ଦେଖନ୍ତୁ ରିୟାଙ୍କର ଶାଶୂ ଘରେ ପ୍ରଥମ ଦିନ ସେ କେମିତି କଟିଲେ ? ଦେଖନ୍ତୁ Full live ଭିଡିଓ

ତେବେ ସୋସିଆଲ ମିଡ଼ିଆରେ ବେଶ କିଛି ଦିନ ହେବ ବେଶ ଚର୍ଚ୍ଚା ରେ ଥିବା ଓଲିଉଡ଼ ର ଜଣେ ଚୁଳ ବୁଲି ନାୟିକା ରିୟା ଡେ ଙ୍କ ବିଷୟରେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ । ତେବେ ଯାହା କୁହାଯାଉଛି କି ଅଲିଉଡ ସୁନ୍ଦରୀ ରିୟା ବର୍ତ୍ତମାନ ହାତ ରୁ ଦୁଇ ହାତ ହୋଇ ଯାଇଛନ୍ତି ବୋଲି କୁହାଯାଉଛି । ଆଉ ଯାହା ଦେଖିବାକୁ ମିଳିଛି ବୌଦିକ ରୀତି ନୀତି ରେ ସାତ ଜନ୍ମ ର ସାଥି କୁ ବାଛି ନେଇଛନ୍ତି ସୁନ୍ଦରୀ ରିୟା ।ଆଉ ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହୋଇଛନ୍ତି ସେ ବୋଲି ଦେଖିବାକୁ ମିଳୁଛି । ବର୍ତ୍ତମାନ ରିୟା ଙ୍କର ବିବାହ ପରର ଭିଡ଼ିଓ ଗୁଡିକ ଭାଇରାଲ ହେବାରେ ଲାଗିଛି, ତାହେଲେ ଭାଇରାଲ ହେଉଥିବା ଭିଡ଼ିଓ ଉପରେ ନଜର ପକାଇବା ।

 

ଆମେ ଜାଣିଛୁ କି ବାଲେଶ୍ୱର ରେ ରିୟା ଙ୍କର ଘର ଆଉ ତାହା ଅଲିଉଡ ରେ ରିୟା ଅନେକ ଫିଲ୍ମ କରିଛନ୍ତି ଆଉ ଯାହା ଦର୍ଶକ ମାନଙ୍କୁ ବେଶ ପସନ୍ଦ ମଧ୍ୟ ଆସିଛି ସବୁବେଳେ । ଆଉ ତାହା ସହିତ ରିୟା ଙ୍କର ଅଭିନୟ ର ଝଲକ ସହିତ ଡାନ୍ସ ର କମାଲ ସମସ୍ତଙ୍କୁ କରିଛି ଦିୱାନା । ଓଡିଶା ର ସମସ୍ତଙ୍କର ହୃଦୟରେ ଘର କରିଥିବା ରିୟା ବର୍ତ୍ତମାନ ନିଜର ଘର ବସେଇ ବାକୁ ଯାଉଛନ୍ତି । ଆଉ ବିବାହ ବନ୍ଧନରେ ବାନ୍ଧି ହୋଇ ଶାଶୂ ଘରକୁ ଯାଇଛନ୍ତି ରିୟା ବୋଲି କୁହାଯାଉଛି ।

 

ଆଉ ଯାହା ଦେଖିବାକୁ ମିଳିଥିଲା କି ରିୟା ଙ୍କର ପ୍ରେମ ବିବାହ ହୋଇଥିଲାତେବେ ସେ ସୁନୀଲ ଙ୍କୁ ବିବାହ କରିଥିଲେ ଆଉ ଯିଏ କି ଜଣେ ବିଜନେଶ ମେନ ଅଟନ୍ତି ବୋଲି କୁହାଯାଉଛି । ଆଉ ତାହା ସହିତ ଦୁଇ ଜଣ ବିବାହ କରିକି ବେଶ ଖୁସି ଥିବାର ନଜର ଆସିଛନ୍ତି ବୋଲି କୁହାଯାଉଛି ।

ତାହା ସହିତ ଦୁଇ ଜଣଙ୍କର ଯୋଡ଼ି କୁ ମଧ୍ୟ ସମସ୍ତେ ବେଶ ଭଲ ପାଇବା ଦେଉଥିବାର ଦେଖିବାକୁ ମିଳିଛି ।ତେବେ ଭାଇରାଲ ହେଉଥିବା ଭିଡ଼ିଓ ରେ ରିୟା ତାଙ୍କର ମେରେଜ ପରେ ରିସେପସନ୍ ପାର୍ଟି ପାଇଁ ମେକପ୍ ହେଉଥିବାର ଦେଖିବାକୁ ମିଳିଥିଲା। ଯାହା ପାଇଁ ରିୟା ବହୁତ ଚିନ୍ତିତ ଥିଲେ କି, କେଉଁ ପ୍ରକାର ଗେଟ୍ ଅପ୍ ନେବେ। ଆଉ ତାଙ୍କ ଲୁକ୍ସ କୁ ପସନ୍ଦ କରିବେ କି ନାହିଁ।

ତେବେ ଓଡ଼ିଆ ଘରର ରୀତି ନୀତି କୁ ମାନି ଶାଢ଼ୀ ଚୁଡ଼ି କୁ ପିନ୍ଧି ଠିକ ସାଧବ ବୋହୂ ଭଳି ଦେଖା ଯାଉଥିଲେ ରିୟା ।ତେବେ ନାଲି ରଙ୍ଗର ଶାଢ଼ୀ ସାଙ୍ଗକୁ ମଥାରେ ସିନ୍ଦୁର ନାଇଛନ୍ତି ସୁନ୍ଦରୀ ରିୟା ।ତେବେ ଅଭିନୟ କରୁଥିବା ବେଳେ ଏହି ଭଳି କିଛି ଗେଟ ଅଫ ଆପଣ ମାନେ ଦେଖୁଥିବେ । ତେବେ ବର୍ତ୍ତମାନ ଆଉ ଅଭିନୟ ରେ ନୁହଁ ରିଏଲ ରେ ରିୟା ପିନ୍ଧିଛନ୍ତି ଆଉ ଶାଶୂ ଘରେ ନଜର ଆସିଛନ୍ତି ରିୟା । ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ବେଶ ଚର୍ଚ୍ଚା ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment