ଦିନକୁ ଦିନ ସୋସିଆଲ ମିଡିଆର ଚାହିଦା ବେଶ୍ ବଢ଼ି ବଢ଼ି ଚାଲିଛି। ପିଲାଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ବର୍ତ୍ତମାନ ର ସମୟ ରେ ସୋସିଆଲ ମିଡ଼ିଆ ସମୟ ବିତାଇବା ପାଇଁ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି।ଏହି ଇଣ୍ଟରନେଟ୍ ଯୁଗରେ ଲୋକମାନେ ସବୁ କିଛି ଏହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। କାରଣ ସୋସିଆଲ ମିଡ଼ିଆ ଏମିତି ଏକ ମାଧ୍ୟମ ସାଜି ପାରିଛି ଯାହା ଦ୍ଵାରା ଲୋକେ ଦେଶ ବିଦେଶରେ ଘଟି ଚାଲି ଥିବା ପ୍ରତିଟି ଘଟଣାର ଟିକି ନିଖି ତଥ୍ୟ ମାତ୍ର କିଛି ସେକେଣ୍ଡ ମଧ୍ୟରେ ପାଇ ପାରୁଛନ୍ତି। ସେଥି ପାଇଁ ତ ବ୍ୟସ୍ତ ବହୁଳ ଜୀବନରୁ ଯଦି କିଏ ଟିକିଏ ସମୟ ପାଉଛି ସେ ସୋସିଆଲ ମିଡିଆରେ ହିଁ ବ୍ୟସ୍ତ ହୋଇ ଯାଉଛି।
ତେବେ ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଥାଏ ଯାହା ଦେଖିଲେ ଆମକୁ ଖୁବ୍ ପସନ୍ଦ ଆସିଥାଏ ଏଭଳି ଭିଡିଓ ବେଳେ ବେଳେ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳି ଥାଏ ଯାହା ଦେଖିଲେ ଆମକୁ ଏକ ଭିନ୍ନ ଧରଣର ଖୁସି ମିଳି ଥାଏ। ସୋସିଆଲ ମିଡିଆରେ ଆମେ ବିଭିନ୍ନ ପ୍ରକାର ଭିଡିଓ ବାବଦରେ ଅବଗତ ହୋଇ ପାରୁଛୁ। ଯାହା ଆମକୁ ମନୋରଞ୍ଜନ ମଧ୍ୟ ପ୍ରଦାନ କରୁଛି।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଜିନିଷ ଭାଇରାଲ ମଧ୍ୟ ହେଉଛି ଆଉ ଲୋକେ ରାତାରାତି ଷ୍ଟାର ମଧ୍ୟ ପାଲଟି ଯାଉଛନ୍ତି।
କିନ୍ତୁ ବର୍ତ୍ତମାନ ମିଡ଼ିଆ ମାଧ୍ୟମରେ ଯେଉଁ ଭିଡିଓ ଟି ସାମ୍ନାକୁ ଆସିଛି ଯାହାକୁ ଆପଣ ଥରେ ଦେଖିଲେ ବା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ବର୍ତ୍ତମାନ ଯେଉଁ ଖବରଟି ଚର୍ଚ୍ଚା ଚାଲିଛି ତାହା ହେଉଛି ରାଜନୀତି ବିଷୟରେ। ତେବେ ବିଜେଡ଼ି ନେତା ରବିଙ୍କୁ ମଞ୍ଚରୁ ହାତ ଟାଣି ବାହାର କରିଦେଲେ ବବି।
ଭାଷଣରେ ନବୀନ, ବବି ଓ ପାଣ୍ଡିଆନଙ୍କୁ ପୋତି ପକାଇଲେ ତାରା। ତାହେଲେ ଆଗକୁ ତାରାଙ୍କୁ ୱେଲକମ୍ ଆଉ ରବିଙ୍କୁ ଆଉଟ୍। ଚର୍ଚ୍ଚା ହେଉଛି ରବିଙ୍କୁ ହଟାଇଲେ ଆଉ ତାରାଙ୍କୁ କୋଳାଇଲେ। ତାରା ବିଜେଡିରେ ଯୋଗ ଦେଲେ ହୋଇପାରେ ବିସ୍ଫୋରଣ। ଏହି ଭିଡିଓ ରେ ଆପଣ ଦେଖିବାକୁ ପାଇବେ ଯେ, କିପରି ବିଜେଡିର ପୂର୍ବତନ ମନ୍ତ୍ରୀ ରବି ନନ୍ଦନଙ୍କୁ ହାତ ଟାଣି ମଞ୍ଚ ଉପରୁ ତଳକୁ ବାହାରକୁ ନେଇଗଲେ ବିଜେଡିର ସାଂଗଠନିକ ସମ୍ପାଦକ ଗଣପ୍ରକାଶ ଦାସ।
ରବି ନନ୍ଦନ ବି ବିଜେଡିରୁ କାଳେ ବାହାର କରିଦେବେ ଭାବି ତଳକୁ ଓହ୍ଲାଇଗଲେ। ଆଜିର ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା କୋରାପୁଟ ଜିଲ୍ଲା ଜୟପୁରବିକ୍ରମଦ କଲେଜର ପ୍ଲାଟିନମ୍ ଜୁବଲି ଫଙ୍କସନ ରେ। ଆଉ ଏହି ଦୃଶ୍ୟ କାହାକୁ ଆନନ୍ଦିତ କରୁ ବା ନକରୁ ବୋଧେ ଜୟପୁର ବିଧାୟକ ତଥା ତାରା ପ୍ରସାଦ ବାହିନୀ ପତିଙ୍କୁ ବେଶ୍ ଆନନ୍ଦ ଦେଇଥିବ। ଆଉ ତାପରେ ତାରା ପୁରା ପ୍ରଂଶସା ରେ ପୋତି ପକାଇଥିଲେ ନବୀନଙ୍କୁ। ଏପରିକି 5T ସଚିବ ଙ୍କୁ ପାଣ୍ଡିଆନ ସାର୍ ବୋଲି କହିବାକୁ ଭୁଲି ନଥିଲେ।