ଦେଖନ୍ତୁ SOCKING ଭିଡ଼ିଓ : ଦିଲ୍ଲୀର ଏକ ବେସରକାରୀ ହସପିଟାଲରେ ଚିକିତ୍ସିତ ହେଉଥିବା ପିଣ୍ଟୁଙ୍କୁ ହାଇଦ୍ରାବାଦ୍ କିମ୍ବା ଚେନ୍ନାଇ ସ୍ଥାନାନ୍ତର ,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ଦେଖନ୍ତୁ ଏହି VIRAL ଭିଡ଼ିଓ ଟିକୁ

ଅଭିନେତା ପିଣ୍ଟୁ ନନ୍ଦଙ୍କୁ ନେଇ ବର୍ତ୍ତମାନ ଏକ ବଡ଼ କଥା ସମ୍ନାକୁ ଆସୁଚି। ଯାହାକୁ ଆପଣ ପିଣ୍ଟୁ ଭାବରେ ଜାଣନ୍ତି। ଯିଏକି ଅନେକ ଚଳଚ୍ଚିତ୍ର ଓ ଧାରାବାହିକରେ ନିଜର ଅଭିନୟ ଦେଖାଇ ଥିଲେ ସେ ଆଜି ଲିଭର ଜନିତ ସମସ୍ୟାରେ ପୀଡ଼ିତ ଅଛନ୍ତି। ଓଡ଼ିଆ ଅଭିନୟର ଜଣା ଶୁଣା ଅଭିନେତା ହେଉଛନ୍ତି ପିଣ୍ଟୁ ନନ୍ଦ। ଯାହାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଅସୁବିଧାରେ ଥିବା ସୂଚନା ଆସୁଚି।

ସେ ବର୍ତ୍ତମାନ ଲିଭର ସିରୋସିସ ରୋଗରେ ପୀଡିତ ଅଛନ୍ତି।ତାଙ୍କର ଅବସ୍ଥା ଅଧିକ ଖରାପ ହୋଇ ଯାଇଚି ଆଉ ତାଙ୍କୁ ଉଚ୍ଚସ୍ତରୀୟ ଚିକିତ୍ସା ମଧ୍ୟ ଆବଶ୍ୟକ। ବର୍ତ୍ତମାନ ଭୁବନେଶ୍ୱରରେ ତାଙ୍କର ଚିକିତ୍ସା ଚାଲି ଥିବା ବେଳେ ତାଙ୍କୁ ଦିଲ୍ଲୀ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ


ସେହି ଅନୁସାରେ ତାଙ୍କର ସ୍ବାସ୍ଥ୍ୟ ମଧ୍ୟ ବିଗିଡି ଯାଉଚି।ତାଙ୍କର ଚିକିତ୍ସା ପାଇଁ ବର୍ତ୍ତମାନ ଯେତିକି ଟଙ୍କା ଦରକାର ତାହା ମଧ୍ୟ ଯୋଗାଡ଼ ହୋଇପାରି ନାହିଁ। ଯାହା ତାଙ୍କର ସାମର୍ଥ୍ୟ ବାହାରେ ଅନ୍ୟ ପକ୍ଷରେ ସୋସିଆଲ ମିଡିଆରେ ଅର୍ଥ ସଂଗ୍ରହ ଆରମ୍ଭ ହୋଇ ସାରିଲାଣି।

ସେ ଦିଲ୍ଲୀ ଯାଇ ଚିକିତ୍ସିତ ହେବେ ତାଙ୍କର ଆରୋଗ୍ୟ କାମନା କରିବା ସହିତ ଆର୍ଥିକ ସହାୟତା କରିବା ପାଇଁ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଥିଲା। ଆଉ ଏହି ସମୟରେ ତାଙ୍କୁ ସହାୟତାର ହାତ ବଢ଼ାଉ ଅଛନ୍ତି ଅନେକ ସହୃଦୟ ବ୍ୟକ୍ତି।ଆଉ ଏବେ ଖବର ଆସୁଛି କି ପିଣ୍ଟୁ ନନ୍ଦଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ପାରୁ ନାହିଁ ଦିଲ୍ଲୀ ଏଥିପାଇଁ ଏବେ କୁଆଡେ଼ ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ।

ହଁ ଆଜ୍ଞା ବର୍ତ୍ତମାନ ସମୟରେ ପିଣ୍ଟୁ ନନ୍ଦ ଙ୍କୁ ନେଇ ଏପରି ଏକ ବଡ ଖବର ସାମ୍ନା କୁ ଆସୁଛି। ଆଉ ସବୁଠୁ ବଡ କଥା ହେଉଛି ଦିଲ୍ଲୀ ର ଏକ ବେସରକାରୀ ହସ୍ପିଟାଲ୍ ରେ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ଚାଲିଛି। ଆଉ ଠିକ୍ ଏତିକି ବେଳେ ପିଣ୍ଟୁ ନନ୍ଦ ଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ପଡିଛି।

ଆଉ ତାଙ୍କର ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି।ଲିଭର ସୋରାସିସ ରୋଗରେ ପୀଡିତ ଥିବାରୁ ପିଣ୍ଟୁ ନନ୍ଦଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଡୋନର ମିଳି ନାହାଁନ୍ତି। ଏହା ସହ ଅପରେସନ ପାଇଁ ଯେତକ ଟଙ୍କା ଦରକାର୍ ତାହା ମଧ୍ୟ ପିଣ୍ଟୁ ଙ୍କ ପାଖରେ ନାହିଁ। ତେବେ ଯେତେ ବେଳେ ପିଣ୍ଟୁ ନନ୍ଦ ଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି ଠିକ୍ ସେତେ ବେଳେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି।

 

Leave a Comment