ଆଜିକାଲି ଝିଅମାନେ ଭାବୁଛନ୍ତି ପୁଅମାନେତ ଦୁଷ୍କର୍ମ କରୁଛନ୍ତି ..ଆମେ ବି ଦୁଷ୍କର୍ମ କରିବା :ଲିଜା

ତେବେ ବର୍ତ୍ତମାନ ସମୟରେ କିଛି ଯୁବତୀ ମିଶି ଏକ ଯୁବକ ଙ୍କୁ ରେପ କରିଛନ୍ତି ଯାହାର ଘଟଣା ଏବେ ଖୁବ ଚହଳ ଖେଳାଇ ଦେଇଛି | ତେବେ ଏହାକୁ ନେଇ ଜଣେ ମହିଳା ଯାହାଙ୍କର ନାଁ ଲିଜା ସେ ସୋସିଆଲ ମିଡ଼ିଆ ରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି କି, ଏଇଟା ସବୁଠାରୁ ଏକ ବଡ଼ ଲଜ୍ୟା ଜନକ କଥା ଅଟେ, ସେ ଯୁବକ ଯିଏ ସିଏ ଏକ କମ୍ପାନୀ ରେ କାମ କରୁ ଥିଲେ ଆଉ ସେ ଫେରିଲା ବେଳେ ତାଙ୍କୁ କିଛି ଝିଅ ମାନେ କାର ପାଖକୁ ଡାକି ଥିଲେ |

ଆଉ ସେହି ସମୟରେ ଝିଅ ମାନେ ପିଲା ଟିର ଆଖିକୁ ଏକ ସ୍ପ୍ରେ ପକାଇ ଥିଲେ ଆଉ ଝିଅ ମାନେ ବି ଡ୍ରକ୍ସ ନେଇ ଥିଲେ ଆଉ ପିଲା ଟିକୁ ମଧ୍ୟ ଦେଇ ଥିଲେ | ଆଉ ତାପରେ ତାକୁ ସେକ୍ସୱାଲ ହଇରାଣ କରା ଯାଇଛି ଆଉ ତାପରେ ସେହି ଝିଅ ମାନେ ତାକୁ କେଉଁଠି ଏକ ନିଛାଟିଆ ଜାଗାରେ ଛାଡ଼ି ଦେଇକି ପଳେଇ ଆସି ଥିଲେ | ଆଉ ସେ କହିବା କଥା କି ତାଙ୍କ ଫଟୋ ସବୁଠି ବାହାରିବ ତାଙ୍କୁ ଲଜ୍ୟା ଲାଗିବ ଏହି ସବୁ କଥା ଭାବିକି ସେ ପୋଲିସ ପାଖକୁ ଯାଇ ନାହାଁନ୍ତି କି ଏଫାୟାର ଦେଇ ନାହାଁନ୍ତି |


ଆଉ ଯୁବକ ଙ୍କର କହିବା ଅନୁଯାଇ ସେମାନେ 4 ଜଣ ଝିଅ ଥିଲେ ଆଉ ଶିକ୍ଷିତ ମଧ୍ୟ ଥିଲେ କାରଣ ସେମାନେ ଇଂଲିସ ରେ କଥା ହେଉ ଥିଲେ ଆଉ ତାଙ୍କର ବୟସ ସେହି 20 ରୁ 25 ଭିତରେ ଥିଲା | ତେବେ କୋର୍ଟ ରେ କେବଳ ଏକ ପୁରୁଷ ନାରୀ କୁ ରେପ କଲେ ଦଣ୍ଡ ରହିଛି କିନ୍ତୁ ମହିଳା ଟେ ଯେତେ ବେଳେ ଏକ ପୁରୁଷ କୁ ରେପ କରୁଛି ତାଙ୍କ ପାଇଁ କୌଣସି ଦଣ୍ଡ ନାହିଁ |

ତେଣୁ କରି ଯେତେ ବେଳେ ପୁରୁଷ ଓ ମହିଳା କୁ ସମାନ ଅଧିକାର ଦିଆ ଯାଇଛି ଏହାକୁ ମଧ୍ୟ ଆଖି ଆଗରେ ରଖା ଯାଉ | ଏଥିପାଇଁ କେବଳ ପୁରୁଷ ଏକ ଏଫାୟାର ଦେବା ତା ପାଇଁ ସବୁଠୁ ବଡ଼ କଷ୍ଟକର ହୋଇ ପଡୁଛି | ତେଣୁ କରି ଏଠି ଯାହା ସତ ଯେଉଁଟା ନ୍ୟାୟ ତାକୁ ହିଁ ସପର୍ଟ ଦେବା ନିହାତି ଆବଶ୍ୟକ |

ତେବେ ନାରୀ ମାନଙ୍କୁ କେବଳ ଶାରୀରିକ ଦୁର୍ବଳତା ହେତୁ ଅଧିକ ମହତ୍ୱ ଦିଆ ଯାଉଛି କିନ୍ତୁ ଯଦି ଇଜ୍ଜତ କଥା କୁହାଯିବ ତେବେ ଗୋଟେ ନାରୀ ର ଯେତିକି ଇଜ୍ଜତ ଅଛି ଗୋଟେ ପୁରୁଷ ର ମଧ୍ୟ ସେତିକି ଇଜ୍ଜତ ଅଛି ତେଣୁ କରି ସେ ମୁଣ୍ଡ ଟେକି ଚାଲିବା ପାଇଁ ପୁରୁଷ ଙ୍କ ପାଇଁ କିଛି ଲୋ କାଢିବା ଏକାନ୍ତ ଆବଶ୍ୟକ | ଯେଉଁ ଝିଅ ମାନେ ଡ୍ରକ୍ସ ନେଇ ଏଭଳି କାର୍ଯ୍ୟ କରିଛନ୍ତି ସେମାନେ ହୋସ ରେ ନଥିଲେ ଆଉ ସେମାନଙ୍କ ଭିତରେ ସେ ମାନବିକତା ମଧ୍ୟ ନାହିଁ ସେମାନେ ଏହା ଭାବୁ ଥିବେ କି ପୁରୁଷ ମାନେ ରେପ କରୁଛନ୍ତି ଆମେ ବି ଚାଲ ରେପ କରିବା ବୋଲି ଲିଜା କହିଛନ୍ତି | ତେବେ ଏହି ଘଟଣା ଟି ଏବେ ଖୁବ ଭାଇରାଲ ହେବାରେ ଲାଗିଛି |

Leave a Comment