ଆମେରିକା ( America ) ରାସ୍ତାରେ ଜବରଦସ୍ତ ଡ୍ୟାନ୍ସ କଲେ ଅଭିନେତ୍ରୀ ଅର୍ଚ୍ଚିତା…. ଭିଡ଼ିଓ ଦେଖିଲେ ଆପଣ ବି ହେବେ ରୋମାଣ୍ଟିକ…

ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ଭରି ହୋଇ ରହିଛନ୍ତି ଯେଉଁ ମାନେ ନିଜର ଅଭିନୟ ମାଧ୍ୟମ ରେ ସମସ୍ତ ଦର୍ଶକ ଙ୍କର ଭଲ ପାଇବାକୁ ହାସଲ କରି ରଖିଛନ୍ତି | ତେବେ ପ୍ରାୟ ଦର୍ଶକ ଙ୍କର କେହି ନା କେହି ପ୍ରିୟ କଳାକାର ରହି ଥାଆନ୍ତି ଯାହାଙ୍କର ସିନେମା ଦେଖିବା ପାଇଁ ସେମାନେ ପ୍ରାୟ ପାଗଳ ପରି ହୋଇ ଥାଆନ୍ତି | ଏହି ସେଲିବ୍ରେଟି ଙ୍କ ଜୀବନ ଶୈଳୀ ସାଧାରଣ ଭାବରେ କିଛି ଅଲଗା ପ୍ରକାରର ହୋଇ ଥାଏ ଏବଂ ତାଙ୍କର କିଛି ଭିଡ଼ିଓ ହେଉ କି ବ୍ୟକ୍ତିଗତ ଜୀବନ ବିଷୟ ରେ ତାହାକୁ ଜାଣିବା ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ୱତନ୍ତ୍ର ଆଗ୍ରହ ଚାଲି ଆସି ଥାଏ | ତେବେ ଏହି ସେଲିବ୍ରେଟି ଙ୍କର କିଛି ନା କିଛି ଭିଡ଼ିଓ ସୋସିଆଲ ମିଡ଼ିଆ କୁ ଆସି ଥାଏ ଯାହା ଖୁବ ଚର୍ଚ୍ଚିତ ହୋଇ ଥାଏ | ଆଜି ପୁଣି ସେଭଳି ଏକ ଭିଡ଼ିଓ ଦେଖିବା ପାଇଁ ମିଳିଛି, ତେବେ ଆସନ୍ତୁ ଏହି ସମ୍ପର୍କ ରେ ଆଲୋଚନା କରିବା |

 

ତେବେ ଓଲିଓଡ଼ ଇଣ୍ଡଷ୍ଟ୍ରି ର ନମ୍ବର ୱାନ ନାୟିକା ଭାବେ ପରିଚିତ ଅର୍ଚ୍ଚିତା ସାହୁ ଯିଏ କି ନିଜ ଚୁଲବୁଲି ଅଭିନୟ ମାଧ୍ୟମ ସମସ୍ତ ଦର୍ଶକ ଙ୍କୁ ପ୍ରାୟ ବାନ୍ଧି ରଖି ଥାଆନ୍ତି | ସେ ଅନେକ ଫିଲ୍ମ ଦର୍ଶକ ମାନଙ୍କୁ ଉପହାର ରୂପେ ଦେଇଛନ୍ତି ଆଉ ତାଙ୍କର ନିଖୁଣ ଅଭିନୟ ଏବଂ ତାଙ୍କ ଲୁକ୍ସ ଓ ଡ୍ୟାନ୍ସ ମାଧ୍ୟମ ରେ ସେ ସମସ୍ତ ହୃଦୟ କୁ ଜିଣିଛନ୍ତି | ତେବେ ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କର ଯୋଡ଼ି ଙ୍କୁ ବି ସମସ୍ତେ ବେସ ଭଲ ଭାବରେ ଜାଣିଛନ୍ତି, ସେ ଯେ କେବଳ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଏକ ଭଲ ଯୋଡ଼ି ଥିଲେ ତାହା ନୁହେଁ ବରଂ ଦୁହେଁ ରିୟଲ ଲାଇଫ ରେ ମଧ୍ୟ ପ୍ରେମ ବିବାହ କରି ଏକ ସୁନ୍ଦର ଯୋଡ଼ି ହୋଇ ପାରିଛନ୍ତି |

ବର୍ତ୍ତମାନ ସମୟରେ ଅର୍ଚ୍ଚିତା ଙ୍କର କିଛି ଭିଡ଼ିଓ ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣ ଖୁବ ପସନ୍ଦ କରିବେ | ତେବେ ଅଭିନେତ୍ରୀ ଅର୍ଚ୍ଚିତା ତାଙ୍କ ସେ ସବ୍ୟସାଚୀ ଙ୍କ ସହ ଆମେରିକା କୁ ବୁଲିବାକୁ ଯାଇଛନ୍ତି ଏବଂ ଦୁହେଁ ସେଠାରେ ବିଭିନ୍ନ ସ୍ଥାନ ବୁଲି ଖୁବ ମଜାମସ୍ତି କରୁଛନ୍ତି | ତେବେ ସେଠାକୁ ନେଇ ଚୁଲବୁଲି ହିରୋଇନ ଅର୍ଚ୍ଚିତା ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି ଯାହାକି ଖୁବ ସୁନ୍ଦର ହୋଇଛି |

 ଅର୍ଚ୍ଚିତା ଆମେରିକା ର ଏକ ରାସ୍ତା ରେ ଠିଆ ହୋଇ ସୁନ୍ଦର ଭାବେ ବେସ ଖୁସି ରେ ଘୁରି ଘୁରି ନାଚୁ ଥିବାର ଦେଖିବା ପାଇଁ ମିଳିଛି | ଯେଉଁଥିରେ ଅର୍ଚ୍ଚିତା ଖୁବ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି ଏବଂ ଦର୍ଶକ ମଧ୍ୟ ଭିଡ଼ିଓ ଟିକୁ ଦେଖି ଖୁବ ପସନ୍ଦ କରିଛନ୍ତି ଓ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖିଛନ୍ତି ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment