ଆପଣ ତ ଜାଣିଛନ୍ତି ବର୍ତ୍ତମାନ ଅଭିନେତା ପିଣ୍ଟୁ ନନ୍ଦ ଲିଭର ଜନିତ ସମସ୍ୟା ରେ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି | ହସ୍ପିଟାଲ ରୁ ଏବେ ଡାକ୍ତର ବଡ଼ ସୂଚନା ଦେଇଛନ୍ତି ଆଉ ପିଣ୍ଟୁ ନନ୍ଦ ଙ୍କର ପରିସ୍ରା ହେଉ ନାହିଁ ଏବଂ ତାଙ୍କ ପେଟ ଆସ୍ତେ ଆସ୍ତେ ଫୁଲିବାରେ ଲାଗିଛି ଯାହାକି ଏମିତି କିଛି ସୂଚନା ଏବେ ହସ୍ପିଟାଲ ରୁ ଡାକ୍ତର ଦେଇଛନ୍ତି | ତେବେ ଗତ ସନ୍ଧ୍ୟା ରେ ପିଣ୍ଟୁ ନନ୍ଦ ଙ୍କୁ ଡିସ୍ଚାର୍ଜ କରାଯାଇ ଥିଲେ ମଧ୍ୟ ପୁଣି ହସ୍ପିଟାଲ ରେ ଭର୍ତ୍ତି କରାଯାଇ ଥିଲା ଏବଂ ତାଙ୍କୁ ପଟିଆ ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରାଯାଇ ଥିଲା |
ପଟିଆ ସ୍ଥିତ ଘରୋଇ ହସ୍ପିଟାଲ ରେ ଏବେ ସେ ଚିକିତ୍ସାଧୀନ ଅବସ୍ଥା ରେ ଅଛନ୍ତି ଏବଂ ପିଣ୍ଟୁ ନନ୍ଦ ଙ୍କୁ କିଏ ଯକୃତ ଦେବ ସେ କଥା ମଧ୍ୟ ଖୋଜା ଚାଲିଛି ଆଉ ଏପଟେ ପିଣ୍ଟୁ ନନ୍ଦ ଙ୍କ ପାଇଁ ପଇସା ମଧ୍ୟ ଯୋଗାଡ଼ ହେବାରେ ଲାଗିଛି | ତେବେ ଏହାରି ମଧ୍ୟରେ ହସ୍ପିଟାଲ ରୁ ଏକ ବଡ଼ ଖବର ଆସି ପହଞ୍ଚିଛି ପିଣ୍ଟୁ ନନ୍ଦ ଙ୍କ ପେଟ ଆସ୍ତେ ଆସ୍ତେ ଫୁଲିବାରେ ଲାଗିଛି ଆଉ ତାଙ୍କର ପରିସ୍ରା ହେଉ ନାହିଁ ବୋଲି ଯାହା ଶୁଣିବା ପାଇଁ ମିଳୁଛି | ତେବେ ପିଣ୍ଟୁ ନନ୍ଦ ଏବେ ହସ୍ପିଟାଲ ରେ ବହୁତ କଷ୍ଟ ପାଇବା ସହିତ ବାଡେଇ ଛାଟି ହେଉଛନ୍ତି ବୋଲି ଯାହା ଡାକ୍ତର କହିଛନ୍ତି |
ଏହି କଥା ଶୁଣିବା ପରେ ପିଣ୍ଟୁ ନନ୍ଦ ପୁରାପୁରି ଭାଙ୍ଗି ପଡିଛନ୍ତି ଏବଂ ହସ୍ପିଟାଲ ରେ କାନ୍ଦ ବୋବାଳି ପଡ଼ି ଥିବାର ଯାହା ସୂଚନା ମିଳିଛି | ତେବେ ପିଣ୍ଟୁ ନନ୍ଦ ଙ୍କ ଅବସ୍ଥା ଏବେ ସଂକଟାପନ୍ନ ହେବାରେ ଲାଗିଛି ଏବଂ ଆପଣ ଭଗବାନ ଙ୍କୁ ଡାକନ୍ତୁ କି ପିଣ୍ଟୁ ନନ୍ଦ ଙ୍କୁ ଯକୃତ ଦେବା ଲୋକ ଟି ମିଳି ଯାଉ |
ଆଉ ଆପଣ ମାନଙ୍କ ସାହାଯ୍ୟ ରେ ଯେମିତି ପିଣ୍ଟୁ ନନ୍ଦ ଭଲ ହୋଇ ଯାଆନ୍ତୁ ଏବଂ ସେ ପୁଣି ଓଲିଓଡ଼ ଇଣ୍ଡଷ୍ଟ୍ରି କୁ ଫେରି ଆସନ୍ତୁ ଆଉ ଆପଣ ଙ୍କର ଛୋଟିଆ ସାହାଯ୍ୟ ହିଁ ଜଣେ ମଣିଷ ର ଜୀଵନ କୁ ବଞ୍ଚାଇ ଦେଇ ପାରିବ | ଯେମିତି ବୁନ୍ଦା ବୁନ୍ଦା ପାଣିରେ ସମୁଦ୍ର ହୋଇ ଯିବ ସେମିତି ଟଙ୍କା ଟଙ୍କାଟେ ରେ 50 ଲକ୍ଷ ମଧ୍ୟ ପୂରଣ ହୋଇ ଯାଇ ପାରେ |
ତେବେ ଆପଣ ମାନଙ୍କ ସାହାଯ୍ୟ ହିଁ ପିଣ୍ଟୁ ନନ୍ଦ ଙ୍କୁ ଏକ ନୂଆ ଜୀଵନ ଦେବ | ଆଉ ଆପଣ ସାହାଯ୍ୟ କରିବାକୁ ଚାହୁଁ ଥିଲେ ଦିଆ ଯାଇଥିବା ଏହି ଗୁଗୁଲ ପେ ନମ୍ବର ସାହାଯ୍ୟ କରନ୍ତୁ | ଏହି ନମ୍ବର ଟି ହେଉଛି, ଅଭିରାମ ନନ୍ଦ ଆଉ ବ୍ୟାଙ୍କ ଆକାଉଣ୍ଟ ନମ୍ବର ହେଉଛି 0614010065447, IFSC code ହେଉଛି PUNB0061420 ଏବଂ ଗୁଗୁଲ ପେ ନମ୍ବର ହେଉଛି 9861131854 |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।