ଓଃ କି ଡ୍ୟାନ୍ସ ! ଦେଖନ୍ତୁ ଭାଇରାଲ ହେଉଥିବା ଏହି School ଛାତ୍ରୀଙ୍କ ଜବରଦସ୍ତ ଡ୍ୟାନ୍ସ , ଡ୍ୟାନ୍ସ ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି ଦେଖନ୍ତୁ ଭିଡ଼ିଓ….

ଆଜି କାଲିକା ସମୟରେ ସମସ୍ତେ ସୋସିଆଲ ମିଡ଼ିଆରେ ସହିତ ଓତଃପ୍ରୋତ ଭାବେ ଜଡ଼ିତ ରହିଥାନ୍ତି। ବିଭିନ୍ନ ପ୍ରକାରର ଫଟୋ, ଭିଡିଓ ସୋସିଆଲ ମିଡ଼ିଆରେ ସମସ୍ତେ ପୋଷ୍ଟ କରିଥାନ୍ତି। ପ୍ରତିଦିନ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆମେ ସମସ୍ତ ପ୍ରକାର ଘଟଣା ବଳୀ ବିଷୟରେ ଜାଣିପାରୁ। ଏହି ସୋସିଆଲ ମିଡ଼ିଆ କୁ ପ୍ରାୟତଃ ଯୁବପିଢି ମାନେ ବ୍ୟବହାର କରିଥାନ୍ତି। ସେଥିପାଇଁ ଆଜିକାଲି ଯୁବପିଢି ମାନଙ୍କ ଭିଡିଓ ଚର୍ଚ୍ଚା ହେବାରେ ଲାଗିଛି। କିନ୍ତୁ ବେଳେବେଳେ ମଧ୍ୟ ସୋସିଆଲ ମିଡ଼ିଆରେ ଫେମସ୍ ହେବା ପାଇଁ ବିଭିନ୍ନ ପ୍ରକାରର ଭିଡିଓ ଅପଲୋଡ଼ କରିଥାନ୍ତି।

ତେବେ ଅନେକ ସମୟରେ ବହୁତ ରୋଚକ କର ଘଟଣା ର ଭିଡ଼ିଓ ସୋସିଆଲ ମିଡ଼ିଆ ମାଧ୍ୟମରେ ଭାଇରାଲ ହୋଇ ଥାଏ । ଆଉ ଏମିତି କିଛି ମଜାଳିଆ ଭିଡ଼ିଓ ସବୁ ଥାଏ ଯାହା ଆଖି ଦୃଶୀୟା ହୋଇଥାଏ ଦର୍ଶକ ମାନେ ପସନ୍ଦ କରିଥାନ୍ତି । ନିଜର ଦୈନନ୍ଦିନ କାର୍ଯ୍ୟ ବ୍ୟସ୍ତତା ରୁ ଟିକିଏ ଫୁରସତ ମିଳିଲେ ମନକୁ ଟିକେ ହାଲୁକା କରିବା ପାଇଁ ସୋସିଆଲ ମିଡ଼ିଆରେ ଏପରି ଭିଡ଼ିଓ ଆପଣ ମାନେ ସମସ୍ତେ ଦେଖି ଥାଆନ୍ତି ଏବଂ ହଁସି ହଁସି ଗଡି ଯାଇଥାନ୍ତି ଯାହା ଫଳରେ ମନର ବୋଝ ହାଲୁକା ହୋଇଥାଏ ।

ତେବେ ଆଜି କାଲିର ବ୍ୟସ୍ତତା ଭିତରେ ଟିକେ ମୁହଁ ରେ ହଁସ ଫୁଟେଇବା ର ସୁଯୋଗ ମିଳିବାର ସୋସିଆଲ ମିଡ଼ିଆର ଭାଇରାଲ ହେଉଥିବା ଏପରି ଭିଡ଼ିଓ ପାଲଟିଛି ମୁଖ୍ୟ ଭୂମିକା । ତେବେ ଆପଣମାନେ ସମସ୍ତେ ତୋ ଏହି କଥା ରେ ସହମତ ଥିବେ ନିଶ୍ଚୟ ଯେ ସୋସିଆଲ ମିଡ଼ିଆ ଆଜିର ଯୁବ ପୀଢ଼ି ମାନଙ୍କ ପାଇଁ ପାଲଟି ଯାଇଛି ବହୁ ମୂଲ୍ୟ ବସ୍ତୁ । କେବଳ ଯୁବ ପିଢୀ ନୁହଁ ପିଲା ଠୁ ବୁଢା ଏବେ ସମସ୍ତେ ସ୍ମାର୍ଟ୍ ଫୋନ୍ ର ବଶବର୍ତ୍ତୀ । ତେବେ ଏହାର କିଛି ସକାରାତ୍ମକ ପକ୍ଷ ଥିବା ବେଳେ କିଛି ନକାରାତ୍ମକ ପକ୍ଷ ମଧ୍ୟ ରହିଛି ।

 

ତେବେ ସୋସିଆଲ ମିଡିଆର ଗୋଟେ ସକାରାତ୍ମକ ପକ୍ଷ ହେଉଛି ଆଜିର ପିଲା ମାନେ ନିଜର ପ୍ରତିଭା କୁ କୋଣ ରାଜ୍ୟର ଦେଶର ଅନୁକୋଣରେ ଥିବା ଲୋକ ମାନଙ୍କ ପାଖରେ ପହଞ୍ଚାଇ ପାରୁଛି । ଆଜି କାଲିର ପ୍ରାୟ ସମସ୍ତ ଲୋକ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । ଯେଉଁ ପିଲା ମାନଙ୍କର ନିଜସ୍ଵ ପ୍ରତିଭା ଅଛି ଯେପରିକି ଡାନ୍ସ, ସଙ୍ଗୀତ, ଚିତ୍ରାଙ୍କନ ଆଦି ସେସବୁ ସୋସିଆଲ ମିଡ଼ିଆରେ ସେୟାର କରୁଛନ୍ତି । ଏବଂ ତାହାକୁ ବହୁତ ଲୋକ ଦେଖୁଛନ୍ତି ଏବଂ ପସନ୍ଦ ମଧ୍ୟ କରୁଛନ୍ତି । ସେହିପରି ନିକଟରେ ଏକ କଲେଜ ଛାତ୍ରୀଙ୍କ ଡାନ୍ସ ଭିଡ଼ିଓ ସାମ୍ନାକୁ ଆସିଛି ଯାହାକି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ବେଶ୍ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।


ତେବେ ସେହି ଭିଡି ଓଟିରେ ଦେଖିବାକୁ ମିଳିଛି ଯେ କଲେଜ ଛାତ୍ରୀ ଜଣକ ୟୁନିଫର୍ମ ରେ ଅଛନ୍ତି । ଗୋଟେ ଖୋଲା ପଡିଆରେ କଲେଜ ଝିଅ ଟି ଓଡ଼ିଆ ଓ ସମ୍ବଲପୁରୀ ଗୀତର ମିକ୍ସ ଗୀତ ବଜାଇ ତାର ତାଳେ ତାଳେ ଝୁମି ଝୁମି ନାଚୁଛନ୍ତି । କିଛି ଓଡ଼ିଆ ଆଲବମ୍ ଗୀତ ଏବଂ ସମ୍ବଲପୁରୀ ଗୀତରେ ମଧ୍ୟ ନାଚିବା ସହିତ ବିଭିନ୍ନ ପୋଜ ଦେଇ ଫୋଟ ଏବଂ ଭିଡ଼ିଓ ଉଠାଉଛନ୍ତି । ତାଙ୍କର ଡ୍ଯାନ୍ସ ଏତେ ମନୋଲୋଭା ହୋଇଛି ତାଙ୍କ ଶିକ୍ଷକ ଏବଂ ସାଙ୍ଗସାଥୀମାନେ ଏହାକୁ ଦେଖିବାକୁ ଲାଗିଛନ୍ତି। ତେବେ ଏହା କେଉଁ କଲେଜର କିମ୍ବା କିଏ ଏହି କଲେଜ ଛାତ୍ରୀ ତାହା ଜଣାପଡିନଥିଲେ ମଧ୍ଯ ସୋସିଆଲ ମିଡିଆରେ ଏହାକୁ ବହୁତ ପସନ୍ଦ କରୁଛନ୍ତି ଦର୍ଶକମାନେ।

Leave a Comment