ଆଜି କାଲି ର ଯୁବ ପିଢ଼ି ପାଠ ପଢା ସରିଲା ପରେ ଏକ ଭଲ ଚାକିରୀ କରିବା ପାଇଁ ମନ ରେ ଆଶା ବାନ୍ଧି ଥାଏ | କିନ୍ତୁ ଆପଣ ତ ଜାଣିଛନ୍ତି ଯେ ଆଜି କାଲି ର ଯୁଗ ରେ ଭଲ ଚାକିରୀ ଟି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ, କାରଣ କିଛି ଚାକିରୀ ପାଇବାକୁ ହେଲେ ଏକ ପରୀକ୍ଷା ରେ ଉତୀର୍ଣ୍ଣ ହେବାକୁ ପଡି ଥାଏ | ଆଉ ଏହି ପରୀକ୍ଷା ରେ ଅନେକ ସାଧାରଣ ଜ୍ଞାନ ଉପରେ ପ୍ରଶ୍ନ ଆସି ଥାଏ, ଯାହାକୁ ଭଲ ଭଲ ପିଲା ମାନେ ମଧ୍ୟ ଉତ୍ତର ଦେଇ ପାରି ନଥାନ୍ତି | କିଛି ଇଣ୍ଟରଭ୍ୟୁ ରେ ମଧ୍ୟ ଅନେକ ମଜାଳିଆ ପ୍ରଶ୍ନ ପଚରା ଯାଇ ଥାଏ ଯାହାକୁ ଜାଣିବା ନିହାତି ଆବଶ୍ୟକ ନହେଲେ ଆମେ ସେଥିରେ ଅସଫଳ ହୋଇ ଫେରି ଆସି ଥାଉ | ତେବେ ଆମ ଅନେକ ଗ୍ରନ୍ଥ ରେ ଲେଖା ହୋଇ ଥିବା ଜ୍ଞାନ ମଧ୍ୟ ରଖିବା କଥା କାରଣ ଏହା ମଧ୍ୟ ଆମର ବହୁତ କାମରେ ଆସିଥାଏ | ତେବେ ଆଜି ଏଭଳି କିଛି ଜେନେରାଲ ନଲେଜ ର ଉତ୍ତର ସମ୍ପର୍କ ରେ ଜଣାଇବୁ ଯାହା ଦ୍ୱାରା ଭବିଷ୍ୟତ ରେ ଆପଣଙ୍କର ଅନେକ କାମ ରେ ଆସିବ |
ପ୍ରଶ୍ନ 1. ରାମାୟଣ କିଏ ରଚନା କରି ଥିଲେ ?
ଉତ୍ତର :- ମହର୍ଷି ବାଲ୍ମୀକି
ପ୍ରଶ୍ନ 2. ଅଯୋଧ୍ୟା ନଗରୀ କିଏ ସ୍ଥାପନା କରି ଥିଲେ ?
ଉତ୍ତର :- ମନୁ
ପ୍ରଶ୍ନ 3. ଦଶରଥ ପୂର୍ବ ଜନ୍ମ ରେ କେଁଉ ଋଷି ଥିଲେ ?
ଉତ୍ତର :- କଶ୍ୟପ ଋଷି
ପ୍ରଶ୍ନ 4. ରାଜା ଦଶରଥ ଙ୍କର ସମୁଦାୟ କେତେ ରାଣୀ ଥିଲେ ?
ଉତ୍ତର :- ସାତ ଶହ ପଚାଶ ରାଣୀ
ପ୍ରଶ୍ନ 5. ମନ୍ଥରା କାହିଁକି ଜନ୍ମ ହୋଇ ଥିଲେ ?
ଉତ୍ତର :- ରାମ ଙ୍କୁ ବନ କୁ ପଠେଇବ ପାଇଁ
ପ୍ରଶ୍ନ 6. ଅଯୋଧ୍ୟା ନଗରୀ କେଁଉ ଠାରେ ଅବସ୍ଥିତ ?
ଉତ୍ତର :- ସରଜୁ ନଦୀ କୂଳରେ
ପ୍ରଶ୍ନ 7. ଦଶରଥ ଙ୍କର ଏକମାତ୍ର କନ୍ୟାଙ୍କ ନାମ କଣ ?
ଉତ୍ତର :- ଶାନ୍ତା
ପ୍ରଶ୍ନ 8. ଶ୍ରଵଣ କୁମାରଙ୍କୁ କିଏ ଶବ୍ଦ ଭେଦୀ ବାଣ ପ୍ରୟୋଗ କରିଥିଲା ?
ଉତ୍ତର :- ଦଶରଥ
ପ୍ରଶ୍ନ 9. ଅନ୍ଧ ମୁନି ଦଶରଥଙ୍କୁ କେଁଉ ଅଭିଶାପ ଦେଇ ଥିଲେ ?
ଉତ୍ତର :- ପୁତ୍ର ମୁଖ ନ ଦେଖି ମୃତ୍ୟୁ ବରଣ କରିବେ
ପ୍ରଶ୍ନ 10. ଲକ୍ଷ୍ମଣ କାହାକୁ ବିବାହ କରି ଥିଲେ ?
ଉତ୍ତର :- ଉର୍ମିଳା ଙ୍କୁ
ପ୍ରଶ୍ନ 11. ରାମଚନ୍ଦ୍ର କେଁଉ ବାରରେ ଜନ୍ମ ହୋଇ ଥିଲେ ?
ଉତ୍ତର :- ମଙ୍ଗଳବାର
ପ୍ରଶ୍ନ 12. ଶ୍ରୀକୃଷ୍ଣଙ୍କର ବାହାନ ଗରୁଡ଼ ଙ୍କର ପୁତ୍ର କିଏ ?
ଉତ୍ତର :- ଜଟାୟୁ
ପ୍ରଶ୍ନ 13. ସୀତା ଙ୍କର ଦୁଇ ଝିଅ ଙ୍କର ନାମ କଣ ?
ଉତ୍ତର :- ତାରା ଓ ତାରେଣୀ
ପ୍ରଶ୍ନ 14. କୁମ୍ଭ କର୍ଣ୍ଣ କେତେ ଦିନ ଶୋଇ ଥାଏ ?
ଉତ୍ତର :- ଛଅ ମାସ
ପ୍ରଶ୍ନ 15. ନଳ କାହାର ପୁତ୍ର ଥିଲେ ?
ଉତ୍ତର :- ବିଶ୍ୱକର୍ମା ଙ୍କର
ପ୍ରଶ୍ନ 16. କୁମ୍ଭକର୍ଣ୍ଣ ଙ୍କୁ କିଏ ଵଧ କରି ଥିଲେ ?
ଉତ୍ତର :- ଶ୍ରୀରାମ
ପ୍ରଶ୍ନ 17. ଜନକ ମହର୍ଷିଙ୍କ କନ୍ୟାଙ୍କ ନାମ କଣ ?
ଉତ୍ତର :- ସୀତା
ପ୍ରଶ୍ନ 18. ସମ୍ବରାସୁରକୁ କିଏ ବଧ କରି ଥିଲେ ?
ଉତ୍ତର :- ଇନ୍ଦ୍ର
ପ୍ରଶ୍ନ 19. ସୁଗ୍ରୀବ ଙ୍କର ପିତା କିଏ ଥିଲେ ?
ଉତ୍ତର :- ସୂର୍ଯ୍ୟ
ପ୍ରଶ୍ନ 20. ଗନ୍ଧମାର୍ଦ୍ଧନଙ୍କ ପିତା କିଏ ଥିଲେ ?
ଉତ୍ତର :- କୁବେର