ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି।ତେବେ କିନ୍ତୁ ଓଡ଼ିଶାର ଏହି ଯୋଡ଼ି ସୋସିଆଲ ମିଡ଼ିଆ କୁ ନିଜ ଆୟ କରିବାର ପନ୍ଥା ଭାବରେ ବାଛିଛନ୍ତି ଏବଂ ନିଜର ଅନ୍ତର୍ନିହିତ ଗୁଣ କୁ ଲୋକ ମାନଙ୍କ ସାମ୍ନାରେ ଦେଖାଇ ଲୋକ ପ୍ରିୟତା ହାସଲ କରିଛନ୍ତି।
ଆଉ ତାଙ୍କ ଯୋଡ଼ିକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି।ତେବେ ଏହି ଯୋଡ଼ି ଙ୍କ ଭିଡ଼ିଓ ମାଧ୍ୟମ ରେ ଲୋକ ଙ୍କୁ ଖୁବ ସୁନ୍ଦର ସୁନ୍ଦର ଆଲବମ ମଧ୍ୟ ଦେଇଥାନ୍ତି। ତେବେ କିନ୍ତୁ ବର୍ତ୍ତମାନ ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ ରୁ ଏହିପରି ଏକ ଭିଡ଼ିଓ ଆସିଛି ଯାହାକୁ ଦେଖିଲେ ଆପଣ ବହୁତ ଖୁସି ହୋଇଯିବେ।
ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି। ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି।
ତେବେ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ବହୁତ ସାରା ଆଲବମ୍ ରେ କାମ କରି ଓଡ଼ିଶାର ସମସ୍ତ ଦର୍ଶକ ଙ୍କ ହୃଦୟରେ ସ୍ୱତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି।ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ସହିତ ଉତପ୍ରତଃ ଭାବରେ ଯୋଡ଼ିତ ।ତେଣୁ ତାଙ୍କ ବିଷୟରେ ସମସ୍ତେ ଜାଣିବା ପାଇଁ ପସନ୍ଦ କରନ୍ତି।
ତେବେ ବର୍ତ୍ତମାନ ରୁପା ଭାଉଜ ଏବଂ ପିଣ୍ଟୁ ଭାଇଙ୍କୁ ନେଇ ଏକ ସୂଚନା ଆସିଛି ଜାଣିଲେ ଆପଣ ବହୁତ ଖୁସି ହୋଇଯିବେ। ତେବେ ସୂଚନା ଟି କିଛି ଏହିପରି ରହିଛି କି , ଆମର ପିଣ୍ଟୁ ଭାଇ ଏବଂ ରୁପା ଭାଉଜ ଆଗକୁ ସିନେମା କରିବା କୁ ଯାଉଛନ୍ତି ବୋଲି ସୂଚନା ରହିଛି ।ତେବେ ଆପଣ ମାନେ ଜାଣିଥିବେ କି ପିଣ୍ଟୁ ଭାଇ ଓ ରୁପା ଭାଉଜ ଏହିପରି ଅନେକ ପ୍ରକାରର ଭିଡ଼ିଓ ତଥା ଡ଼୍ୟାନ୍ସ ଭିଡ଼ିଓ , ଛୋଟ ଛୋଟ କାହାଣୀ କୁ ନେଇ ଅଭିନୟ କରିଛନ୍ତି।
ତେବେ ଏହା ଦେଖିବା ପରେ ତାଙ୍କର ଫେନ ମାନେ ଚାଁହୁଁଛନ୍ତି କି ଏହି ଯୋଡ଼ି ସିନେମା କରନ୍ତୁ ବୋଲି।ତେବେ ଏହି ଘଟଣା କୁ ନେଇ ରୁପା ଓ ପିଣ୍ଟୁ କୌଣସି ମତ ଦେଇନାହାନ୍ତି ତା ସହ ସବୁଦିନ ଲୋକମାନ ଙ୍କ ସହ ଏହିପରି ଯୋଡ଼ି ହୋଇ ତାଙ୍କ ମୁଁହ ରେ ଖୁସି ଦେବାକୁ ଚାଁହୁଁ ଛନ୍ତି। ତେବେ ଦେଖାଯାଉ ଆଗକୁ ରୁପା ଓ ପିଣ୍ଟୁ ଙ୍କର ସିନେମା ଆସୁଛି କିମ୍ବା ନାହିଁ।