ଓଡିଶାର No.1 youtuber – ରୁପା ପିଣ୍ଟୁଙ୍କ ବାହାଘର କେମିତି ହୋଇଥିଲା…? ମାତ୍ର 4 ଘଣ୍ଟାରେ 574k ରୁ ଅଧିକ ଲୋକ ଦେଖି ସାରିଲେଣି…

ଆପଣ ମାନେ ଓଡ଼ିଶାର ନମ୍ୱର ୱାନ ୟୁ ଟ୍ୟୁବ ଚେନାଲ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ କୁ ଭଲ ଭାବରେ ଜାଣିଥିବେ। ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି। ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି। ତେବେ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ଙ୍କ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଏବଂ ଏହା ଦେଖିଲେ ଆପଣ ନିଶ୍ଚିତ ଭାବରେ ଖୁସି ହୋଇଯିବେ ମଧ୍ୟ।


ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି। ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି। ତେବେ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ଙ୍କ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଏବଂ ଏହା ଦେଖିଲେ ଆପଣ ନିଶ୍ଚିତ ଭାବରେ ଖୁସି ହୋଇଯିବେ ମଧ୍ୟ।

ଏହି ଭିଡିଓ ରେ ଦେଖିବା ପାଇଁ ପାଉଥିବେ ପିଣ୍ଟୁ ଓ ରୁପା ଏକ ନୂଆ ଗୀତର ସୁଟିଂ ସାରି ପିଣ୍ଟୁ ତାଙ୍କ ବଡ଼ ଭଉଣୀ ଙ୍କ ଘରକୁ ରୁପାଙ୍କ ସହ ଯାଇଥିଲେ। କାରଣ ରୁପାଙ୍କ ଦେହ ଭଲ ନଥିଲା, ତାଙ୍କ ହାତରେ କଣ ବାହାରିଛି ସେମାନେ ହସପିଟାଲ ଯିବେ ବୋଲି ଯାଇଥିଲେ। ହସପିଟାଲ ରୁପା ଓ ପିଣ୍ଟୁ ଙ୍କ ଭଉଣୀ ଯାଇଥିଲେ। ଆଉ ଘରେ ପିଣ୍ଟୁ ଓ ତାଙ୍କ ଭଣଜା ବହୁତ ମଜା ମସ୍ତି କରୁଥିବାର ଦେଖିବାକୁ ମିଳିଥିଲା। ଆଉ ତାଙ୍କ ଭଣଜା ଏତେ ଦୁଷ୍ଟ ହେଉଛନ୍ତି କେହି ରୋକିପାରୁ ନାହାନ୍ତି। ଭଣଜା ତାଙ୍କ ମାମୁଁ ପିଣ୍ଟୁ କୁ ପିଟୁଥିବାର ମଧ୍ୟ ଦେଖିବା ପାଇଁ ମିଳିଥିଲା। ଆଉ ତାପରେ ରୁପା ଓ ପିଣ୍ଟୁ ଘରକୁ ଫେରି ଆସିଥିଲେ। ଫେରିବା ସମୟରେ ପିଣ୍ଟୁଙ୍କ ଭଣଜା ସେମାନଙ୍କ ସହିତ ଯିବ ବୋଲି କାନ୍ଦୁଥାଏ।

ଆଉ ସେମାନେ ତାପରେ ଘରକୁ ଫେରି ଆସିଥିଲେ। ଘରେ ଆସି ପିଣ୍ଟୁ ଏକ ନକଲି ସାପ କୁ ଆଣି ସମସ୍ତଙ୍କୁ ଡରାଉଛନ୍ତି। ଆଉ ସେମାନେ କେହି ପିଣ୍ଟୁଙ୍କ ପାଖକୁ ଯାଉ ନାହାନ୍ତି। ଆଉ ବର୍ତ୍ତମାନ ଧାନ ଅମଳର ସମୟ ଚାଲିଛି। ପିଣ୍ଟୁ ଆଉ ତାଙ୍କ ବାପା, ମା ଆଉ ତାଙ୍କ ସାନ ଭଉଣୀ ରୁନା ସମସ୍ତେ ମିଶି ଧାନ ଗୋଟାଉଛନ୍ତି। ତେବୃ ଏହିପରି ବହୁତ ମଜା ମସ୍ତି କରୁଥିବାର ଦେଖିବା ପାଇଁ ମିଳିଥିଲା। ଆଉ ପୁଣିଥରେ ରୁପା ଓ ପିଣ୍ଟୁ ଙ୍କ ନୂଆ ଗୀତ ଆସିବା ପାଇଁ ଯାଉଛି ରିଧିମା ଏଣ୍ଟରଟେନମେଣ୍ଟ ରେ।

Leave a Comment