ପୁଣି ନୁଆଁ ଷ୍ଟାଇଲ ରେ ରୂପା , ପିଣ୍ଟୁ ଗାଇଲେ ରୋମାଣ୍ଟିକ ଗୀତ..ଦେଖିଲେ ଆଶ୍ଚର୍ଯ୍ୟ ହେବେ…

ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି।ତେବେ କିନ୍ତୁ ଓଡ଼ିଶାର ଏହି ଯୋଡ଼ି ସୋସିଆଲ ମିଡ଼ିଆ କୁ ନିଜ ଆୟ କରିବାର ପନ୍ଥା ଭାବରେ ବାଛିଛନ୍ତି ଏବଂ ନିଜର ଅନ୍ତର୍ନିହିତ ଗୁଣ କୁ ଲୋକ ମାନଙ୍କ ସାମ୍ନାରେ ଦେଖାଇ ଲୋକ ପ୍ରିୟତା ହାସଲ କରିଛନ୍ତି।

ଆଉ ତାଙ୍କ ଯୋଡ଼ିକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି।ତେବେ ଏହି ଯୋଡ଼ି ଙ୍କ ଭିଡ଼ିଓ ମାଧ୍ୟମ ରେ ଲୋକ ଙ୍କୁ ଖୁବ ସୁନ୍ଦର ସୁନ୍ଦର ଆଲବମ ମଧ୍ୟ ଦେଇଥାନ୍ତି। ତେବେ କିନ୍ତୁ ବର୍ତ୍ତମାନ ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ ରୁ ଏହିପରି ଏକ ଭିଡ଼ିଓ ଆସିଛି ଯାହାକୁ ଦେଖିଲେ ଆପଣ ବହୁତ ଖୁସି ହୋଇଯିବେ।


ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି। ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି। ତେବେ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ବହୁତ ସାରା ଆଲବମ୍ ରେ କାମ କରି ଓଡ଼ିଶାର ସମସ୍ତ ଦର୍ଶକ ଙ୍କ ହୃଦୟରେ ସ୍ୱତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି। ତେବେ ବର୍ତ୍ତମାନ ରୁପା ଓ ପିଣ୍ଟୁ ଙ୍କ ଗୀତ ରେକର୍ଡିଂ ର କିଛି ଭିଡିଓ ସାମ୍ନାକୁ ଆସିଛି।

ଆଉ ଭାଇରାଲ ହେଉଥିବା ଭିଡ଼ିଓ ରେ ମ୍ୟୁଜିକ ପ୍ରାକ୍ଟିସ କରୁଥିବାର କିଛି ଦୃଶ୍ୟ ଦେଖିବାକୁ ମିଳିଛି, ଆଉ ବେଶ ସୁନ୍ଦର ଭାବରେ ଗୀତ ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ସେମାନେ ।ଆଉ ପ୍ରଥମ ଥର ପାଇଁକି ରୁପା ଆଉ ପିଣ୍ଟୁ ଗୀତ ଗାଇବା ପାଇଁ ଚେଷ୍ଟା କରିଥିବାର ଦେଖିବାକୁ ମିଳିଛି

ଆଉ ଆପଣ ମାନେ ତ ରୁପା ଓ ପିଣ୍ଟୁ ଙ୍କର ଅନେକ ପ୍ରକାରର ମ୍ୟୁଜିକ ଭିଡ଼ିଓ ମାନ ଭାଇରାଲ ହେବାର ଦେଖିବାକୁ ପାଉଥିବେ । ତେବେ ପ୍ରଥମ ଥର ପାଇଁ ରୁପା ଆଉ ପିଣ୍ଟୁ ଗୀତ ଗାଉଥିବାର ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ବୋଲି କୁହାଯାଉଛି ।

 

ତାହା ସହିତ ଦେଖିବାକୁ ମିଳିଛି କି ସୁନ୍ଦର ଭାବରେ ସ୍ୱାମୀ ଓ ସ୍ତ୍ରୀ ମିଶିକି ଗାଇବାକୁ ଲାଗିଛନ୍ତି ମନୋଛୁଆଁ ଗୀତ ଟି ଆଉ ଯାହା ରିଲିଜ ମଧ୍ୟ ହେଉଛି । ଆଉ ତାହା ସହିତ ସେହି ମ୍ୟୁଜିକ ରେ ସୁନ୍ଦର ଭାବରେ ଡାନ୍ସ କରିବେ ରୁପା ଆଉ ପିଣ୍ଟୁ ବୋଲି କୁହାଯାଉଛି । ଆଉ ଯାହା କୁହାଯାଉଛି କି ରୁପା ପିଣ୍ଟୁ ଙ୍କର ଏହି ମ୍ୟୁଜିକ ପ୍ରାକ୍ଟିସ ର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ।

Leave a Comment