ତେବେ 30 ମାର୍ଚ୍ଚ ଗୁରୁବାର ଦିନ ପବିତ୍ର ରାମ ନବମୀ ପାଳିତ ହେବ ଏହି ଦିନରେ ଏମିତି କିଛି ବନୁଅଛି କି ଯାହା କିଛି ରାଶି ମାନଙ୍କ ପାଇଁ ବହୁତ ହିଁ ଶୁଭ ସମୟ ଆରମ୍ଭ ହେବା ପାଇଁ ଯାଉଛି | ଭଗବାନ ଙ୍କର କୃପା ସମସ୍ତ ରାଶି ମାନଙ୍କ ଉପରେ ରହିଥାଏ କିନ୍ତୁ ବିଶେଷ ଭାବରେ କିଛି ଗ୍ରହ ମାନଙ୍କର ପରିବର୍ତ୍ତନ କିଛି ରାଶି ମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିଥାଏ | ଏହି ରାମ ନବମୀ ଠାରୁ କିଛି ରାଶିଙ୍କର ବହୁତ ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଅଛି ଯାହାକି ଏମାନଙ୍କ କର୍ମ କ୍ଷେତ୍ରରେ ସମସ୍ତ ବାଧାବିଘ୍ନ ଦୂର ହେବା ପାଇଁ ଯାଉଅଛି | ତେବେ ଆସନ୍ତୁ ଜାଣିବା ଏହା କେଁଉ କେଁଉ ରାଶି ଅଟନ୍ତି ଯେଉଁ ମାନଙ୍କର ଜୀଵନ ଏହି ରାମ ନବମୀ ଠାରୁ ବଦଳିବାକୁ ଯାଉଅଛି |
1. ବୃଷ ରାଶି :- ଏହି ରାଶିର ଜାତକ ରାମ ନବମୀ ଠାରୁ ମାଲାମାଲ ହେବା ପାଇଁ ଯାଉଅଛି, ଏମାନଙ୍କ ଜୀଵନରେ ଯଦି କୌଣସି ସମସ୍ୟା ଥିବ ତେବେ ଘଟିବାକୁ ଥିବା ଏହି ଶୁଭ ସଂଯୋଗ ଦ୍ୱାରା ସମସ୍ତ ସମସ୍ୟା ସମାଧାନ ହୋଇଯିବ | ପ୍ରଭୁ ରାମ ଙ୍କର କୃପାରୁ ଏହି ରାଶି ଅନ୍ତର୍ଗତଙ୍କ ଜୀଵନ ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯିବ |
2. ଧନୁ ରାଶି :- ଏହି ରାଶିର ବ୍ୟକ୍ତି ମାନଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ ଏବଂ ଏମାନେ ନିଜ ଭାଗ୍ୟ ବଳରେ ସମସ୍ତ କାର୍ଯ୍ୟ ରେ ସଫଳତା ହାସଲ କରିବେ | ଏହି ବ୍ୟକ୍ତି ମାନେ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେମାନଙ୍କୁ ସେଥିରେ ଉନ୍ନତି ପ୍ରାପ୍ତି ହେବ | ଏହି ରାଶିର ବ୍ୟକ୍ତି ମାନଙ୍କୁ ଆସନ୍ତା ସମୟରେ ଧନର କୌଣସି ଅଭାବ ରହିବ ନାହିଁ ଏବଂ ଏମାନଙ୍କ ଜୀଵନ ରେ ସୁଖ ଏବଂ ଶାନ୍ତି ପ୍ରତିଷ୍ଠା ହେବ |
3. ସିଂହ ରାଶି :- ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜୀଵନ ରେ ଖୁବ ଶୀଘ୍ର ଶୁଭ ସମୟର ଆଗମନ ହେବା ପାଇଁ ଯାଉଅଛି ଏବଂ ଏହି ବ୍ୟକ୍ତି ମାନେ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସଫଳତା ହାସଲ କରିବେ | ଏମାନଙ୍କ ଜୀଵନ ରେ ପ୍ରଭୁ ରାମଙ୍କ କୃପାରୁ କୌଣସି କ୍ଷେତ୍ରରେ ଆର୍ଥିକ ସମସ୍ୟା ରହିବ ନାହିଁ | ଏହି ରାଶିର ବ୍ୟକ୍ତି ମାନେ ଯଦି କୌଣସି କାର୍ଯ୍ୟରେ ସଫଳତା ପାଇବା ନିମନ୍ତେ ଆଶା ରଖି ଥିବେ ତେବେ ତାହା ନିଶ୍ଚିତ ରୂପରେ ପାଇବେ | ବ୍ୟାପାର ଓ ବାଣିଜ୍ୟ ଉଭୟ କ୍ଷେତ୍ରରେ ଏହି ରାଶି ମାନଙ୍କୁ ଲାଭ ପ୍ରାପ୍ତ ହେବ, ବ୍ୟାପାରୀ ମାନେ ନିଜ ବେପାର ରେ ଦୁଇ ଗୁଣ ଲାଭ ପାଇବେ ଏବଂ ଚାକିରୀ କରୁଥିବା ବ୍ୟକ୍ତି ମାନଙ୍କୁ ନିଶ୍ଚିତ ଭାବରେ ପ୍ରୋମସନ ହେବ |
4. ତୁଳା ରାଶି :- ଏହି ରାଶି ମାନଙ୍କର ଦାମ୍ପତ୍ୟ ଜୀଵନ ବେସ ସୁଖମୟ ହେବ ଏବଂ ଏହି ରାଶି ମାନଙ୍କ ଜୀଵନ ରେ ଥିବା ପାରିବାରିକ ସମସ୍ୟା ଦୂର ହେବ | ଏହି ରାଶିର ବ୍ୟକ୍ତି ମାନେ ନିଜ ଜୀଵନ ସାଥି ଙ୍କ ସହିତ ନିଜ ଜୀଵନକୁ ଅତିବାହିତ କରିବେ, ଭାଗ୍ୟର ପୂର୍ଣ୍ଣ ସହଯୋଗ ଏମାନଙ୍କୁ ପ୍ରାପ୍ତି ହେବ | ଏହି ରାଶିର ବ୍ୟକ୍ତି ମାନଙ୍କୁ ଅଚାନକ କୌଣସି ଖୁସି ଖବର ପ୍ରାପ୍ତ ହେବ ଏବଂ ଭାଗ୍ୟର ସହଯୋଗ ରେ ଏହି ରାଶିର ବ୍ୟକ୍ତି ମାନେ ପ୍ରଗତି ଆଡ଼କୁ ଅଗ୍ରସର ହେବେ | ଆସନ୍ତା ସମୟରେ ଏହି ରାଶିର ବ୍ୟକ୍ତି ମାନଙ୍କୁ ଧନ ଲାଭର ମଧ୍ୟ ଯୋଗ ବନୁଅଛି |
5. କୁମ୍ଭ ରାଶି :- ଭବିଷ୍ୟତ ରେ ଏହି ରାଶିର ବ୍ୟକ୍ତି ମାନଙ୍କର କୌଣସି ଅଟକି ରହି ଯାଇଥିବା କାର୍ଯ୍ୟ ପୂର୍ଣ୍ଣ ଏବଂ ଏହି ବ୍ୟକ୍ତି ମାନଙ୍କୁ ନୂତନ କାମ କରିବା ପାଇଁ ନୂଆ ନୂଆ ସୁଯୋଗ ପ୍ରାପ୍ତ ହେବ | ଏହି ବ୍ୟକ୍ତି ମାନେ ନୂତନ ମିତ୍ର ବନାଇବେ ଏବଂ ଏହି ମିତ୍ର ମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ | ଏହା ସହିତ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ପ୍ରାପ୍ତି ହେବ, ଆସନ୍ତା ସମୟରେ ଏହି ରାଶିର ଧନ ଜନିତ ସମସ୍ୟା ସବୁ ଦୂରୀଭୂତ ହୋଇଯିବ |