ତେବେ ଯେତେ ବେଳେ ଏକ ନାରୀ ବିବାହ କରି ସାରେ ସେତେ ବେଳେ ତାହାର ସବୁବେଳେ ଗୋଟିଏ ଇଚ୍ଛା ଥାଏ କି ସେ କେବେ ମା ହେବାର ସୋଭାଗ୍ୟ ଅର୍ଜନ କରିବ ଆଉ ଯେତେ ବେଳେ ସେ ମା ହୋଇଯାଏ ସେତେ ବେଳେ ସେ ସମସ୍ତ ଖୁସି ପାଇ ଯାଇଥାଏ | ତେବେ ସମସ୍ତ ପରିବାର ଝିଅ ଅପେକ୍ଷା ଅଧିକ ପୁଅକୁ ହିଁ ଆଶା କରି ଥାଆନ୍ତି କାରଣ ପୁଅ ଟିଏ ହେଲେ ସେ ବଂଶ ରକ୍ଷା କରିବ | କିନ୍ତୁ କେତେ ପୁର୍ଣ୍ୟ ଅର୍ଜନ କରି ଥିଲେ ଯାଇଁ ପୁତ୍ର ସନ୍ତାନ ଲାଭ ହୋଇ ଥାଏ ଏବଂ ସମସ୍ତଙ୍କ ଭାଗ୍ୟ ରେ ପୁଅ ନଥାଏ | ତେବେ ଅନେକ ଦମ୍ପତି ଅଛନ୍ତି ଯେଉଁ ମାନଙ୍କର ଝିଅ ଟି ହୋଇ ଥାଏ ଅର୍ଥାତ ପୁତ୍ର ସନ୍ତାନ ପ୍ରାପ୍ତି ହୋଇ ନଥାଏ | ତେବେ ଆଜି ଏଭଳି ଦୁଇଟି ଉପାୟ ସମ୍ପର୍କ ରେ କହିବୁ ଯାହା ଦ୍ୱାରା ଆପଣ ପୁତ୍ର ସନ୍ତାନ ଲାଭ କରି ପାରିବେ, ତେବେ ଆସନ୍ତୁ ଏହି ଉପାୟ ଟି କଣ କଣ ସେହି ସମ୍ପର୍କ ରେ ଆଲୋଚନା କରିବା |
1. ତେବେ ପୁତ୍ର ସନ୍ତାନ ପ୍ରାପ୍ତି କରିବା ପାଇଁ ହେଲେ ଏହାର ପ୍ରଥମ ଉପଚାର ଟି ହେଉଛି ରୁଦ୍ରାକ୍ଷ ର ଆବଶ୍ୟକତା ରହିଛି | ପ୍ରଥମେ ରୁଦ୍ରାକ୍ଷ ଘୁରାଇ ସେଥିରେ ମଣ୍ଡ ବାହାର କରିବା ପାଇଁ ପଡ଼ିବ ଆଉ ଏହାକୁ ଏକ ଗ୍ଲାସ କ୍ଷୀର ନେଇ ସେଥିରେ ଗୋଳାଇ ନିହାତି ଭାବରେ ସେବନ କରନ୍ତୁ | ଯେତେ ବେଳେ ଆପଣ ଦୁଇ କି ତିନି ମାସର ଗର୍ଭବତୀ ରହୁଛନ୍ତି ସେହି ସମୟରେ ଏହି କ୍ଷୀର ସେବନ କରନ୍ତୁ ଦେଖିବେ ଆପଣ ଙ୍କର ନିହାତି ଭାବରେ ପୁତ୍ର ସନ୍ତାନ ଲାଭ ହେବ |
2. ତେବେ ପୁତ୍ର ସନ୍ତାନ ଲାଭ କରିବାର ଦ୍ୱିତୀୟ ଉପଚାର ଟି ହେଉଛି ମୟୁର ଚନ୍ଦ୍ରିକା, ଯଦି ଆପଣ ମୟୂର ଚନ୍ଦ୍ରିକା ବ୍ୟବହାର କରିବେ ତେବେ ଆପଣ ଙ୍କର ନିହାତି ଭାବରେ ପୁତ୍ର ସନ୍ତାନ ଟିଏ ହେବ | ତେବେ ଏଥିପାଇଁ ଆପଣ ଙ୍କୁ ରବିବାର ଦିନ ସକାଳେ ଉଠି ଗାଧୋଇ ସାରି ସୂର୍ଯ୍ୟ ଦେବ ଙ୍କୁ ପାର୍ଥନା କରିବାକୁ ପଡ଼ିବ | ଏହା ପରେ ମୟୁର ଚନ୍ଦ୍ରିକା କୁ ନେଇକି ଛୋଟ ଛୋଟ ଖଣ୍ଡ କରି କାଟିବା ପାଇଁ ପଡିବ ଏବଂ ଏହା ପରେ ସେହି ଚନ୍ଦ୍ରିକା ର ଖଣ୍ଡ କୁ ଗୋଡ଼ରେ ନେଇ ଖାଇବା ପାଇଁ ପଡିବ ତେବେ ଆପଣ ମାନେ ଯେତେବେଳେ ଡାହାଣ ପାଖ ନାକ ଫୋଡାରେ ନିଶ୍ୱାସ ନେଉଥିବେ ଏମିତି କରିବା ପାଇଁ ପଡିବ |
ତେବେ ମନେ ରଖିବେ କି ଯେତେ ବେଳେ ଜଣେ ଗର୍ଭବତୀ ମହିଳା ଦୁଇ କି ତିନି ମାସ ର ଗର୍ଭବତୀ ଥିବ ସେହି ସମୟରେ ଏହି ଉପାୟ ଟିକୁ କରିବେ ଅର୍ଥାତ ଏମିତି ସେବନ କରିବେ | ତେବେ ଏହି ଉପାୟ କୁ ଆପଣ ସୋମବାର ଓ ମଙ୍ଗଳବାର ମଧ୍ୟ କରି ପାରିବେ ଯାହାର ବହୁତ ଭଲ ଫଳ ପ୍ରଦାନ ହେବ | ଏହି ଦୁଇଟି ଉପାୟ ନିଶ୍ଚିତ ଭାବରେ କରନ୍ତୁ ଦେଖିବେ ଆପଣ ଙ୍କର ପୁତ୍ର ସନ୍ତାନ ଟିଏ ନିହାତି ହେବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।