ପୋଲିସକୁ ବିଚ ରାସ୍ତାରେ ଗୋଡ଼ାଇଲେ ମା ଝିଅ, ଭୟରେ ଦୌଡ଼ିଲା ପୋଲିସ ବାବୁ |

ବିଚ ରାସ୍ତା ରେ ହେଉଛନ୍ତି ଗୋଡ଼ା ଗୋଡି ଯାହାକି ବିଚ ରାସ୍ତା ରେ ମା ଝିଅ ପୋଲିସ ବାବୁ କୁ ଗୋଡ଼ାଇଲେ ଆଉ ଏମିତି ଗୋଡ଼ାଇଲେ ଯେ ପୋଲିସ ବାବୁ ଜଣଙ୍କ ପୁରା ଛନିଆ | ଆଉ ଏହି ମା ଝିଅ ପୋଲିସ ବାବୁ ଙ୍କର ପିଛା ବିଲକୁଲ ବି ଛାଡିଲେ ନାହିଁ, ଗାଡ଼ି ର ହନ ମାରି ପିସିଆର ଗାଡ଼ି ପଛରେ ପଛରେ ଗୋଡାଉଛନ୍ତି | ହାତେ କି ଦୁଇ ହାତେ ନୁହେଁ ବେଳେ ଗୋଟେ କିଲୋମିଟର ପର୍ଯ୍ୟନ୍ତ ବିଚ ରାସ୍ତା ରେ ପୋଲିସ ବାବୁ ଙ୍କୁ ଗୋଡ଼ାଇ ଗୋଡ଼ାଇ ନାକେଦମ କରି ଦେଇଛନ୍ତି |

ଆପଣ ଅନେକ ଭିଡ଼ିଓ ରେ ଦେଖି ଥିବେ କି ପୋଲିସ ହିଁ କେଁଉ ବ୍ୟକ୍ତି ଙ୍କୁ ରାସ୍ତା ରେ ଗୋଡ଼ାଇ ଥାଏ କିନ୍ତୁ ଏଠାରେ ଯେଉଁ ଦୃଶ୍ୟ ଦେଖିବା ପାଇଁ ମିଳିଛି ସେଠାରେ ମା ଓ ଝିଅ ମିଶିକି ବିଚ ରାସ୍ତା ରେ ପୋଲିସ ବାବୁ ଜଣଙ୍କୁ ଗୋଡ଼ାଇବାରେ ଲାଗିଛନ୍ତି |


ତେବେ ଏମିତି ଗୋଡ଼ାଇବା ପଛରେ ଏକ ବିରାଟ କାରଣ ମଧ୍ୟ ରହିଛି, ଆପଣ ତ ଜାଣି ଥିବେ ଏବେ ସବୁଆଡେ ଚେକିଂ ଚାଲିଛି ଆଉ ଯଦି କିଛି ନିୟମ କାନୁନ କିଏ ଭାଙ୍ଗିଲା ତେବେ ପୋଲିସ ବାବୁ ଆଉ କିଛି ଶୁଣୁ ନାହାଁନ୍ତି ଫାଇନ ପରେ ଫାଇନ କାଟୁଛନ୍ତି ଆଉ ଏହି ନିୟମ ସମସ୍ତଙ୍କ ପାଇଁ ଅଟେ |

 କିନ୍ତୁ ନିଜେ ପୋଲିସ ବାବୁ କଣ ଏହି ନିୟମ କୁ ଜାଣି ନାହାଁନ୍ତି କି ସେଥିପାଇଁ ବିନା ହେଲମେଟ ରେ ପିସିଆର ଗାଡ଼ି ବାହାରି ପଡ଼ିଛନ୍ତି ଯାହାକି ଏହା ତାଙ୍କର ବଡ଼ ଭୁଲ ହୋଇଛି | ଆଉ ଏହି ପିସିଆର ରେ ଯାଉଥିବା ପୋଲିସ ବାବୁ ଙ୍କର ବେଳା ପୁରା ଖରାପ କାରଣ ତାଙ୍କ ହାବୁଡ଼ରେ ଏକ ମା ଝିଅ ପଡ଼ି ଯାଇଛନ୍ତି | ରାସ୍ତା ପୁରା ଗହଳି କିନ୍ତୁ ସେହି ରାସ୍ତା ରେ ଏପଟ ସେପଟ କାଟିକୁଟି ମା ଝିଅ ପୋଲିସ ବାବୁ ଙ୍କୁ ଗୋଡ଼ାଇବାରେ ଲାଗିଛନ୍ତି |

ଆଉ ଗୋଡ଼ାଇ ଗୋଡ଼ାଇ ପଚାରୁଛନ୍ତି କି ତମେ ହେଲମେଟ କୁଆଡେ ଗଲା କାହିଁକି ପିନ୍ଧିନ କଣ ଘରେ ଛାଡ଼ି ଦେଇକି ଆସିଛ କି ଏମିତି ପ୍ରଶ୍ନ ରାସ୍ତା ରେ ଚିତ୍କାର କରି ପଚାରୁଛନ୍ତି | ଲୋକେ ଯେତେ ବେଳେ ହେଲମେଟ ନ ପିନ୍ଧନ୍ତି ସେତେ ବେଳେ ପୋଲିସ ବାବୁ କିଛି ନ ଶୁଣି ଚାଲାଣ କାଟି ଦିଅନ୍ତି ଆଉ ଯେତେ ବେଳେ ଆଜି ନିଜେ ପୋଲିସ ବାବୁ ହିଁ ହେଲମେଟ ପିନ୍ଧି ନାହାଁନ୍ତି ସେତେ ବେଳେ ଏହାକୁ ଦେଖି ସେହି ମାଆ ଝିଅ ସେମାନଙ୍କ ପିଛା ଛାଡ଼ି ନାହାଁନ୍ତି |

ପୋଲିସ ବାବୁ ଖୁବ ଜୋର ରେ ଗାଡ଼ି ନେଇ ପଳାଉଛନ୍ତି କିନ୍ତୁ ଏହି ମାଆ ଝିଅ ପୁରା ଜିଦିଆ ଜମା ଛାଡୁ ନାହାଁନ୍ତି ପୁରା ବିଲେଇ ଭଳି ପଛରେ ଲାଗି ଯାଇଛନ୍ତି | ତେବେ ଏଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଦର୍ଶକ ଦେଖି ମାଆ ଝିଅଙ୍କର ପ୍ରଶଂସା କରିବା ସହିତ ପୋଲିସ ବାବୁ ଙ୍କର ମଜା ଉଡେଇଛନ୍ତି |

Leave a Comment