ଦେଖନ୍ତୁ viral ଭିଡିଓ ! ଦେଖନ୍ତୁ ସଂମ୍ପୂର୍ଣ୍ଣ ଭିଡିଓ ! ପୁଣି ଭାଇରାଲ ହେଲା ରାନୀ ପଣ୍ଡା ଙ୍କ ଭିଡିଓ

ନିଶ୍ଚିତ ଭାବରେ ଆପଣ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କ ବିଷୟରେ ଜାଣିଥିବେ।ସେ ଯେମିତି ଏକ ଚର୍ଚ୍ଚିତ, ବିବାଦୀୟ ଏବଂ ପରିଚିତି ଚେହେରା ତାହା ପ୍ରାୟତଃ ସମସ୍ତଙ୍କୁ ଜଣା। ନିଜର ବିବାଦୀୟ ମନ୍ତବ୍ୟ ଏବଂ ଭିନ୍ନ ଅନ୍ଦାଜ ର ପ୍ରସଙ୍ଗ ଉପସ୍ଥାପନା ପାଇଁ ସେ ଅନେକ ସମୟରେ ନଜରକୁ ଆସିଥାନ୍ତି। ତେବେ ଓଡିଶାର ଯାତ୍ରା ଜଗତର ସେ ହେଉଛନ୍ତି ଆଇଟମ ନମ୍ବର। ଦିନେ ତାଙ୍କ ଡାନ୍ସ ଦେଖିବା ପାଇଁ ଅଗଣିତ ପ୍ରସଂଶକ ପାଗଳ ହେଉଥିଲେ। ଆଉ ସେ ପରେ ନିଜର ଏଭଳି କିଛି କାର୍ଯ୍ୟ ଏବଂ ବୟାନ ପାଇଁ ବିବାଦୀୟ ହୋଇ ପଡିଲେ। ଆଉ ତାଙ୍କ ନାମ ଆଗରେ ଯୋଡି ହୋଇଗଲା ଜଣେ ବିବାଦୀୟ ଅଭିନେତ୍ରୀ ର ଟାଗ।

 

ନିଜର ଭଲ କାମ ପାଇଁ ମଧ୍ଯ ସେ ଅନେକ ସମୟରେ ଲୋକ ଲୋଚନକୁ ଆସିଛନ୍ତି ଏବଂ ପ୍ରଶଂସିତ ବି ହେଇଛନ୍ତି। ତାଙ୍କର ଲୋକଙ୍କ ପ୍ରତି ସାହାଯ୍ୟ ମନୋଭାବ ବା ପରୋପକାରିତା ଅନେକଙ୍କୁ ବେଶ୍ ପସନ୍ଦ ଆସିଛି।ସେ ଲାଇଭ ଭିଡିଓ ଆସି ମଧ୍ୟ ତାଙ୍କର ଫ୍ୟାନ ମାନଙ୍କ ସହିତ ବେଳେବେଳେ ସମୟ ଅତିବାହିତ କରିଥାନ୍ତି।

ଆଉ ତାଙ୍କର ଅନେକ ସୁନ୍ଦର ସୁନ୍ଦର ମୁହୂର୍ତ୍ତ ସବୁକୁ ପ୍ରଶଂସକ ମାନଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି।ଏହାଛଡ଼ା ଦର୍ଶକ ମାନଂକର ପ୍ରତିକ୍ରିୟା ର ଉତ୍ତର ମଧ୍ୟ ଦେଇଥାନ୍ତି।ତେବେ ଅଭିନେତ୍ରୀ ରାଣୀ ପଣ୍ଡା ସେହିପରି ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହିବା ସହିତ ସେଠାରେ ତାଙ୍କର ଅବକାଶ ସମୟ ଅତିବାହିତ କରୁ ଥିବାର ଦେଖିବାକୁ ମିଳିଥାଏ।

ସେ ଅନେକ ସମୟରେ ତାଙ୍କର ପ୍ରଶଂସକ ମାନଙ୍କ ର ନିକଟତର ହୋଇଥାନ୍ତି ସୋସିଆଲ ମିଡ଼ିଆ ଜରିଆରେ। ବେଳେବେଳେ ମନକୁ ଯାହା ଆସେ ତାହା ମଧ୍ଯ କହି ଦିଅନ୍ତି। ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଓଡ଼ିଶାର ଓଡ଼ିଆ ଯାତ୍ରା ଜଗତର କିଛି ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ରାଣୀ ପଣ୍ଡା ବେଶ୍ ପରିଚିତ। ଏହା ବି ଜାଣିଥିବେ ଯେ ତାଙ୍କର ଅଭିନୟ ର ଅନ୍ଦାଜ ଏବଂ ଡାନ୍ସ କେତେ ଭିନ୍ନ ଅଟେ। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି। ତେବେ ସେ ଅନେକ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହିଥିବାର ଦେଖି ବାକୁ ମିଳୁଛି।

ତେବେ ଅନେକ ସମୟରେ ତାଙ୍କର ଫଟୋ, ଭିଡିଓ ସୋସିଆଲ ମିଡିଆରେ ସେ ସେୟାର କରୁ ଥିବାର ଦେଖିବାକୁ ମିଳିଥାଏ। ତାଙ୍କର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯାହା ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ ରାଣୀ ପଣ୍ଡା ଏକ ଛୋଟ ପିଲା ସହିତ ମଜା ମସ୍ତି କରିବା ସହିତ ଖେଳୁଛନ୍ତି ଏବଂ ପିଲାଟି ମଧ୍ୟ ରାଣୀ ପଣ୍ଡା ଙ୍କୁ ପାଇବେଶ ଖୁସି ଅଛି।

ତେବେ ଏହି କିଛିଦିନ ତଳେ ତାଙ୍କ ସହ ଯାହା ସବୁ ହୋଇଥିଲା ସେଥିରେ ସେ ବହୁତ ଦୁଃଖ କଷ୍ଟରେ ଥିଲେ କିନ୍ତୁ ବର୍ତ୍ତମାନ ଛୋଟ ପିଲାଟି ସହିତ କିଛି ସମୟ ଅତିବାହିତ କରି ଟିକିଏ ଖୁସିରେଥିବା ନଜର ଆସିଛନ୍ତି ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।

Leave a Comment