ଆଜିକାଲି ସମସ୍ତ ମହିଳାଙ୍କ ମନରେ ଗୋଟିଏ ଚିନ୍ତା ରହିଥାଏ ଯେ ତାଙ୍କର ପ୍ରେଗନେନସି କାହିଁକି ରହୁନାହିଁ ଏହାର କାରଣ କଣ ହେଇଥାଇପାରେ । ଅନେଇ ଅଧିକାଂଶ ସମୟରେ ମହିଳା ଚିନ୍ତା ରେ ଥିବା ଦେଖା ଯାଇଥାନ୍ତି । ଯାହା ଫଳ ରେ ଅଧିକାଂଶ ମହିଳା ମେଡ଼ିସିନ ଖାଇବାରେ ମଧ୍ୟ ଦେଖା ଯାଇଥାନ୍ତି ହେଲେ ତାପରେ ବି ମଧ୍ୟ ପ୍ରେଗନେନସି ରହୁନାହିଁ ତାହାଲେ ଏହି ସମୟରେ ଆପଣ ଛୋଟ ଛୋଟ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ । ଯାହାକୁ ଫୋଲ କରିବା ଦ୍ୱାରା ଆପଣଙ୍କ ଅତି ସହଜରେ ପ୍ରେଗନେଟ ହେଇପାରିବେ । ତାହାଲେ ଜାଣିବା ସେ ବିଷୟରେ ଯାହାକୁ କରିବା ଦ୍ୱାରା ଆପଣ ଅତି ସହଜରେ ଗର୍ଭଧାରଣ ବା ପ୍ରେଗନେଟ ହେଇପାରିବେ ।
ତେବେ ବହୁତ ସମୟରେ ମହିଳାମାନେ ଭାବି ଥାନ୍ତି କି ଯେ ସେମାନେ ସମ୍ଭୋଗ କରିସାରିବା ପରେ ତାଙ୍କର ସ୍ୱାମୀ ଙ୍କ ବୀର୍ଯ୍ୟ ସବୁ ତାଙ୍କ ଠାରେ ରୁହେ ନାହିଁ ତାହା ବାହାରକୁ ବାହାରି ଆସେ । ତୋ ଏମିତି କାହଁକି ହେଇଥାଏ ଓ ଏହାକୁ କିପରି ରୋକିବେ ସେ ବିଷୟରେ ଜାଣନ୍ତୁ ।ତେବେ ଏହା ଆପଣଙ୍କର ଛୋଟ କାରଣ ନୁହେଁ । ଯଦି ଆପଣଙ୍କର ସ୍ୱାମୀ ଙ୍କର ବୀର୍ଯ୍ୟ ଆପଣଙ୍କଠାରେ ରହିବ ନାହିଁ ତାହାଲେ ଆପଣ ମା ହେଇପାରିବେ ନାହିଁ ।
ତେବେ ମହିଳା ମାନଙ୍କର ଏହି ଭଳି ଅସୁବିଧା କାହିଁକି ହେଇଥାଏ :-
ଦର୍ଶକ ବନ୍ଧୁ ବହୁତ ଜଣ ମହିଳାଙ୍କ ଠାରେ ଏହା ଦେଖା ଯାଏ ଯେ ସେମାନଙ୍କ ସର୍ଭିକାଲ ଲେନଥ ବହୁତ ଛୋଟ ହେଇଥାଏ । ଯାହାଦ୍ୱାରା କଣ ହେଉଛି ଯେତେବେଳେ ଆପଣଙ୍କର ସ୍ୱାମୀ ଙ୍କ ବୀର୍ଯ୍ୟ ଭିତରକୁ ଯାଉଛି ତାହା ଆପଣଙ୍କ ଭିତରେ ରହୁନାହିଁ । କାରଣ ତାହା ଭିତରେ ଏହା ରହିବା ଜାଗା ପାଏନାହିଁ ସେଥିପାଇଁ ସେ ବାହାରି ଆସେ । ଆପଣଙ୍କ ଶରୀରରେ ଏମିତି କିଛି ସ୍ଥାନ ନାହିଁ ଯେଉଁଠାରେ ଆପଣଙ୍କ ସ୍ୱାମୀ ଙ୍କ ବୀର୍ଯ୍ୟ ଗଛିତ ହେଇ ରହିପାରିବ । ତେଣୁ ଯଦି 20% ବି ବୀର୍ଯ୍ୟ ଆପଣଙ୍କ ଶରୀର ରେ ରହିପାରିବ ତାହାଲେ ଆପଣ ମା ହେଇପାରିବେ ।
କାରଣ ବୀର୍ଯ୍ୟ ର ବେଗ ବହୁତ ଅଧିକ ରହିଥାଏ ତେଣୁ ଏହି ସମୟରେ ବହୁତ ସଂଖ୍ୟକ ବୀର୍ଯ୍ୟ ବାହାରକୁ ଆସିଥିଏ । ତେବେ ଏହି ସମୟରେ ଆପଣଙ୍କର ଧଳା ଅଠାଳିଆ ଅଂଶ ବାହାରି ଆପଣଙ୍କର ସ୍ୱାମୀଙ୍କ ର ବୀର୍ଯ୍ୟ ଆପଣଙ୍କର ଭିତରରକୁ ଯିବା ସମୟରେ ଏହା ଆପଣଙ୍କ ସ୍ୱାମୀ ଙ୍କ ବୀର୍ଯ୍ୟ ରେ ପହଁରି ଟ୍ୟୁବ ରେ ଯାଇ ପହଞ୍ଚି ଥାଏ ଯାହା ଦ୍ୱାରା ଆପଣ ଗର୍ଭବତୀ ହେଇଥାନ୍ତି ।
ଏହି ଭଳି ସମସ୍ୟା ରୁ ମୁକ୍ତି ପାଇଁ କଣ କରିବେ :-
ତେବେ ବହୁତ ଜଣ ମହିଳା ଙ୍କର ଏହା ଦେଖା ଯାଏ ଯେ ସେମାନଙ୍କର ସର୍ଭିକାଲ ଲେନଥ ବହୁତ ଛୋଟ ହେଇଥାଏ । ତେଣୁ ଏହା ଦ୍ଵାରା ଆପଣଙ୍କର ସ୍ୱାମୀ ଙ୍କର ବୀର୍ଯ୍ୟ ଆପଣଙ୍କ ଠାରେ ପହଞ୍ଚିନଥାଏ । ତାହେଲେ ଏହି ସମୟରେ ଆପଣ କଣ କରିବେ ଆପଣ ଯେତେବେଳେ ସମ୍ଭୋଗ କରୁଛନ୍ତି ଗୋଟିଏ ପୋଜିସନ ରେ କରନ୍ତୁ ଓ ତକିଆ କୁ ଗୋଡ ପାଖରେ ରଖନ୍ତୁ । ଏହା କରିବା ଦୁଆର ଆପଣଙ୍କର ଉଚ୍ଚତା ଟିକେ ବଢିବ ତାହାଲେ ଯାଇ ଆପଣଙ୍କର ସ୍ୱାମୀ ଙ୍କ ବୀର୍ଯ୍ୟ ଆପଣଙ୍କ ଠାରେ ବାହାରକୁ ନ ଆସି ସେମିତି ଭିତରକୁ ଯାଇଥାଏ ।
କଣ କରିବେ ନାହିଁ :-
ଏହିପରି ସମସ୍ୟା ଆପଣଙ୍କର ଦେଖା ଦେଉଥିଲେ ଆପଣ ସମ୍ଭୋଗ କରିବା ସାରିବା ପରେ ଛିଡା ହୁଅନ୍ତୁ ନାହିଁ ଏହି ସମୟରେ 10 ରୁ 30 ମିନିଟ ପର୍ଯ୍ୟନ୍ତ ଶୋଇରୁହନ୍ତୁ । ଏହି ସମୟରେ ପରିସ୍ରା କରନ୍ତୁ ନାହିଁ ।