ଓଡ଼ିଆ କମେଡିଆନ RAJU DAS ଙ୍କର ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନଥିବେ

ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣଙ୍କୁ ଏମିତି ଏକ ସୁନ୍ଦର ଘଟଣା ବିଷୟରେ କହିବି ଯାହା ଶୁଣିଲେ ଆପଣ ବହୁତ ଖୁସି ହେବେ ।ଆପଣଙ୍କ ପ୍ରିୟ କମେଡିଆନ ରାଜୁ ଦାସ ଙ୍କୁ ତ ଆପଣ ଜାଣିଥିବେ ନିଶ୍ଚିତ, ତାଙ୍କର ସୁନ୍ଦର କମେଡି ପାଇଁ ଆଜି ସାରା ଓଡ଼ିଶାରେ ବେଶ ପରିଚିତ ଅଟନ୍ତି ।ମୁଁ ଆଜି ଆପଣକୁ ଏହି କମେଡିଆନ ରାଜୁ ଦାସ ଙ୍କ ବିଷୟରେ ଅନେକ କଥା ଆପଣଙ୍କୁ ଜଣେଇବି ଯାହା ଆପଣ ଆଗରୁ କେବେ ଜାଣି ନଥିବେ।

ରାଜୁ ଦାସ ପରିବାର ଲୋକଙ୍କ ବିଷୟରେ ଆପଣକୁ ଅନେକ କିଛି କଥା କହିବି, ତେବେ ଏହି ଘଟଣା ବିଷୟରେ ସମ୍ପୂର୍ଣ କଥା ଜାଣିବା ।ରାଜୁ ଦାସ ଜଣେ ବେଶ ଜଣାଶୁଣା କମେଡ଼ିଆନ୍ ତଥା ୟୁଟ୍ୟୁବର ରାଜୁ ଦାସ ଯାହାକୁ ଆପଣମାନେ ସାହୁ ବାବୁ ବୋଲି ବେଶ ଭଲ ଭାବରେ ଜାଣିଛନ୍ତି।

ରାଜୁ ଦାସ ଙ୍କର ପୋରସନାଲ ଲାଇଫ ଓ ଏକ୍ଟିଂ କେରିୟର –

ଯାହା କୁହାଯାଉଛି କି ରାଜୁ ଦାସ ହେଉଛନ୍ତି ଆମ ଓଡିଶା ର ପ୍ରତେକ ଙ୍କ ହୃଦୟରେ ରାଜ କରୁଥିବା ଜଣେ ବେଶ ଜଣା ଶୁଣା କମେଡିଆନ । ଆଉ ଯିଏ କି ସାରା ଓଡିଶା ରେ ସାହୁ ବାବୁ ନାଁ ରେ ନିଜର ଗୋଟିଏ ପରିଚୟ ସୃଷ୍ଟି କରିଛନ୍ତି । ଆଉ ଯେଉଁଠି କୁହାଯାଉଛି କି ରାଜୁ ଦାସ ଜଣେ ଇଉଟିୟୁବାର ଓ କମେଡିଆନ ମଧ୍ୟ । ତାହା ସହିତ ଯାହା କୁହାଯାଉଛି କି ରାଜୁ ଦାସ ସୋନାଲି ସାହୁ ଙ୍କୁ 2022 ରେ ବିବାହ ମଧ୍ୟ କରିଛନ୍ତି ଆଉ ତାଙ୍କର ବାପା ଙ୍କର ନାଁ ବିଜୟ ଦାସ ହୋଇଥିବା ବେଳେ ତାଙ୍କର ମା ଙ୍କର ନାଁ ଭାବି ଦାସ ବୋଲି କୁହାଯାଉଛି ।

ଏହା ସହିତ ରାଜୁ ଦାସ ଭୁବନେଶ୍ୱର ରେ ବସ ବାସ କରିଥାନ୍ତି ବୋଲି କୁହାଯାଉଛି ।ଏହା ସହିତ କୁହାଯାଉଛି କି ରାଜୁ ଦାସ ତାଙ୍କର କେରିୟର ର ଆରମ୍ଭ କମେଡି ଭିଡ଼ିଓ ରୁ ହିଁ ଆରମ୍ଭ କରିଥିଲେ ଆଉ ତାହା ପରେ ଅନେକ ଭିଡ଼ିଓ ସେ ତିଆରି କରି ଓଡିଶା ର ଲୋକ ମାନଙ୍କ ହୃଦୟକୁ ଜିତି ନେଇଥିବା କଥା ମଧ୍ୟ କୁହାଯାଉଛି ।ଆଉ ତାହା ବ୍ୟତୀତ ନିଜର କମେଡି ର ଛୁଙ୍କ ରେ ସମସ୍ତ ଙ୍କର ହୃଦୟକୁ ମଧ୍ୟ କିଣି ନେଇଛନ୍ତି ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

Leave a Comment