ତେବେ ଆପଣ ତ ଜାଣିଛନ୍ତି ଆମେ 33 କୋଟି ଦେବତା ରହିଛନ୍ତି ଆଉ ଆମ ହିନ୍ଦୁ ଧର୍ମ ରେ 13 ଗୋଟି ପର୍ବ ମଧ୍ୟ ରହିଛି ଯାହାକୁ ଆମେ ଖୁବ ଖୁସିବାସ ରେ ପାଳନ କରିଥାଉ | ତେବେ ଆମ ହିନ୍ଦୁ ଧର୍ମ ର ଲୋକ ମାନେ ଯେତେ ବେଳେ ସଙ୍କଟ ରେ ପଡ଼ି ଥାଆନ୍ତି ସେମାନେ ସେତେ ବେଳେ ଭଗବାନ ଙ୍କୁ ସ୍ମରଣ କରି ଥାଆନ୍ତି | ତେବେ ଯେତେ ବେଳେ ଏକ ମନୁଷ୍ୟ କୌଣସି ଅସୁବିଧା ରେ ହେଉ କି ସଙ୍କଟ ରେ ପଡିଥାଏ ସେତେ ବେଳେ ସେ ବଜରଙ୍ଗୀ ବାଲି ଙ୍କୁ ସ୍ମରଣ କରିଥାଏ | କାରଣ ହନୁମାନ ଜି ଙ୍କୁ ସ୍ମରଣ କଲେ ସେ ସବୁ ସଙ୍କଟ ରୁ ଆମକୁ ରକ୍ଷା କରି ଥାଆନ୍ତି |
ତେବେ ଭଗବାନ ଙ୍କୁ ଡାକିବାରେ କିଛି ଗୁପ୍ତ ମନ୍ତ୍ର ମଧ୍ୟ ରହିଛି ଯାହା ଦ୍ୱାରା ଆମ ଜୀଵନ ର ସମସ୍ତ ସମସ୍ୟା ଦୂର ହୋଇଯିବ | ତେଵେ ଆଜି ସେଭଳି ଭାବେ ହନୁମାନ ଜି ଙ୍କର ପାଞ୍ଚୋଟି ମନ୍ତ୍ର ସମ୍ପର୍କ ରେ କହିବୁ ଯାହାକୁ ଧ୍ୟାନ ଦେଇ ଉଚ୍ଚାରଣ କରିବା ଦ୍ୱାରା ନିଜର ଦୁଃଖ ଦୁଦର୍ଶା ସବୁକିଛି ଦୂର ହୋଇ ଯାଇଥାଏ, ତେବେ ଆସନ୍ତୁ ଏହି ସମ୍ପର୍କ ରେ ଆଲୋଚନା କରିବା |
1:-“ଭୂତ ପିଶାଚ ନିକଟ ନହିଁ ଆବେ ମହାବୀର ଜବ ନାମ ସୁନାବେ” :- ଯଦି ବ୍ୟକ୍ତି ମନରେ କୌଣସି ଡର କିମ୍ବା ଭୟ ରହିଥାଏ ତେବେ ସେହି ବ୍ୟକ୍ତି ଜୀବନରେ କୌଣସି ପରିସ୍ଥିତି ହାର ନ ମାନିବା ସହିତ ବ୍ୟକ୍ତି ମନର ସମସ୍ତ ପ୍ରକାର ଡର କିମ୍ବା ଭୟ ମଧ୍ୟ ଦୂର ହୋଇଯାଏ | ଏହି ମନ୍ତ୍ର ଆପଣ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ପାଠ କରନ୍ତୁ, ଏହାର ଶୁଭଫଳ ନିଶ୍ଚିତ ମିଳିବ |
2:-“ନାସେଇ ରୋଗ ହରଇ ସବ ପିରା ଜପତ ନିରନ୍ତର ହନୁମନ୍ତ ବୀରା ” ତେବେ ଯେଉଁ ବ୍ୟକ୍ତି ସକାଳ ସନ୍ଧ୍ୟରେ ହନୁମାନଙ୍କ ଏହି ମନ୍ତ୍ର 108 ଥର ଜପ କରନ୍ତି ସେହି ବ୍ୟକ୍ତିଙ୍କର ସମସ୍ତ ଦୁଃଖ ଦୂର ହେବା ସହିତ ତାଙ୍କର ବହୁଦିନରୁ ଲାଗି ରହିଥିବା ପୀଡା ମଧ୍ୟ ଦୂର ହୋଇଯିବ | ଏହା ସହିତ ଆପଣ ପ୍ରତ୍ୟେକ ମଙ୍ଗଳବାର ଦିନ ଯଦି ହନୁମାନ ପୂଜା ପାଠ ସହିତ ଆଳତି କରନ୍ତି ତେବେ ଜୀବନରେ ଆପଣଙ୍କୁ କେବେ କୌଣସି ବଡ଼ ଧରଣର ରୋଗ ମଧ୍ୟ ହେବ ନାହିଁ |
3:-ଅଷ୍ଟସିଦ୍ଧି ନୌନିଧିକେ ଦାତା ଅସବର ଦିନ ଜାନକୀ ମାତା :- ଏହି ମନ୍ତ୍ର ଯଦି ବ୍ୟକ୍ତି ଯଦି ପ୍ରତିଦିନ ପ୍ରଭାତରେ ପାଠ କରନ୍ତି ତେବେ ଆପଣ ସମସ୍ତ ପ୍ରକାର ଶକ୍ତି ପ୍ରାପ୍ତ କରିବା ସହିତ ଆପଣ ସମସ୍ତ ପ୍ରକାର ଅସୁବିଧାରୁ ମଧ୍ୟ ମୁକ୍ତି ପ୍ରାପ୍ତ କରିବେ | ଜୀବନରେ ଯେତେ ଅସୁବିଧା ଆସିଲେ ମଧ୍ୟ ଆପଣ କେବେ ସେଥିରେ ହାର ମାନିବେ ନାହିଁ |ଏହା ସହିତ ଆପଣଙ୍କ ଜୀବନରେ ଅନେକ ପରିବର୍ତନ ଆସିବା ସହିତ ବହୁତ ଖୁସିରେ ରହିବେ |
4-ବିଦ୍ୟାବାନ ଗୁଣି ଅତି ଚାତୁର ରାମ କାର୍ଯ୍ୟ କରିବେକ ଆତୁର “- ଏହି ମାତ୍ର ବହୁତ ମୂଲ୍ୟବାନ ମନ୍ତ୍ର ଅଟେ ଆପଣ ଯଦି ଏହି ମନ୍ତ୍ର ପ୍ରତ୍ୟେକ ଦିନ ଅଗର ଥର ଜପ କରନ୍ତି ତେବେ ଆପଣ ବିଦ୍ୟା ବୁଦ୍ଧି ପ୍ରାପ୍ତ କରନ୍ତି, ଏହା ସହିତ ଯେଉଁ ପିଲାମାନେ ପାଠ ପଢିବା ଦ୍ଵାରା ମଧ୍ୟ ତାହା ମାନେ ରହୁନାହିଁ ତେବେ ଏହାକୁ ଭକ୍ତିର ସହକାରେ ଜପ ନିଶ୍ଚିତ କରନ୍ତୁ |
5:- ତେବେ ଆପଣ ଯଦି ପ୍ରତ୍ୟେକ ଶନିବାର ଓ ମଙ୍ଗଳବାର ଦିନ ସମ୍ପୂଣ ହନୁମାନ ଚାଳିଶା ଜପ କରନ୍ତି ତେବେ ଆପଣଙ୍କ ଜୀବନରେ ଅନେକ ପରିବର୍ତନ ଆସିବା ସହିତ ଆପଣଙ୍କ ଜୀବନରୁ ସମସ୍ତ ସମସ୍ୟା ଦୂର ହୋଇଯିବ |