IAS Interview- ବୁଢା ବୁଢୀଙ୍କର ଖସି ଯାଉଛି ଟୋକା ଟୋକିଙ୍କର ପଶି ଯାଉଛି ସେଇଟା କ’ଣ ? ଦମ ଅଛି ତ ଉତ୍ତର ଦେଇ ଦେଖାଅ….

ବନ୍ଧୁ ମାନେ ଆଜି କାଲିର ଦିନରେ ଗୋଟେ ସରକାରୀ ଚାକିରୀ ପାଇବା ବହୁତ କଷ୍ଟ କର ହୋଇ ପଡ଼ିଲାଣି । ଭାରତରେ ଏତେ ସଂଖ୍ୟକ ବେକାରୀ ଛୁଆ ଅଛନ୍ତି ଯେ ତାହା କହି ହେବନି । ଲକ୍ଷ ଲକ୍ଷ ପିଲାଙ୍କ ଭିତରୁ ଆପଣଂକୁ ଏକ ନମ୍ବର ହେବାକୁ ହେବ । ତାହାଲେ ଯାଇ ଆପଣ ସରକାରୀ ଚାକିରୀ ଟିଏ ପାଇ ପାରିବେ । ସେଥି ପାଇଁ ବହୁତ ପିଲା ଚାକିରୀ ଆଶା ଛାଡି ଦେଇ ସାରି ଲେଣି । କିନ୍ତୁ ପ୍ରତେକ ବାପା ମା ମାନେ ଚାହିଁ ଥାନ୍ତି କି ତାଙ୍କ ପିଲା ଭଲ ଚାକିରୀ ଟିଏ କରୁ ବୋଲି ।

କିନ୍ତୁ ଚାକିରୀ କରିବା କାଠିକର ପାଠ ହୋଇ ଗଲାଣି । ତେବେ ପରୀକ୍ଷା ରେ ଏମିତି କିଛି ପ୍ରଶ୍ନ ପକଉଛି ଯାହା ଆପଣଙ୍କ ସିଲାବସ ରେ ବି ନାହିଁ । ତେବେ ଯେଉଁ ପ୍ରଶ୍ନ ସିଲାବସ ରେ ନାହିଁ ତାର ଉତ୍ତର କେମିତି ଜଣେ ପିଲା ଦେଇ ପାରିବ । ସେହି ଭିତରୁ ଗୋଟେ IAS ରେ ଆସିଥିବା ପ୍ରଶ୍ନ ଆମେ ଆପଣଂକୁ ଆଜି ଜଣାଇବୁ ।

1, ଏମିତି କେଉଁ ଜିନିଷ ଅଛି ଯାହା ବୁଢା ବୁଢ଼ୀ ଙ୍କର ଖସି ଯାଉଛି । ହେଲେ ଟୋକା ଟୋକି ଙ୍କର ପଶି ଯାଉଛି ।
ଉ:- ତେବେ ବୁଢା ହୋଇ ଗଲା ପରେ ଆମ ଆଖିକୁ ଦେଖା ଯାଇ ନ ଥାଏ । କିନ୍ତୁ ଟୋକା ଥିବା ସମୟରେ ଆମକୁ ସବୁ କିଛି ଦେଖା ଯାଇ ଥାଏ । ସେହି ଜିନିଷ ଟି ହେଉଛି ଛୁଞ୍ଚି ରେ ସୂତା ପୁରେଇବା । ସେଇଟା ବୁଢା ହେଲା ପରେ ପୁରେଇ ପାରି ନ ଥାନ୍ତି କିନ୍ତୁ ଟୋକା ଅବସ୍ଥା ରେ ଦେଖା ଯାଇ ଥାଏ ।

2, ଏମିତି କେଉଁ ଜିନିଷ ଯେତେ କଣା ଥିଲେ ମଧ୍ୟ ପାଣି ଟିକେ ହେଲେ ପଶି ପାରି ନ ଥାଏ ।
ଉ;- ତେବେ ସେହି ଜିନିଷ ଟି ହେଉଛି ସ୍ପଞ୍ଜ ।

3, ପାସ ୱାର୍ଡ କୁ ହିନ୍ଦୀରେ କଣ କୁହା ଯାଇ ଥାଏ ।
ଉ: ପାସ ୱାର୍ଡ କୁ ହିନ୍ଦୀରେ କୁଟ ଶବ୍ଦ ବୋଲି କୁହା ଯାଇ ଥାଏ ।

4,ଏମିତି କୋଉ ଜିନିଷ ଅଛି ଯାହା ପୁଅ ମାନେ ଥରେ କରି ଥାନ୍ତି । କିନ୍ତୁ ଝିଅ ମାନେ ସେହି ଜିନିଷ କୁ ସବୁ ଦିନ କରି ଥାନ୍ତି ।
ଉ: ସେହି ଜିନିଷ ଟି ହେଉଛି ସିନ୍ଦୁର , ସିନ୍ଦୁର କେବଳ ପ୍ରଥମ ଥର ସ୍ୱାମୀ ଲଗେଇ ଥାଏ , କିନ୍ତୁ ସ୍ତ୍ରୀ ସେଟାକୁ ସବୁ ଦିନ ଲଗେଇ ଥାଏ ।


5, ଏମିତି କେଉଁ ଦେଶ ଅଛି ଯେଉଁଠି ଜିନ୍ସ ପିନ୍ଧିବା ମନା ।
ଉ:- ତେବେ ସେହି ଦେଶ ଟି ହେଉଛି ନର୍ଥ କରିଆ ।ସେଠାରେ ଜିନ୍ସ ପିନ୍ଧି ଧରା ପଡିଲେ ଆପଣଂକୁ ଜେଲେ ହୋଇ ପାରେ ।
ତେବେ ବନ୍ଧୁ ଏହା ଥିଲା କିଛି ପ୍ରଶ୍ନ , ଯାହା ଏହି କିଛି ଦିନ ତଳେ IAS ରେ ପଡି ଥିଲା । ପ୍ରଶ୍ନ ଆପଣଂକୁ ବହୁତ ସହଜ ଲାଗୁ ଥିବ କିନ୍ତୁ ବହୁତ କଷ୍ଟ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment