ଆମେ ଜାଣିଛୁ ଯେ, ସ୍ୱାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ ଏକ ପବିତ୍ର ସମ୍ପର୍କ ଅଟେ । ଏହା ଉଭୟ ଶାରିରୀକ ଏବଂ ମାନସିକ ସମ୍ପର୍କ ହୋଇଥାଏ । ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଏହି ମାନସିକ ତଥା ଶାରୀରିକ ସମ୍ପର୍କ ସେମାନଙ୍କୁ ଏକ ସୁନ୍ଦର ଏବଂ ଆନନ୍ଦମୟ ଜୀବନ ଯାପନ କରିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ଉଭୟଙ୍କୁ ଶାରୀରିକ ତଥା ମାନସିକ ସ୍ତରରେ ଶାନ୍ତି ଦେବା ସହ ଶରୀରରେ ବହୁତ ଉପକାର କରିଥାଏ । କିନ୍ତୁ କେବେ କେବେ ପାରିବାରପିକ ତଥା ନିଡସ୍ୱ ସମସ୍ୟା କୁ ନେଇ ବହୁତ ସ୍ତ୍ରୀ ଓ ପୁରୁଷ ମାନେ ଦୀର୍ଘ ଦିନ ଧରି ପରସ୍ପର ଠୁ ଦୂରେଇ ଯାଆନ୍ତି ଏବଂ ଶାରୀରିକ ସମ୍ପର୍କରେ ନୁହନ୍ତି ନାହିଁ ।
ନିଜ ସାଥୀ ଠାରୁ ସର୍ବଦା ଦୂରରେ ରହିବା ଏବଂ ପରସ୍ପର ସହ ଝଗଡା ଏବଂ ପାରିବାରିକ ସମସ୍ୟା କାରଣରୁ ସେମାନଙ୍କର ଶାରୀରିକ ସମ୍ପର୍କ ରେ ବ୍ୟାଘାତ ହୋଇଥାଏ । କିନ୍ତୁ ଶାରିରୀକ ସମ୍ପର୍କ ପରସ୍ପର ସହ ରହିବା ନିହାତି ଆବଶ୍ୟକ । ପରସ୍ପର ମଧ୍ୟରେ ସେକ୍ସ ନ ହେବା ଦ୍ୱାରା ବହୁତ ଅସୁବିଧା ଦେଖା ଦେଇଥାଏ ଏବଂ ଉଭୟ ଶାରିରୀକ ତଥା ମାନସିକ ସ୍ତରରେ ଖରାପ ପ୍ରଭାବ ପକାଇଥାଏ ।
ଆମେରିକାର ଏକ ଗବେଷଣା ର ତଥ୍ୟ ଅନୁସାରେ , ଯଦି ଜଣେ ବିବାହିତ ପୁରୁଷ କିମ୍ବା ନାରୀ ବହୁ ଦିନ ଧରି ଶାରୀରିକ ସମ୍ପର୍କ ଠାରୁ ଦୂରେଇ ରୁହନ୍ତି ତା ଏହା ତାଙ୍କ ଶରୀର ରେ ବହୁତ କ୍ଷୟକ୍ଷତି କରିବା ସହିତ ବିଭିନ୍ନ ପ୍ରକାର ରୋଗ ମଧ୍ୟ ସୃଷ୍ଟି କରିଥାଏ ।ଗବେଷଣା ଅନୁସାରେ . ଯଦି ଏକ ପୁରୁଷ ବହୁ ଦିନ ପର୍ଯ୍ୟନ୍ତ ସେକ୍ସ କରି ନ ଥାଏ ତେବେ ସେହି ପୁରୁଷ ର ଯୌନ କ୍ୟାନ୍ସର ହେବାର ଅନେକ ସମ୍ଭାବନା ରହିଥାଏ ।
ଏହି ତଥ୍ୟ ଟିକୁ ଆମେରିକା ର ଗୁରୁତ୍ୱ ଦିଆ ଯାଇଥାଏ । କାରଣ ଏହି ଗବେଷଣାରେ ଆମେରିକାର କିଛି ବିବାହିତ ଓ ବୟସ୍କ ପୁରୁଷ ଙ୍କ ଠାରେ କରାଯାଇ ଦେଖା ଗଲା ଯେ, ସେମାନେ ନିଜ କାମରେ ବ୍ୟସ୍ତ ରହିବା ହେତୁ ସେମାନଙ୍କୁ ଯୌନାଙ୍କ କ୍ୟାନ୍ସର ହୋଇଥିଲା ।
ଗବେଷଣା ଅନୁସାରେ, ବୟସ୍କ କିମ୍ବା ବିବାହିତ ପୁରୁଷଙ୍କର ଗୋଟିଏ ସପ୍ତାହ ରେ ଥରେ ସ୍ଖଳନ ହେବା ଆବଶ୍ୟକ ଓ ଅତି କମ୍ ରେ ସପ୍ତାହ ରେ ତେ ଶାରୀରିକ ସମ୍ବନ୍ଧ ରହିବା ନିହାତି ଦରକାର ହୋଇଥାଏ । କିନ୍ତୁ ଏହା ଅବିବାହିତ ପୁରୁଷ କିମ୍ହା ନାରୀ ଙ୍କ ଠାରେ ଯୁକ୍ତୁଯୁକ୍ତ ନୁହେଁ । ସେକ୍ସ ନ କରିବା ଦ୍ୱାରା ବିଭିନ୍ନ ଶାରୀରିକ ତଥା ରାତିରେ ନିଦ ନ ହେବା , ଦେହ ଅସୁସ୍ଥ ହେବା ପରି ବହୁ ସମସ୍ୟା ଦେଖା ଦେଇଥାଏ । ଆହୁରି ମଧ୍ୟ ସେକ୍ସ ନ କରିବା କାରଣରୁ ପରସ୍ପର ମଧ୍ୟରେ ସୁବବେଳେ କଳି ଝଗଡା , ପାଟିତୁଣ୍ଡ ଏମିତି କି ଛାଡପତ୍ର ଦେବା ଘଟଣା ମଧ୍ୟ ହୋଇଥାଏ ।
ଦୀର୍ଘ ଦିନ ଧରି ଶାରିରୀକ ସମ୍ବନ୍ଧରେ ନ ରହିଲେ ଉଭୟ ପୁରୁଷ ଓ ନାରୀ ଙଅକର ରୋଗ ପ୍ରତି ରୋଧକ ଶକ୍ତି ମଧ୍ୟ କମିଯିବା ସହ ଅଧିକ ଚିନ୍ତା ମଧ୍ୟ ବଢିଥାଏ । କୁହାଯାଏ ଯେ, ମଣିଷ ବହୁତ ଦିନ ପର୍ଯ୍ୟନ୍ତ କୌଣସି ଶାରୀରିକ ସମ୍ପର୍କରେ ନ ରହିଲେ ତାହାର ସେକ୍ସ କରିବାର ତଥା କାମନା ଓ ଭଆଶଆ ଇଚ୍ଛା ଶକ୍ତି ମଧ୍ୟ ଧୀରେ ଧୀରେ କମ୍ ହେବାରେ ଲାଗିଥାଏ ।ଯଦି କୌଣସି ବୟସ୍କ କିମ୍ବା ବିବାହିତ ମହିଳା ବହୁ ସମୟ ଧରି ସେକ୍ସ ନ କରେ ତେବେ ତାଙ୍କୁ ମାସିକ ଧର୍ମ ସମୟରେ ବହୁତ ପୀଡା ଅନୁଭୂତ ହେବା ସହ ମାସିକ ଧର୍ମରେ ବିଭିନ୍ନ ସମସ୍ୟା ମଧ୍ୟ ଦେଖାଦେଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।