ଦେଖନ୍ତୁ LIVE ଭିଡିଓ ! କାନ୍ଦି କାନ୍ଦି ରୂପା ପିଣ୍ଟୁ ଖୁସି ହାତ ଯୋଡ଼ି ଅନୁରୋଧ କରିଲେ plz ଦୟା କରନ୍ତୁ ..ପୁରା ଭିଡିଓ ଦେଖିଲେ ଆପଣ ବି କାନ୍ଦି ପକାଇବେ

ତେବେ ଆପଣ ମାନେ ତ ସମସ୍ତେ ଜାଣି ଥିବେ ରାଜବୀର ଙ୍କ ବିରଳ ରୋଗ ବିଷୟ ରେ ଯାହାକୁ ଭଲ କରିବା ପାଇଁ ଅନେକ କୋଟି ଟଙ୍କା ଦରକାର | ସୋସିଆଲ ମିଡ଼ିଆ ରେ ମଧ୍ୟ ଆପଣ ଦେଖି ଥିବେ ଯେ କିପରି ଭାବେ ରାଜବୀର ଙ୍କ ମା ବାପା ନିଜ ପିଲା କୁ ସୁସ୍ଥ କରିବା ପାଇଁ ଟଙ୍କା ପାଇଁ ନିବେଦନ କରି ଥିଲେ | ଏମିତି କି ଦୁହେଁ ବାପା ମା ଟଙ୍କା ପାଇଁ ଲୋକ ମାନଙ୍କୁ ଅନୁରୋଧ କରି ବିଚ ରାସ୍ତା ରେ ହାତ ଯୋଡ଼ି କାନ୍ଦି ମଧ୍ୟ ଥିଲେ |

ଏଥିସହିତ ରାଜବୀର ଙ୍କ ମା ଏକ ଭିଡ଼ିଓ ମାଧ୍ୟମ ରେ ହାତ ଯୋଡ଼ି କାନ୍ଦି କାନ୍ଦି କହି ଥିଲେ ଯେ ରାଜବୀର ବହୁତ କଷ୍ଟ ପାଉଛି ପ୍ଲିଜ ରାଜବୀର ବଞ୍ଚାଇ ଦିଅନ୍ତୁ | ମୋର ଏକ ମାତ୍ର ପୁଅ ରାଜବୀର ମୁଁ ମୋ ରାଜବୀର କୁ ଛାଡ଼ି ବଞ୍ଚି ପାରିବି ନାହିଁ | ତେବେ ବର୍ତ୍ତମାନ ସମୟ ରେ ଅନେକ ଓଡ଼ିଶା ବାସୀ ରାଜବୀର ଙ୍କୁ ସାହାଯ୍ୟ କରି ସାରିଲେଣି ଏହା ସହିତ ଅନେକ ସେଲିବ୍ରେଟି ମଧ୍ୟ ରାଜବୀର ଙ୍କ ପାଇଁ ହାତ ଯୋଡ଼ି ଅନୁରୋଧ କରିଛନ୍ତି |

 

ତେବେ ସୋସିଆଲ ମିଡ଼ିଆ ର ଏକ ଚର୍ଚ୍ଚିତ ଚେହେରା ହେଉଛନ୍ତି ରୂପା ଓ ପିଣ୍ଟୁ, ଯିଏକି ନିଜର ରିଲ୍ସ ମାଧ୍ୟମରେ ଅନେକ ଦର୍ଶକ ଙ୍କ ମନ କୁ କିଣି ପାରିଛନ୍ତି ଏବଂ ଘରେ ଘରେ ପରିଚିତ ହୋଇ ପାରିଛନ୍ତି | ତେବେ ଦୁହେଁ ବର୍ତ୍ତମାନ ରାଜବୀର ଙ୍କୁ ସାହାଯ୍ୟ କରିବା ଏକ ଭିଡ଼ିଓ ପ୍ରସ୍ତୁତ କରି ସମସ୍ତ ଙ୍କୁ ନେହୁରା କରିଛନ୍ତି | ଭିଡ଼ିଓ ଟିରେ ଦେଖିବା ପାଇଁ ମିଳି ଥିଲା କି ପିଣ୍ଟୁ ପ୍ରଥମେ ରାଜବୀର ଙ୍କ ମାଙ୍କ ପାଖକୁ ଭିଡ଼ିଓ କଲ କରି ଥିଲେ |

ତେବେ ରାଜବୀର ଙ୍କ ମା ତାଙ୍କ ପୁଅ ଙ୍କର ଅବସ୍ଥା ଦେଖାଇ ଥିଲେ ଆଉ କାନ୍ଦି କାନ୍ଦି କହି ଥିଲେ ରାଜବୀର କିଛି ଠିକସେ ଖାଇ ମଧ୍ୟ ପାରୁନି ସେ ବହୁତ କଷ୍ଟ ପାଉଛି |ତେବେ ଏହାପରେ ପିଣ୍ଟୁ ପଚାରି ଥିଲେ କି ଏପର୍ଯ୍ୟନ୍ତ କେତେ ଟଙ୍କା ଯୋଗାଡ଼ ହେଲଣି, ତାହାର ଉତ୍ତର ରେ ରାଜବୀର ଙ୍କ ମା କହି ଥିଲେ ଯେ 3 କୋଟି ଉପରେ ଟଙ୍କା ଯୋଗାଡ଼ ହୋଇଛି କିନ୍ତୁ ଏହି ଚିକିତ୍ସା ପାଇଁ ଆହୁରି ଅନେକ କୋଟି ଟଙ୍କା ଦରକାର ତାହା ତ ଆପଣ ଜାଣିଛନ୍ତି |

ତେବେ ରାଜବୀର ଙ୍କ ମା ଦୁଃଖ ରେ ଏତେ ଭାଙ୍ଗି ପଡିଛନ୍ତି ଯେ ପିଣ୍ଟୁ ଓ ରୂପା ତାଙ୍କୁ ସାନ୍ତ୍ୱନା ଦେଇ କହି ଥିଲେ ଯେ ମୋ ଦ୍ୱାରା ଯେତିକି ବି ହୋଇ ପାରିବ ମୁଁ ଆପଣ ଙ୍କୁ ସାହାଯ୍ୟ କରିବି | ତେବେ ଏହା ମଧ୍ୟ ଜଣା ପଡ଼ିଛି କି ପିଣ୍ଟୁ ରାଜବୀର ଙ୍କ ପାଇଁ 10 ହଜାର ଟଙ୍କା ସାହାଯ୍ୟ କରିଛନ୍ତି ଆଉ କହିଛନ୍ତି ଯେ ମୁଁ ମୋ ଫ୍ୟାନ୍ସ ମାନଙ୍କୁ ଅନୁରୋଧ କରିବି କି ଯେତେ ପାରିବେ ସାହାଯ୍ୟ କରିବେ | ଆଉ ଶେଷରେ ପିଣ୍ଟୁ ହାତ ଯୋଡ଼ି ଅନୁରୋଧ କରି କହି ଥିଲେ ଯେ ପ୍ଲିଜ ଦୟା କରି ରାଜବୀର କୁ ବଞ୍ଚାଇ ଦିଅନ୍ତୁ |

Leave a Comment