ଓଡ଼ିଆ ଅଭିନେତା SABYASACHI MISHRA ଙ୍କର ଏମିତି କିଛି ଫୋଟୋ, ଜୀବନରେ କେବେ ଦେଖି ନଥିବେ…

ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାରର ଭିଡ଼ିଓ ମାନ ସବୁବେଳେ ଭାଇରାଲ ହେବାକୁ ଲାଗିଥାଏ ।ତେବେ କୁହାଯାଏ କି ଯେତେବେଳେ ଆପଣ ମାନଙ୍କ ସାମ୍ନା ରେ ଆପଣ ଙ୍କର ଫେଭରାଇଟ ଏକ୍ଟର ମାନଙ୍କ ବିଷୟରେ କୌଣସି କଥା ଭାଇରାଲ ହେଉଥିବାର ଦେଖିବାକୁ ଆପଣ ମାନେ ପାଇଥାନ୍ତି ତାହାଲେ ସେହି ଭଳି ଭିଡ଼ିଓ ପ୍ରତି ଆପଣ ମାନଙ୍କର ଭଲ ପାଇବା ମଧ୍ୟ ଦେଇଥାନ୍ତି ବୋଲି କୁହାଯାଉଛି । ଆଉ ବର୍ତ୍ତମାନ ଆମେ ଯାହାଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ଓଲିଉଡ ର ଜଣେ ବେଶ ଜଣା ଶୁଣ ଏକ୍ଟର ସବ୍ୟସାଚୀ ଙ୍କ ବିଷୟରେ ।ତେବେ ସବ୍ୟସାଚୀ ଙ୍କର ଲାଇଫ ଷ୍ଟାଇଲ ସହିତ ସମସ୍ତ କଥା ଉପରେ ନଜର ପକାଇବା ।

 

ଆପଣ ମାନେ ଓଲିଉଡ ର ଅନେକ ଜଣା ଶୁଣ ଏକ୍ଟର ମାନଙ୍କ ବିଷୟରେ ଜାଣିଥିବେ ଯେଉଁ ମାନେ କି ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ପାଖରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି । ଆଉ ସେହିଁ ଭଳି ଜଣେ ମୋଲ୍ଟି ଟେଲେଣ୍ଟେଡ ଏକ୍ଟର ତଥା ହ୍ୟାଣ୍ଡ ସମ ହିରୋ ହେଉଛନ୍ତି ସବ୍ୟସାଚୀ । ଆଉ ଯିଏ କି ଆମ ଓଡ଼ିଆ ଇଣ୍ଡୋଷ୍ଟ୍ରି ପାଇଁକି ଅନେକ ଫିଲ୍ମ କରିଛନ୍ତି ଆଉ ସୁନ୍ଦର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ବୋଲି ମଧ୍ୟ କୁହାଯାଉଛି ।ତେବେ ସେହି ବେଶ ଜଣା ଶୁଣ ଅଭିନେତା ସବ୍ୟସାଚୀ ଙ୍କ ବିଷୟରେ ଜାଣିବା ।

 

ସବ୍ୟସାଚୀ ଙ୍କର ଜନ୍ମ ଆଉ ଫେମିଲି –


ଓଲିଉଡ ଏକ୍ଟର ସବ୍ୟସାଚୀ ମିଶ୍ର ଙ୍କର ଡାକ ନାଁ ହେଉଛି ସବ୍ୟ ।ଯିଏକି 6 ଅକ୍ଟୋବର 1985 ମସିହା ରେ ଜନ୍ମ ଗ୍ରହଣ କରିଥିଲେ ବୋଲି ମଧ୍ୟ କୁହାଯାଉଛି ।ଆଉ ତାଙ୍କର ବାପା ଙ୍କର ନାଁ ସୁରେନ୍ଦ୍ର ମିଶ୍ର ହୋଇଥିବା ବେଳେ ସବ୍ୟ ଙ୍କର ମା ଙ୍କ ନାଁ ସୁଷମା ମିଶ୍ର ବୋଲି କୁହାଯାଉଛି ।ତେବେ ସବ୍ୟ ଅଲିଉଡ ଏକ୍ଟ୍ରେସ ଅର୍ଚ୍ଚିତା ଙ୍କୁ ବିବାହ ମଧ୍ୟ କରିଛନ୍ତି ।ଆଉ ତାଙ୍କର ହାଇଟ 5 ଫୁଟ 10 ଇଞ୍ଚ ହୋଇଥିବା ବେଳେ ୱେଟ 65 ବୋଲି କୁହାଯାଉଛି ।ତେବେ ସବ୍ୟସାଚୀ ବୁର୍ଲା ରେ ଜନ୍ମ ହୋଇଥିଲେ ମଧ୍ୟ ସେ ଭୁବନେଶ୍ୱର ରେ ବାସ କରିଥାନ୍ତି ।

 

ସବ୍ୟସାଚୀ ୟୁନିଟ ୧ ବୋଏଜ ସ୍କୁଲ ଭୁବନେଶ୍ୱର ରେ ତାଙ୍କର ସ୍କୁଲ ଲାଇଫ ବିତାଇଥିଲେ ତାହା ସହିତ ସେ ନେଶନାଲ ଟେକ୍ନିକ ଅଫ ରାଉରକେଲା ରେ ତାଙ୍କର କଲେଜ ଲାଇଫ ସମାପ୍ତ କରିଥିଲେ । ତେବେ ସବ୍ୟ ଙ୍କୁ କ୍ରିକେଟ ଓ ଫୁଟବଲ ଖେଳିବାକୁ ପସନ୍ଦ ଆସିବା ସହିତ ଏକ୍ଟିଂ ଓ ଡାନସିଂ କୁ ପସନ୍ଦ କରିଥାନ୍ତି । ତେବେ ସବ୍ୟ 2007 ମସିହାରେ ” ପାଗଳ ପ୍ରେମୀ ” ଫିଲ୍ମ ମାଧ୍ୟମରେ ସିନେମା ଜଗତକୁ ଏଣ୍ଟ୍ରି କରୁଥିଲେ ଆଉ ଫିଲ୍ମ ଆୱାର୍ଡ ମଧ୍ୟ ପାଇଥିଲେ ।ତାହା ପରେ ଅନେକ ସିନେମା କରି ଓଡିଶା ର ଲୋକ ମାନଙ୍କର ହୃଦୟରେ ଜାଗା ବନେଇ ପାରିଛନ୍ତି ସବ୍ୟ ।

Leave a Comment