ollywood heroine ପିଙ୍କି ପ୍ରଧାନ ( pinki pradhan ) ଶୋଇଲେ ବିଚ ରାସ୍ତାରେ ! ଭିଡ଼ିଓ ଦେଖିଲେ ଅପଣଙ୍କ ହୋସ ଉଡିଯିବ …

ସିନେମା ଜଗତରେ ଅନେକ କଳାକାର ମାନେ ସେମାନଙ୍କର ଅଭିନୟର ଯାଦୁରେ ସମସ୍ତଙ୍କୁ କିମିଆ କରି ରଖିଛନ୍ତି। ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ତେବେ ସେମାନଙ୍କ ବିଷୟରେ ଅନେକ ପ୍ରଶଂସକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲ ପାଇବା ବି ରହିଥାଏ। ତେବେ ଯାହା ବି ହେଉ ଅଭିନୟ ଜଗତର କଳାକାର ମାନେ ସାଧାରଣତଃ ଅନେକ ସମୟରେ ସେମାନଙ୍କର କିଛି ଭିନ୍ନ ଅନ୍ଦାଜ ଓ ଲାଇଫ୍ ଷ୍ଟାଇଲ କୁ ଦେଖାଇ ସେମାନେ ତାଙ୍କର ଦର୍ଶକ ମାନଙ୍କର ନିକଟତର ହୋଇଥାନ୍ତି।

ଆପଣ ମନେ ସମସ୍ତେ ଜାଣିଥିବେ କି ଆମ ଦେଶ କଳା ଓ ସଂସ୍କୃତିର ଏକ ରୂପ। କଳାକାର ହେଉଛନ୍ତି କଳା ର ପ୍ରେମୀ ।ଆଉ ତାଙ୍କର ଅଭିନୟ ର ଯାଦୁ ମାଧ୍ୟମରେ ସେମାନେ ଦର୍ଶକ ମାନଙ୍କୁ କରିଥାନ୍ତି ପାଗଳ । ଆଉ ଯାହା ପାଇଁ ଦର୍ଶକ ମାନେ ମଧ୍ୟ ଚାହିଁକି ରହିଥାନ୍ତି ସେହି କଳାକାର ମାନଙ୍କର ଅଭିନୟ ର ଯାଦୁ କୁ ଟିକିଏ ଦେଖିବା ପାଇଁ, ଆଉ ମନର କ୍ଳାନ୍ତି କୁ ସବୁଦିନ ପାଇଁ ଦୂର କରିଦେବା ପାଇଁ । ତେଣୁ ସେଭଳି କଳାକାର ମାନେ ଯିଏ କି ନିଜର ଅଭିନୟ ଦ୍ୱାରା ଦର୍ଶକ ମାନଙ୍କ ମନ ଜିତି ପାରିଛନ୍ତି।

ତେବେ ଆଜି ଆମେ ଏମିତି ଜଣେ କଳାକାର ଙ୍କ ବିଷୟରେ କହିବୁ ଯିଏକି ଜଣେ ଭଲ ଅଭିନେତ୍ରୀ, ଜଣେ ଭଲ ନେତ୍ରୀ ମଧ୍ୟ। ତେବେ ସେ ଆଉ କେହି ନୁହେଁ ଆମ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ପିଙ୍କି ପ୍ରଧାନ। ଆପଣ ମାନେ ସମସ୍ତେ ପିଙ୍କି ପ୍ରଧାନ ଙ୍କୁ ତ ଭଲ ଭାବରେ ଜାଣିଥିବେ। ସେ ଏକାଧାରରେ ଜଣେ ଭଲ ଗାୟିକା ଭାବରେ ମଧ୍ୟ ଓଡ଼ିଶା ରେ ବହୁତ ପରିଚିତ। ଆଉ ସିଏ ଜଣେ ଭଲ ବିଜେପି ନେତ୍ରୀ ଭାବରେ ମଧ୍ୟ ଲୋକମାନେ ଜାଣିଛନ୍ତି। ସେ ଓଲିଉଡ୍ ଇଣ୍ଡଷ୍ଟ୍ରି ସହିତ ସଙ୍ଗୀତ ଜୀବନରେ ଏବଂ ରାଜନୀତିରେ ରେ ମଧ୍ୟ ବହୁତ ଆଗରୁ ପ୍ରବେଶ କରିଛନ୍ତି। ଆଉ ସିଏ ରାଜନୈତିକ ଦଳର ପ୍ରତିନିଧି ଭାବେ ମଧ୍ୟ ବହୁତ କାମ କରି ଆସିଛନ୍ତି।

ତେବେ ବର୍ତ୍ତମାନ ସମୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଙ୍କୁ ନେଇ ଯେଉଁ ଝଡ଼ ସୃଷ୍ଟି ହୋଇଛି ତାହା ବର୍ତ୍ତମାନ ପୁରା ଓଡିଶା କୁ ଦହଲାଇ ଦେଇଛି। ସମସ୍ତେ ନବୀନ ସରକାରଙ୍କୁ ଛି ଛି କରୁଛନ୍ତି। ସେଥିପାଇଁ ଆଜି ଭୁବନେଶ୍ୱରରେ ନବୀନ ନିବାସ ଆଗରେ ବିଜେପି ଦଳ ପକ୍ଷରୁ ପିଙ୍କି ପ୍ରଧାନ ଆଉ କିଛି ସହକର୍ମୀ ସହିତ ଧାରଣାରେ ବସିଛନ୍ତି। ପୋଲିସ୍ ସେହି ମାନଙ୍କ ଉପରେ ମାଡ଼ ମାରିଥିବା ନେଇ ମଧ୍ୟ ଧାରଣାରେ ବସିଥିବା ମହିଳା ମାନେ କହିଥିଲେ। ଆଉ ଯାହା ଫଳରେ ଘଟଣାସ୍ଥଳରେ ଲୋକଙ୍କ ବହୁତ ଭିଡ଼ ଜମି ଥିଲା ଏବଂ ବହୁତ ପୋଲିସ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment