ଯେମିତିକି ଆପଣ ମାନେ ଜାଣିଥିବେ କି ସାଧାରଣ ଜ୍ଞାନ ସମସ୍ତଙ୍କ ପାଇଁ ଆବଶ୍ୟକ ହୋଇଥାଏ। ତେବେ ଏହାର କାରଣ ହେଉଛି ଆଜିର ଛାତ୍ରଛାତ୍ରୀ ହେଉ ବା ଯୁବ ପିଢ଼ି ସେମାନଙ୍କ ଠାରେ କେବଳ ପୁସ୍ତକଗତ ଜ୍ଞାନ ରହିଛି ଯାହା ଆଜିର ସମୟରେ ଗୁରୁତ୍ବ ଥିଲେ ବି ତାହା କୌଣସି ଚାକିରୀ କ୍ଷେତ୍ରରେ କାମ ଦେଉ ନାହିଁ। ତାହେଲେ କେବଳ ପୁସ୍ତକଗତ ଜ୍ଞାନ ରହିଲେ ଆଜିର ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ସିନା ଭଲ ନମ୍ବୟ ରଖିବେ ହେଲେ ପ୍ରକୃତ ପରୀକ୍ଷାରେ ସେମାନେ କିଛି କରିପାରିବେ ନାହିଁ। ସେଥିପାଇଁ ଆଜିର ଯୁବପିଢି ମାନଙ୍କ ପାଖରେ ପୁସ୍ତକଗତ ରହିଛି ହେଲେ କୌଣସି ଚାକିରି କ୍ଷେତ୍ରରେ ହେଉଥିବା ଇଣ୍ଟରଭ୍ୟୟୁ ରେ ସେମାନେ ଭଲ ଭାବରେ ଉତ୍ତର ଦେଇ ପାରୁନାହାନ୍ତି ଯାହା ଦ୍ଵାରା ବିଫଳ ହେଉଛନ୍ତି।
ତେବେ ଏହି ବିଫଳ ହେବାର ଏକ ମାତ୍ର କାରଣ ହେଉଛି ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁ ନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁ ନାହାନ୍ତି। ତେଣୁ ଆଜିକାଲିର ଦୁନିଆରେ ନିଜକୁ ପ୍ରମାଣ କରିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ମଧ୍ୟ ଆବଶ୍ୟକ। ତାହେଲେ ସେହି ସବୁ ସାଧାରଣ ଜ୍ଞାନ ବା ଜିକେ ର ପ୍ରଶ୍ନ ଉତ୍ତର ବିଷୟରେ ଆଲୋଚନା କରିବା।
ପ୍ରଶ୍ନ ୧-ମଣିଷ ର କେଉଁ ଅଙ୍ଗ ବିଜୁଳି ଉତ୍ପନ କରିଥାଏ? ଉତ୍ତର -ମସ୍ତିଷ୍କ
ପ୍ରଶ୍ନ ୨-ଆମ ଶରୀରର କେଉଁ ଅଙ୍ଗ ରେ ରକ୍ତ ନ ଥାଏ? ଉତ୍ତର-ନଖ, ବାଳ
ପ୍ରଶ୍ନ ୩-ସେ କେଉଁ ଜୀବ ଅଟେ ଯିଏ କି ଜନ୍ମ ହେବା ମାତ୍ରେ 2-3 ମାସ ଧରି ଶୋଇ ରୁହେ? ଉତ୍ତର -ଭାଲୁ
ପ୍ରଶ୍ନ ୪-ଭାରତର ପ୍ରଥମ ଅଣ୍ଡାର ୱାଟର ରେସ୍ତର କେଉଁଠାରେ ଖୋଲା ଯାଇଥିଲା? ଉତ୍ତର -ଅହମଦାବାଦ ରେ
ପ୍ରଶ୍ନ ୫- ଭାରତର ସବୁଠାରୁ ଲମ୍ବା ଦିନ କେଉଁ ତାରିଖ ରେ ଆସିଥାଏ? ଉତ୍ତର – ଜୁନ 21
ପ୍ରଶ୍ନ ୬-କିଏ ଆଉ କେତେ ମସିହା ରେ ଟ୍ରେନ ଆବିଷ୍କାର କରିଥିଲେ? ଉତ୍ତର -ଜର୍ଜ ଷ୍ଟିପେନ 1825 ମସିହାରେ
ପ୍ରଶ୍ନ ୭ -ଦୁନିଆରେ ସବୁଠାରୁ ଦୁଃଖୀ ରହୁଥିବା ପଶୁ କିଏ? ଉତ୍ତର – ପୋଲାର ବିୟର
ପ୍ରଶ୍ନ ୮-ଭାରତ ର ସବୁଠାରୁ ବିଶାଳ ମନ୍ଦିର କେଉଁଠାରେ ଅଛି? ଉତ୍ତର -ଶ୍ରୀ ରଙ୍ଗନାଥ ସ୍ୱାମୀ ମନ୍ଦିର
ପ୍ରଶ୍ନ ୯-କେଉଁ ଦେଶ ର ନିଜର କୌଣସି ରାଷ୍ଟ୍ରୀୟ ଗୀତ ନାହିଁ? ଉତ୍ତର – ସାଇପର୍ସ ଦେଶ
ପ୍ରଶ୍ନ ୧୦-କେଉଁ ଜୀବ ର କ୍ଷୀର ନୀଳ ରଙ୍ଗ ର ହୋଇଥାଏ? ଉତ୍ତର – ମାଇ ବନ୍ଥ
ପ୍ରଶ୍ନ ୧୧-ଆକାଶରୁ ପଡୁଥିବା ବିଜୁଳି କେତେ ୱାଟ ର ହୋଇଥାଏ ଉତ୍ତର -10
ପ୍ରଶ୍ନ ୧୨-ଦୁନିଆରେ ସବୁଠୁ ବଡ଼ ସୁନା ର ହୋଟେଲ କେଉଁଠାରେ ଅବସ୍ଥିତ? ଉତ୍ତର -ଭିଏତନାମ ର ରାଜଧାନୀ ହାନୋଇ
ପ୍ରଶ୍ନ ୧୩-ପରୀକ୍ଷା ର ସନ୍ଧାନ କିଏ କରିଥିଲେ? ଉତ୍ତର -ହେନେରୀ ଫିସେଲ
ପ୍ରଶ୍ନ ୧୪-ବ୍ଲଡ଼ ଗ୍ରୁପ ର ସନ୍ଧାନ କିଏ କରିଥିଲେ? ଉତ୍ତର -ଲର୍ଡ଼ ଲାଣ୍ଡଷ୍ଟିନର
ପ୍ରଶ୍ନ ୧୫-ଏମିତି କେଉଁ ଜିନିଷ ଅଛି ଯାହାକୁ ପିନ୍ଧିଲା ପରେ କାଢି ହୁଏନି? ଉତ୍ତର -କଫନ
ପ୍ରଶ୍ନ ୧୬ -କେଉଁ ଗଛ ର ତଳେ ଶୋଇଲେ ମଣିଷ ମରିଯାଏ? ଉତ୍ତର -ନିମ୍ବ
ତେବେ ଏହା ଥିଲା ଆମର ସାଧାରଣ ଜ୍ଞାନ କୁ ବଢ଼ାଇବା ଭଳି କେତେକ ପ୍ରଶ୍ନ ଯାହା ଆମର ବିକାଶରେ କରିଥାଏ।