ଆପଣ ଯାତ୍ରା ଜଗତ ର ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ତ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ନିଜ ଆଇଟମ ଡ୍ୟାନ୍ସ ରେ ସମସ୍ତ ଙ୍କୁ ଝୁମାଇ ଥାଆନ୍ତି | ଏହା ସହିତ ପରେ ପରେ ସେ ଅଭିନୟ ମାଧ୍ୟମ ରେ ଦର୍ଶକ ଙ୍କର ହୃଦୟ କୁ ଜିଣି ଯାତ୍ରା ଇଣ୍ଡଷ୍ଟ୍ରି ରେ ଏକ ଭଲ ଅଭିନେତ୍ରୀ ଭାବେ ମଧ୍ୟ ପରିଚିତ ହୋଇ ପାରି ଥିଲେ | କେବଳ ଯାତ୍ରା କଳାକାର ନୁହଁନ୍ତି ବରଂ ସେ ଅନେକ ଫିଲ୍ମ ରେ ମଧ୍ୟ ଆଇଟମ ସଙ୍ଗ ରେ ଦେଖିବା ପାଇଁ ମିଳିଛନ୍ତି | ତେବେ ତାଙ୍କର ଅଭିନୟ ହେଉ କି ସେ ଡ୍ୟାନ୍ସ ଏହାକୁ ଦର୍ଶକ ମଧ୍ୟ ଖୁବ ଭଲ ପାଇବା ଦେଇ ଆସିଛନ୍ତି |
ସେ କେବଳ ଜଣେ ଅଭିନେତ୍ରୀ ତାହା ନୁହଁନ୍ତି ବରଂ ସେ ଏକ ସମାଜ ସେବୀ ମଧ୍ୟ ଅଟନ୍ତି ଯାହାକି ଅନେକ ସମୟରେ ସେ ଅସହାୟ ଲୋକ ଙ୍କୁ ସାହାଯ୍ୟ କରି ଥାଆନ୍ତି | ଏହା ସହିତ ଅନେକ ବିବାଦ ରେ ମଧ୍ୟ ରହି ସେ ଖୋଲା ଜବାବ ମଧ୍ୟ ମିଡ଼ିଆ ସାମ୍ନାରେ ରଖି ଥାଆନ୍ତି |
ବର୍ତ୍ତମାନ ସମୟରେ ତାଙ୍କର ଏକ ଯାତ୍ରା କୁ ନେଇ ସେ ଖୁସି ଚର୍ଚ୍ଚା ରେ ରହି ଥିଲେ ଏବଂ ଦର୍ଶକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥିଲେ | ଯେଉଁ ଯାତ୍ରା ଟିର ନାଁ ହେଉଛି “ହାତୀ ଘୋଡ଼ା ଗଣ୍ଡା କୁ ଗଣ୍ଡା ଏକା ଲଢ଼ିବ ରାଣୀ ପଣ୍ଡା” | ଯାହାକି ରାଣୀ ପଣ୍ଡା ତାଙ୍କ ନିଜ ଜୀଵନ ର ସତ କାହାଣୀ ଉପରେ ଆଧାରିତ ହୋଇଛି ଆଉ ସେ ଏହି ଯାତ୍ରା ପାଇଁ ଅଧିକ ଚର୍ଚ୍ଚା କୁ ଆସି ଥିଲେ |
ତେବେ ବର୍ତ୍ତମାନ ସମୟରେ ତାଙ୍କର ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯେଉଁଥିରେ ଯାତ୍ରା ମଞ୍ଚରେ ତାଙ୍କର ହଟ ଡ୍ୟାନ୍ସ ର ଝଲକ ଦେଖିବା ପାଇଁ ମିଳିଛି | ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଯାତ୍ରା ନାଟକ ଆରମ୍ଭ ହେବା ପୂର୍ବରୁ ଯାତ୍ରା ପେଣ୍ଡାଲ ରେ ମେଲୋଡି କାର୍ଯ୍ୟକ୍ରମ ଦେଖିବା ପାଇଁ ମିଳିଥାଏ |
ଠିକ ସେହିଭଳି ଭାବରେ ଏକ ଯାତ୍ରା ମଞ୍ଚ ରେ ରାଣୀ ପଣ୍ଡା ଙ୍କର ହଟ ଚମତ୍କାର ଡ୍ୟାନ୍ସ ଦେଖିବା ପାଇଁ ମିଳିଛି | ସେ ରେଡ଼ କଲର ଛୋଟ ଡ୍ରେସ ପିନ୍ଧି ଯେଉଁଭଳି ଭାବରେ ମଞ୍ଚ କି ଏଣ୍ଟ୍ରି କରି ଥିଲେ ତାହା ଖୁବ ଆକର୍ଷଣୀୟ ରହିଥିଲା | ଏହାପରେ ସେ ଏକ ଗୀତ ରେ ଅଣ୍ଟା ହଲାଇ ଜବରଦସ୍ତ ଡ୍ୟାନ୍ସ କରି ଦେଖାଇ ଥିଲେ ଯାହାକି ସେଠାକାର ମାହଲ ପୁରା ବଦଳି ଯାଇ ଥିଲା ଏବଂ ହୁଇସିଲ ଓ ତାଳିରେ କମ୍ପି ଉଠି ଥିଲା | ତେବେ ରାଣୀ ପଣ୍ଡା ଙ୍କର ଏଭଳି ଏକ ହଟ ଡ୍ୟାନ୍ସ ଭିଡ଼ିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ଯାହା ବେସ ପସନ୍ଦ ମଧ୍ୟ ଆସିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।