ପୁଣି ଖଞ୍ଜଣୀ ବଜାଇ ମାର୍କେଟ୍ ଘାଣ୍ଟିଲା ନୟାଗଡ଼ ଟୋକା ସପନଙ୍କ “ରାମ ବନବାସ କାହାଣୀ ଶେଷ”।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର । ତେବେ ବେଳେ ବେଳେ କିଛି ଏଭଳି ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ଆପଣ ସମସ୍ତ ଙ୍କୁ ବେଶ ପସନ୍ଦ ଆସିଥାଏ ଓ ଅନେକ କିଛି ପ୍ରତିଭା ମଧ୍ୟ ଦେଖିବାକୁ ମିଳିଥାଏ ଭାଇରାଲ ହେଉଥିବା ଭିଡ଼ିଓ ମାନଙ୍କରେ ।ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ସେହି ଭଳି କିଛି ଭିଡ଼ିଓ ସାମ୍ନା କୁ ଆସିଛି ଯେଉଁଠି ଦେଖିବାକୁ ମିଳିଛି ନିଜର ସୁନ୍ଦର ସ୍ୱର ସହିତ ଖଞ୍ଜଣୀ କୁ ବଜାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ସପନ ।ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।


ଆପଣ ମାନେ ଜାଣିଥିବେ କି ଆଜି କାଲି ସୋସିଆଲ ମିଡ଼ିଆ ଗୋଟିଏ ଏମିତି ସ୍ଥାନ ଅଟେ ଯେଉଁଥିରେ ପିଲା ଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତେ ନିଜ ପାଖରେ ଥିବା ପ୍ରତିଭା କୁ ପ୍ରକାଶ କରି ପାରିବେ । ଆଉ ତାହା ସହିତ ନିଜ ଭିତରେ ଥିବା କଳା ଓ ଟେଲେଣ୍ଟ କୁ ପ୍ରକାଶ କରିକି ଦର୍ଶକ ମାନଙ୍କର ପ୍ରିୟ ମଧ୍ୟ ହୋଇ ପାରିବେ । ତେବେ ବର୍ତ୍ତମାନ ସେହି ଭଳି କିଛି ଟେଲେଣ୍ଟ କୁ ପ୍ରକାଶ କରିଛନ୍ତି ସପନ ଆଉ ତାଙ୍କର ଟେଲେଣ୍ଟ ମାଧ୍ୟମରେ ସମସ୍ତ ଙ୍କର ପ୍ରିୟ ମଧ୍ୟ ହୋଇ ପାରିଛନ୍ତି ବୋଲି କୁହାଯାଉଛି ।

ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ସପନ ଙ୍କର କଣ୍ଠ ରୁ ଶୁଣିବାକୁ ମିଳିଛି ପୌରାଣିକ କଥାବସ୍ତୁ ନେଇ ଏକ ମନଛୁଆ ଭଜନ ଗୀତ ।ଯେଉଁଠି କୁହାଯାଉଛି କି ସୁନ୍ଦର ଭାବରେ ଖଞ୍ଜଣୀ ର ତାଳେ ତାଳେ ନିଜର କଣ୍ଠ ସ୍ୱର ର କମାଲ କୁ ଦେଖାଇବାକୁ ଲାଗିଛନ୍ତି ସପନ ।ଆଉ ଯେଉଁଠି କୁହାଯାଉଛି କି ତେବେ ରାମ ବନବାସ କାହାଣୀ ଶେଷ ଗୀତ ଟିକୁ ଗାଇଛନ୍ତି ବ୍ୟକ୍ତି ଜଣଙ୍କ । ଆଉ ଯାହା କୁହାଯାଉଛି କି ଖଞ୍ଜଣୀ ବାଜା ବଜେଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ବ୍ୟକ୍ତି ଜଣଙ୍କ । ଆଉ ଯେଉଁଠି ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ରାମ ଙ୍କର ସମସ୍ତ କାହାଣୀ କଥା ତାଳ ପତ୍ର ରେ ଲେଖା ହେଇକି ଅଛି ।

ତାହା ସହିତ ରାମ ବନବାସ ଯିବା ପାଇଁ କେଉଁ ଭଳି ଭାବରେ ବାହାରି ପଡିଛନ୍ତି ଆଉ ସୀତା ଙ୍କୁ ତାଙ୍କର ସତୀତ୍ୱ କୁ ପ୍ରଦାନ କରିବା ପାଇଁ ବହୁତ କଷ୍ଟ ସହିବାକୁ ପଡିଛି ଗୀତ ରେ ସମସ୍ତ ଙ୍କର ମନକୁ କିଣି ନେଇଛନ୍ତି ସପନ ।ତେବେ ଆପଣ ମାନେ ସୋସିଆଲ ମିଡ଼ିଆରେ ସପନ ଙ୍କର ଅନେକ ଗୀତ ଶୁଣିଥିବେ ଯାହା ସମସ୍ତ ଙ୍କର ବେଶ ପସନ୍ଦ ଆସିଥାଏ ଓ ତାହା ସହିତ ସପନ ଙ୍କର ମୁହଁ ର କଣ୍ଠ ସ୍ୱର କୁ ଶୁଣିବା ପାଇଁ ସମସ୍ତେ ଆଗ୍ରହୀ ହୋଇଥାନ୍ତି । ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ମଧ୍ୟ ସେହି ଭଳି କିଛି ଦେଖିବାକୁ ମିଳିଛି, ଆଉ ଯେଉଁଠି କୁହାଯାଉଛି କି ସୁନ୍ଦର ଭାବରେ ଗୀତ ସହିତ ଖଞ୍ଜଣୀ ର ତାଳେ ତାଳେ ସମସ୍ତ ଙ୍କର ମନକୁ କିଣି ନେଇଛନ୍ତି ସପନ । ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Leave a Comment