ପ୍ରତିଦିନ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ଭାଇରାଲ ଗେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ । ତେବେ ବିଶେଷ କରିକି ପ୍ରେମ ସମ୍ପର୍କ କୁ ନେଇକି ଅନେକ ସମୟରେ ଅନେକ ଖବର ଆସୁଥିବାର ଦେଖିବାକୁ ମିଳିଥାଏ । ତେବେ ବର୍ତ୍ତମାନ ସେହି ପ୍ରେମ ସମ୍ପର୍କ କୁ ନେଇକି ଏକ ଭିଡ଼ିଓ ଟେ ଭାଇରାଲ ହେବାରେ ଲାଗିଛି, ଆଉ ଯେଉଁଠି ଦେଖା ଯାଉଛି କି ପ୍ରେମିକ ଜଣଙ୍କ ଝିଅ ଟିକୁ ବିବାହ କରିବାର ପ୍ରତିଶୃତି ଦେଇ ଏବେ ଦେଇଛନ୍ତି ଧୋକା । ଆଉ ଯେଉଁଥିପାଇଁ ଯୁବକ ଙ୍କ ଘର ସାମ୍ନା ରେ ବସିକି ନ୍ୟାୟ ପାଇଁ ଦାବି କରିଛନ୍ତି ପ୍ରେମିକା ଜଣଙ୍କ । ତାହେଲେ ଭାଇରାଲ ହେଉଥିବା ସେହି ଘଟଣା ଟି ଉପରେ ଟିକିଏ ନଜର ପକାଇବା ।
ତେବେ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା, ମହାକାଳପଡା ପଞ୍ଚାୟତ ର, ମାର୍ଶାଖର ଥାନା ଅନ୍ତର୍ଗତ, ଖୁରୁସୁଆ ପଞ୍ଚାୟତ ର ବନ୍ଧ କୁନ୍ଧା ପଞ୍ଚାୟତ ର ରମେଶ ଙ୍କ ପୁଅ ରଞ୍ଜନ ଭଲ ପାଉଥିଲେ ।ଝାଡ଼ଖଣ୍ଡ ର ୠମୁଟା ମାଇଲ ହାଡ଼ୱାର ରେ କାମ କରୁଥିଲେ ।
ଆଉ ପ୍ରେମିକା ଜଣଙ୍କର ଘର ହେଉଛି ଯାଜପୁର ଜିଲ୍ଲାର ଝଡ଼ପଦା ଥାନା ର ଗୌତମ ରାଉତ ଙ୍କ ଝିଅ ପ୍ରତୀକ୍ଷା ରାଉତ । ଆଉ ଯାହା ଜଣା ପଡିଛି କି ସେମାନେ ଉଭୟ ଉଭୟ ଙ୍କୁ କରୁଥିଲେ ପ୍ରେମ । ଆଉ ସେହି ପ୍ରେମ ସମ୍ପର୍କ ବହୁତ ଜୋର ସୋର ରେ ମଧ୍ୟ ଚାଲିଥିଲା ।ଆଉ ଯାହା ଜଣା ପଡିଛି କି ପ୍ରେମିକ ଜଣଙ୍କ ପ୍ରେମିକା ଙ୍କ ସହିତ ଦୀର୍ଘ 14 ମାସ ହେବ ପ୍ରେମ ଜାଲରେ ଫସେଇକି ରଖିଥିଲେ ।
ଆଉ ମିଳିଥିବା ସୂଚନା ଅନୁସାରେ ପ୍ରେମିକ ଜଣ ଙ୍କ ଇନ୍ଷ୍ଟଗ୍ରାମ ରେ ପ୍ରଥମେ ଯୁବତୀ ଜଣଙ୍କୁ ଫ୍ରେଣ୍ଡ ରିକୁଏଷ୍ଟ ପଠାଇଥିଲେ । ଆଉ ତାହା ପରେ ପ୍ରେମିକ ଜଣକ ପ୍ରେମିକା ଙ୍କ ସହିତ ଭଲ ପାଇବା ମଧ୍ୟ ଦେଖାଉଥିଲେ । ଆଉ ପ୍ରେମିକ ଜଣଙ୍କ ପ୍ରେମିକା ଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଯାଉଥିଲେ ଆଉ ତାଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିବା କଥା ପ୍ରକାଶ କରିକି କହିଛନ୍ତି ପ୍ରେମିକା ଜଣକ ।ଆଉ ଏତେ ସବୁ ହେଇଗଲା ପରେ ଏବେ ପ୍ରେମିକ ଜଣଙ୍କ ପ୍ରେମିକା ଙ୍କ ସହିତ କୌଣସି ସମ୍ପର୍କ ନାହିଁ ବୋଲି କହିବାକୁ ଲାଗିଥିଲେ ।
ଆଉ ତାଙ୍କ ସହିତ କୌଣସି ବି ସଂପର୍କ ରଖିବା ପାଇଁ ମନା କରି ଦେଇଥିଲେ ପ୍ରେମିକ ଜଣଙ୍କ । ଆଉ ଏଭଳି କଥା ଶୁଣିବା ପରେ ପ୍ରେମିକା ଜଣଙ୍କ ଭାଙ୍ଗି ପଡିଛନ୍ତି ଆଉ କହିଛନ୍ତି କି ମତେ ଅଇଁଠା କରି ସାରିବା ପରେ ପୁଣି ଆଉ କିଏ ମତେ ଗ୍ରହଣ କରିବ । ଏପରି କହିବା ସହିତ ଯୁବକ ଙ୍କ ଘର ଆଗରେ ନ୍ୟାୟ ପାଇଁ ଧାରଣା ଦେଇଛନ୍ତି । ଆଉ ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।