଙ୍କର ମର ଶରୀର କୁ ସ୍ୱର୍ଗଦ୍ୱାର ରେ ଦାହ କରା ଯାଇଛି ଆଉ ଏହି ସମୟ ରେ ପିଣ୍ଟୁ ନନ୍ଦ ଙ୍କର ସ୍ତ୍ରୀ ଓ ପୁଅ ମାନଙ୍କୁ ଦେଖିବା ପାଇଁ ମିଳି ଥିଲା |

ଯେଉଁଥିରେ ଏହା ମଧ୍ୟ ଦେଖିବା ପାଇଁ ମିଳି ଥିଲା କି ପିଣ୍ଟୁ ନନ୍ଦ ଙ୍କର ଲୁହ ଆଉ କଣ୍ଟ୍ରୋଲ ରେ ରହୁ ନଥିଲା ଆଉ ସେ ଛାତି ବାଡେଇ ବାଡେଇ କାନ୍ଦୁ ଥିଲେ ଆଉ କହୁ ଥିଲେ କି ମତେ ବି କେହି ତାଙ୍କ ସାଙ୍ଗରେ ନେଇ ଯାଅ | ସାତ ଜନ୍ମ ର ସାଥି ହେବା ପାଇଁ କଥା ଦେଇ ଥିବା ବେଳେ ଗୋଟେ ଜନ୍ମ ରେ ସେ କେମିତି କଣ ଛାଡ଼ି ଚାଲି ଗଲେ ବୋଲି କାନ୍ଦି କାନ୍ଦି କହି ଥିଲେ |

ସ୍ତ୍ରୀ ଙ୍କର ଆକୁଳ ନିବେଦନ ସମସ୍ତ ଙ୍କୁ ମର୍ମାହତ କରି ଦେଇ ଥିଲା ଆଉ ସମସ୍ତ ଙ୍କ ଆଖିରେ ଲୁହ ଆଣି ଦେଇ ଥିଲା | ତେବେ ସ୍ତ୍ରୀ ହୁଏତ ନିଜ ସ୍ୱାମୀ ଙ୍କୁ ଝୁରି ଝୁରି ତାଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିବ ଆଉ ସେଥିପାଇଁ ସେ ହସ୍ପିଟାଲ ଯାଇଛନ୍ତି ବୋଲି କୁହା ଯାଇଛି |

ସୂଚନା ଅନୁଯାଇ ପିଣ୍ଟୁ ନନ୍ଦ ଙ୍କୁ ଝୁରି ଝୁରି କାଲି ତାଙ୍କ ସ୍ତ୍ରୀ ବେହୋସ ହୋଇ ପଡ଼ି ଥିଲେ ଯାହାକି ଜଣା ପଡ଼ି ଥିଲା ଆଉ ପରେ ପରେ ତାଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି | ତେବେ କଣ୍ଡିସନ ଏତେ ଟା କ୍ରିଟିକାଲ ନଥିଲେ ମଧ୍ୟ ତାଙ୍କ କଣ୍ଡିସନ ନର୍ମାଲ ରହିଛି ବୋଲି କୁହା ଯାଇଛି ଯାହା ଫଳରେ କି ତାଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି |

 

ଆଉ ତାଙ୍କର ଟ୍ରିଟମେଣ୍ଟ ବର୍ତ୍ତମାନ ଚାଲିଛି ଆଉ ତାଙ୍କର ଏନର୍ଜି ପାଇଁ ଗ୍ଲୁକୋଜ ସାଲାଇନ ଦ୍ୱାରା ଛଡ଼ା ଯାଉଛି ବୋଲି କୁହା ଯାଉଛି | ତେବେ ଖୁବ ଶୀଘ୍ର ପିଣ୍ଟୁ ନନ୍ଦ ଙ୍କର ସ୍ତ୍ରୀ ସୁସ୍ଥ ହୋଇ ଫେରି ଆସିବେ ବୋଲି ଆଶା ରହିଛି | ଆମେ କେବଳ ଭଗବାନ ଙ୍କ ନିକଟରେ ଏତିକି ପ୍ରାର୍ଥନା କରିବା କି ପିଣ୍ଟୁ ନନ୍ଦ ଙ୍କର ଅମର ଆତ୍ମା ର ସଦଗତି ହେଉ ଏବଂ ତାଙ୍କ ପରିବାର ରେ ଭଗବାନ ଙ୍କ କୃପା ରହୁ |

Leave a Comment