ଓଡ଼ିଶାର NO-1 YOUTUBER ରୂପା ପିଣ୍ଟୁଙ୍କୁ ଲାଗିଲା ବଡ ଝ଼ଟକା ! କାଲି ଖବର, ଆଜି ଚାପ, ସକାଳୁ ସକାଳୁ ସବୁ ଭିଡ଼ିଓ DELETE…ଦେଖନ୍ତୁ ଭିଡ଼ିଓ…

ହୋଲି ସାରା ଭାରତର ଅତି ଲୋକପ୍ରିୟ ପର୍ବ ଭିତରୁ ଅନ୍ୟତମ । ବସନ୍ତ ଋତୁର ଏଇ ଖେଳକୁ ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ଧର୍ମ ନିର୍ବି ଶେଷରେ ସମସ୍ତେ ଉପଭୋଗ କରିଥାନ୍ତି । ତେବେ ଆଜି ହେଉଛି ସେହି ପବିତ୍ର ହୋଲି।ଆଜିର ଦିନରେ ଜମୁଛି ରଙ୍ଗ ଖେଳର ଆସର ସାରା ଦେଶରେ ହୋଲି ପାଇଁ ଉତ୍ସବର ମାହୋଲ ରହିଛି ।ତେବେ ହୋଲି ହେଉଛି ରଙ୍ଗ ଓ ଭାଇ ଚାରାର ପର୍ବ। ହୋଲି ରଙ୍ଗ ଭରିଦିଏ ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା ଆଉ ଭଲ ପାଇବା। କୁହାଯାଏ ଏହି ଦିନ ଶତ୍ରୁ ବି ଶତ୍ରୁତା ଭୁଲି ରଙ୍ଗ ଖେଳରେ ସାମିଲ ହୁଏ।

ହୋଲି ଦିନ ଟିକେ ଅବିର ରଙ୍ଗୀନ କରିଦିଏ ଜୀବନକୁ ଆଉ ସୁଧୂର କରିଦିଏ ସମ୍ପର୍କକୁ। ପରସ୍ପର କୁ ରଙ୍ଗ ଲଗାଇ ଭାଇଚାରା ବନ୍ଧୁତ୍ୱ ଓ ସମ୍ପର୍କର ଡୋରୀ କୁ ଆହୁରି ମଜବୁତ୍ କରି ଦିଅନ୍ତି।ପିଲାଠାରୁ ଆରମ୍ଭ କରି ସମସ୍ତେ ହୋଲି ର ଏହି ଦିନ କୁ ଖୁବ୍ ଏଞ୍ଜୟ୍ ମଧ୍ୟ କରନ୍ତି। ତେବେ ହୋଲି ପାଇଁ ସବୁଠି ଉତ୍ସବ ମୁଖର ହୋଇ ଉଠିଛି।

ବେଶ୍ ଆନନ୍ଦ ଉଲ୍ଲାସର ସହିତ ସମସ୍ତେ ଆଜିର ଦିନକୁ ସେଲି ବ୍ରେଶନ କରିଥିବାର ଦେଖିବାକୁ ମିଳୁଛି। ବାଜା ବଜାଇ ନାଚ ଗୀତ କରି ପରସ୍ପର କୁ ଆଲିଙ୍ଗନ କରି ମିଠା ଖୁଆଇ ପରସ୍ପର କୁ ରଙ୍ଗ ରେ ଗଙ୍ଗିନ କରି ଚାଲିଛି ହୋଲି ସେଲିବ୍ରେଶନ। ଆଉ ଏସବୁ ର ଭିଡିଓ ମଧ୍ୟ ସମସ୍ତେ ସୋସିଆଲ ମିଡ଼ିଆ ରେ ଅପଲୋଡ଼ କରୁଛନ୍ତି।

ଆଉ ଜଣେ ସେଲିବ୍ରେଟି କ୍ୟାମେରା ଆଗରେ ଆସି ତାଙ୍କ ବନ୍ଧୁ ହାପି ଆଉ ଭଉଣୀ ସୁନା ଙ୍କୁ ଯାହା ସବୁ କହିଲେ ତାକୁ ସହଜ ରେ ପ୍ରଶଂସକ ମାନେ ଗ୍ରହଣ କରି ପାରିଲେ ନାହିଁ | କେବଳ ଦର୍ଶକ କମେଣ୍ଟ କରି ନଥିଲେ ବରଂ ହାପି ଆଉ ସୁନା ମଧ୍ୟ କାଉଣ୍ଟର ଆଟାକ କରି ଥିଲେ ଯାହାକୁ ବର୍ତ୍ତମାନ ଡିଲିଟ କରି ଦିଆ ଯାଇଛି |

ତେବେ ଏଠାରେ କହି ରଖିବା ପାଇଁ ଚାହିଁବୁ କି ବିବାଦ ରୂପା, ପିଣ୍ଟୁ, ହାପି ଆଉ ତାଙ୍କ ଭଉଣୀ ସୁନା ଙ୍କୁ ନେଇକି ହୋଇଛି | ଆଉ ସବୁଠାରୁ ବଡ଼ କଥା ହେଉଛି ଏମାନଙ୍କ ସମସ୍ତେଙ୍କର ନିଜସ୍ୱ ୟୁଟ୍ୟୁବ ଚ୍ୟାନେଲ ରହିଛି ଆଉ ହାପି ଙ୍କର ୟୁଟ୍ୟୁବ ଚ୍ୟାନେଲ ହେଉଛି ଅଲୱେଜ ହାପି ଲାଇଫ ଯାହାକି ଏବେ ଏବେ ଖୋଲା ହୋଇଛି | ପିଣ୍ଟୁ ଙ୍କ ସାନ ଭଉଣୀ ଙ୍କ ୟୁଟ୍ୟୁବ ଚ୍ୟାନେଲ ନାଁ ହେଉଛି ଅରୁଣ ସୁନା ଏକ୍ସପ୍ରେସ ଆଉ ପିଣ୍ଟୁ ଙ୍କ ବଡ଼ ଭଉଣୀ ଙ୍କର ମଧ୍ୟ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି ଯାହାର ନାଁ ହେଉଛି ଧନ ଏକ୍ସପ୍ରେସ |

ଆର ବର୍ଷ ହୋଲି ରେ ପିଣ୍ଟୁ ଙ୍କର ବଡ଼ ଭଉଣୀ ଶେଷ ଭିଡ଼ିଓ ପକାଉ ଥିଲେ ଆଉ ତାଙ୍କ ସାନ ଭଉଣୀ ଏକ ଭିଡ଼ିଓ କାନ୍ଦି କାନ୍ଦି କହି ଥିଲେ ଯାହାକି ସେ ଭିଡ଼ିଓ ଏବେ ଡିଲିଟ ହୋଇ ସାରିଲାଣି | ଆଉ ଯେଉଁ ହାପି ପିଣ୍ଟୁ ଙ୍କ ପାଖରେ କାମ କରୁଥିଲା ସେ ମଧ୍ୟ ପିଣ୍ଟୁ ଙ୍କୁ କଡ଼ା ଜବାବ ଦେଇଥିଲା ଯାହାକି ହାପି ତା ସୋସିଆଲ ସାଇଡ ରୁ ଡିଲିଟ କରି ସାରିଲାଣି |

ଆଉ ସବୁଠୁ ବଡ଼ କଥା ହେଉଛି ଯେଉଁ ଭିଡ଼ିଓ ହାପି ଓ ସୁନା ଙ୍କୁ ନେଇ ପିଣ୍ଟୁ କରି ଥିଲେ ତାକୁ ମଧ୍ୟ ଡିଲିଟ କରି ସାରିଲେଣି | ଆଉ ଏହାକୁ ଦେଖି ଏବେ ପ୍ରଶଂସକ କହୁଛନ୍ତି କି ପିଣ୍ଟୁ ଚାହୁଁ ନାହାଁନ୍ତି କି ହାପି ଆଉ ତାଙ୍କ ଭଉଣୀ କେହି ଆକାଉଣ୍ଟ ଖୋଲନ୍ତୁ କି ପଇସା କମାନ୍ତୁ | ଆଉ ଏହି ସବୁ ଭିଡ଼ିଓ ଡିଲିଟ ପରେ ଲାଗୁଛି କି ପରସ୍ପର ଙ୍କ ଭିତରେ କିଛି ବୁଝାମଣା ହୋଇ ଯାଇଛି |

Leave a Comment