ଦେଖନ୍ତୁ EXCLUSIVE – ଘାଟି ରାସ୍ତା ଉପରେ ଗଡୁଛି ଗୋଟା ଗୋଟା ବଡ ତରଭୁଜ… ଲୋଭ ସମ୍ଭାଳି ପାରୁନାହାଁନ୍ତି ଲୋକ

କଥାରେ ଅଛି ଯେ, ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଅର୍ଥାତ୍ ଭଗବାନ ଯାହାକୁ ରକ୍ଷା କରିବେ ତାର କେହି କିଛି କରି ପାରିବେ ନାହିଁ। ଯେମିତି ବି ହେଉ ବଡ ବିପଦରୁ ସେ ଏପରି ଭାବରେ ରକ୍ଷା କରିବେ ଯେ ବିପଦ ସହଜରେ ଟଳି ଯିବ। ସେଥିପାଇଁ କୁହାଯାଏ ଭଗବାନ ଙ୍କ ମହିମା ଅପାର ଏବଂ ତାଙ୍କର ମହିମା ବୁଝିବା କଷ୍ଟକର। ଅସମ୍ଭବ ଘଟଣାକୁ ବି ସେ ସମ୍ଭବ କରି ଦେଇ ପାରନ୍ତି। ତେବେ ଏକଥା ଆମେ ଏଥିପାଇଁ ଆପଣଙ୍କୁ କହୁଛୁ, କାରଣ ନିକଟରେ ସେମିତି ଏକ ଘଟଣା ର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଅନେକ ଦୁର୍ଘଟଣା ଏମିତି ରହିଛି ଯାହା ଆମକୁ ସ୍ତବ୍ଧ କରି ଦେଇଥାଏ।

କାରଣ ସେହି ଦୁର୍ଘଟଣା ସେମିତି ଆଶ୍ଚର୍ଯ୍ୟ କର ଏବଂ ଭୟାନକ ହୋଇଥାଏ। ତେବେ କହିବାକୁ ଗଲେ ଦୁର୍ଘଟଣା ସମସ୍ତ ଙ୍କୁ ଏକ ଅଜଣା ଆଘାତ ଅଚାନକ ଭାବରେ ଦେଇ ଯାଇଥାଏ।ଏବେ ସାମ୍ନାକୁ ଆସିଛି ସେହିପରି ଏକ ଦୁର୍ଘଟଣା ର ଭୟାନକ ଚିତ୍ର ଯାହା ସାଧାରଣରେ ବିଶ୍ୱାସ କରିବା କଷ୍ଟକର ଅଟେ କିନ୍ତୁ ଏହାକୁ ମାନିବାକୁ ପଡ଼ିବ।ଯାହା ସାଧାରଣରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ କିନ୍ତୁ ସେହି ଘଟଣା ସତ।

ଅନେକ ଏପରି ଘଟଣା ଯାହା କ୍ୟାମେରା ରେ ରେକର୍ଡ ହେଲା ପରେ ଆମେ ସେହି ବିଷୟରେ ଜାଣି ପାରୁ। ଆଉ ଏହାକୁ ଦେଖି ଆମେ ଚକିତ ହୋଇଯାଉ।ତେବେ ଆସନ୍ତୁ ଜାଣିବା ଏକ ସେମିତି ଭୟାନକ ଘଟଣା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।

ତେବେ ଏଣେତେଣେ ବିଛାଡ଼ି ହୋଇ ଗଡୁଛି ତରଭୁଜ , କେଉଁଠି ତରଭୁଜ ଦୁଇ ଫାଳ ହୋଇ ଯାଇଛି ତ ଆଉ କେଉଁଠି ଗୋଟା ଗୋଟା ହୋଇ ପଡ଼ି ରହିଛି । ଯୁଆଡ କୁ ଚାହିଁବ ଲାଗିବ ସତେ ଯେମିତି ତରଭୁଜ ର ବୃଷ୍ଟିପାତ ହୋଇଛି ତାହା ପୁଣି ରାଜ ରାସ୍ତା ଉପରେ । ତେବେ ଏ ଦୃଶ୍ୟ ହେଉଛି ଜାତୀୟ ରାଜପଥର । କେନ୍ଦୁଝର ଜିଲ୍ଲା ଟାଉନ ଥାନା ଜୁଆଡ଼ିଆ ଘାଟି ରେ ଭାରସାମ୍ୟ ହରାଇ ଓଲଟି ପଡିଛି ତରଭୁଜ ଗାଡି । ଆଉ ଏ ହେଉଛି ତାପରର ଚିତ୍ର,ରାସ୍ତାରେ ଗୋଟା ଗୋଟା ହୋଇ ଗଡୁଛି ଲାଲ ତରଭୁଜ ।

ଘଟଣା ଅନୁସାରେ ଏକ ତରଭୁଜ ଗାଡି ମହାରାଷ୍ଟ୍ର ରୁ ତରଭୁଜ ନେଇ କଲିକତା ଅଭିମୁଖେ ଯାଉଥିଲା, କିନ୍ତୁ ଗତ 3 ଦିନ ଧରି ଡ୍ରାଇଭର ଆନ୍ଦୋଳନ ପାଇଁ ଗାଡି ଟି ଅଟକି ରହିଥିଲା ଆଉ ଆନ୍ଦୋଳନ ହଟିବା ପରେ ଫଳ ନଷ୍ଟ ହେବା ପୂର୍ବରୁ ନିର୍ଦ୍ଦିଷ୍ଟ ସ୍ଥାନରେ ଗାଡି ପହଞ୍ଚାଇବାକୁ ଡ୍ରାଇଭର ବ୍ୟତିବ୍ୟସ୍ତ ହୋଇ ଗାଡି ଚାଳନା କରିଥିଲେ ଯେଉଁଥି ପାଇଁ ଦୁର୍ଘଟଣା ର ଶିକାର ହୋଇଥିବା ସୂଚନା ମିଳିଛି ।

ଆଉ ଏହି ଦୁର୍ଘଟଣା ରେ ଡ୍ରାଇଭର ଜଣକ ଆହତ ହୋଇ ଥିବା ବେଳେ ରାଜ ରାସ୍ତା ରେ ଗଡୁଛି ମାଳ ମାଳ ତରଭୁଜ । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ରାସ୍ତା ରୁ ଦୁର୍ଘଟଣା ଗ୍ରସ୍ଥ ଟ୍ରକ କୁ ହଟାଇବାକୁ ଉଦ୍ୟମ ଜାରି ରଖିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment