ଆପଣ ମାନେ ତ ବେସ ଭଲ ଭାବରେ ଜାଣିଛନ୍ତି ମନୋରଂଜନ ଦୁନିଆର ଏକ ଲୋକପ୍ରିୟ ଯୋଡି ରୂପା ଏବଂ ପିଣ୍ଟୁ ଲୋକଙ୍କର ବେଶ୍ ପସନ୍ଦର ଯୋଡି ହୋଇ ପାରିଛନ୍ତି ଯାହାକି ସେମାନେ ଏବେ ଏକ ସେଲିବ୍ରିଟି ଯୋଡି | ଆପଣ ତ ଜାଣିଛନ୍ତି ସେଲିବ୍ରିଟି ମାନେ କିପରି ଅନେକ ସମୟରେ ସେମାନଙ୍କ ର କିଛି ଭିନ୍ନ ଅନ୍ଦାଜ, ଲାଇଫ ଷ୍ଟାଇଲ କୁ ଦେଖାଇ ସେମାନେ ତାଙ୍କର ଦର୍ଶକ ମାନଙ୍କ ର ନିକଟତର ହୋଇଥାନ୍ତି ଏବଂ ସେମାନଙ୍କୁ ଆକର୍ଷିତ କରିଥାନ୍ତି |
ଏହି ଯୋଡ଼ି ସବୁବେଳେ ଦର୍ଶକ, ପ୍ରସଂଶକ ମାନଙ୍କ ସହିତ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରିଥାନ୍ତି | ତେବେ ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ଭିନ୍ନ ଏବଂ ଆକର୍ଷିତ କଲା ଭଳି ହୋଇଥାଏ | ଲୋକେ ସେମାନଙ୍କୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଙ୍କୁ ଅନୁସରଣ ବି କରନ୍ତି |
ଏହି ସୁନ୍ଦର୍ ଯୋଡି ପାଇଁ ଏବେ ଅନେକ ଦର୍ଶକ ପାଗଳ ପ୍ରାୟ ଅଟନ୍ତି | ସେମାନେ ସେମାନଙ୍କ ଡାନ୍ସ ଏବଂ ଭଲପାଇବା ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି | ଅନେକ ସମୟରେ ସେମାନେ ତାଙ୍କର ଡାନ୍ସ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି |
ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଛି | କାରଣ ସେମାନେ ଦେଖିବାକୁ ଯେମିତି ସୁନ୍ଦର୍ ତାଙ୍କର ବ୍ଯବହାର ମଧ୍ଯ ସେମିତି ସୁନ୍ଦର୍ |
ନିଜର ସୁନ୍ଦର୍ ବ୍ୟକ୍ତିତ୍ଵ ସାଙ୍ଗକୁ ସୁନ୍ଦର୍ ଡାନ୍ସ ଦେଖାଇ ମ୍ୟୂଜିକ୍ ଭିଡିଓ ଜରିଆରେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ଏବଂ ବେଶ୍ ଲୋକପ୍ରିୟ ମଧ୍ଯ ହୋଇ ପାରିଛନ୍ତି ରୂପା ଏବଂ ପିଣ୍ଟୁ | ସେମାନେ ଅନେକ ସମୟରେ ବ୍ଲଗ ଭିଡିଓ ମାଧ୍ଯମରେ ଲୋକଙ୍କ ସହିତ ତାଙ୍କର ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରିଥାନ୍ତି |
ପୁଣି ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଉପଲୋଡ ହୋଇଛି ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ି ଯିବେ | ତେବେ ଭିଡ଼ିଓ ରେ ଦେଖିବାକୁ ମିଳିଛି କି ରୂପା, ପିଣ୍ଟୁ ଓ ଖୁସି ଏହା ସହିତ ତାଙ୍କର ପୁରା ପରିବାର ମିଶି ଲକ୍ଷ୍ମୀ ପୂଜା କରୁଛନ୍ତି ଏବଂ ନୂଆ ଡ୍ରେସ ପିନ୍ଧି ବୁଲୁଛନ୍ତି ଯାହାକି ଦେଖିବା ପାଇଁ ଖୁବ ସୁନ୍ଦର ଲାଗୁଛି |
ଏହା ପରେ ପୁରା ପରିବାର ମିଶି ଟିଭି ଦ୍ୱାରା ନିଜର ସବୁ ପୁରୁଣା ଭିଡ଼ିଓ କୁ ଦେଖୁଛନ୍ତି, କେଉଁଠି ହୋଲି ର ଭିଡ଼ିଓ ତ ଆଉ କେଉଁଠି ପୋଖରୀ ରେ ପିଣ୍ଟୁ ଗାଧୋଉ ଥିବାର ଭିଡ଼ିଓ ସମସ୍ତେ ମିଶି ଦେଖି ଖୁସି ହେଉଛନ୍ତି | ଏହା ସହିତ ପିଣ୍ଟୁ ତାଙ୍କ ପରିବାର ଓ ଗାଁ ର କୁନି କୁନି ପିଲା ଙ୍କ ସହ ମିଶି ଯେପରି ଛୁଆଙ୍କ ଭଳି ମଜାମସ୍ତି କରୁଛନ୍ତି ତାହାକୁ ଦେଖିଲେ ଆପଣ ମଧ୍ୟ ବେସ ଖୁସି ଅନୁଭବ କରିବେ | ତେବେ ଏହି ଭିଡ଼ିଓ କୁ ଦେଖି ଦର୍ଶକ ମଧ୍ୟ ସୋସିଆଲ ମିଡ଼ିଆ ରେ ଖୁବ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ଦେଇଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।