Shocking ଭିଡ଼ିଓ – ପୋଖରୀ ରୁ ବିରାଟକାୟ ନାଗ (Nago ) ସାପ ଉଦ୍ଧାରବେଳେ ଯୁବ ସହିତ ହେଲା ଏମିତି ଦେଖିଲେ ଛାତି ଥରିଉଠିବ!ଦେଖନ୍ତୁ ଭିଡ଼ିଓ ଟିକୁ ।

ତେବେ ଆପଣ ଜାଣିଛନ୍ତି କି ଆମ ମଣିଷ ଜାତି କିପରି ଭାବରେ ସାପ କୁ ଭୟ କରିଥାଏ, କାରଣ ବିଷଧର ସାପ ଥରେ ଯାହାକୁ କାମୁଡ଼ି ଥାଏ ତାକୁ ବଞ୍ଚାଇବା ବହୁତ କଷ୍ଟ ହୋଇଥାଏ | ତେବେ କେବଳ ମଣିଷ ଟି ଯେ ସାପ କୁ ଡ଼ରିଥାଏ ଓ ଭୟ କରିଥାଏ ତାହା ନୁହେଁ ବରଂ ସାପ ଟିର ମଧ୍ୟ ମଣିଷ ଜାତି ଙ୍କୁ ଭୟ କରିଥାଏ | ଆମେ ଆପଣଙ୍କୁ କହି ରଖୁଚୁ ଯେ, କେବେ ବି ସାପ ଟି ବିନା କାରଣ ରେ ମଣିଷ କୁ କାମୁଡ଼େ ନାହିଁ ତାକୁ ଆଘାତ ହେଲା ପରେ ସେ ନିଜ କୁ ବଞ୍ଚାଇବା ପାଇଁ ଦଂଶନ କରିଥାଏ, ଆଉ ମଣିଷ ମଧ୍ୟ ନିଜକୁ ରକ୍ଷା କରିବା ଲାଗି ସାପ କୁ ମାରି ଦେଇଥାଏ |

କିନ୍ତୁ ବର୍ତ୍ତମାନ ର ଲୋକମାନେ ସଚେତନ ହୋଇ ଗଲେଣି ଆଉ ବିଷଧର ସାପ କୁ ଦେଖିଲେ ସେମାନେ ତାକୁ ନମାରି ଜଙ୍ଗଲ ବିଭାଗ ତଥା ସାପ ଧରାଳି ଙ୍କୁ ସୂଚନା ଦେଉଛନ୍ତି, ଆଉ ସେମାନେ ଆସି ସୁରକ୍ଷିତ ଭାବରେ ଉଦ୍ଧାର କରି ଜଙ୍ଗଲ କୁ ନେଇ ଯାଉଛନ୍ତି | ତେବେ ଏହିଭଳି ଏକ ଭିଡ଼ିଓ ବିଷୟ ରେ ଜଣେଇବୁ ଯାହା ଦେଖିଲେ ଆପଣ ଚକିତ ହୋଇଯିବେ, ତେବେ ଆସନ୍ତୁ ଜାଣିବା ସେହି ଭାଇରଲ ଭିଡ଼ିଓ ଟି ବିଷୟରେ |

ତେବେ ଏହି ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି କୌଣସି ଏକ ସ୍ଥାନରୁ ଦୁଇଟି ବିଷାକ୍ତ ନାଗ ନାଗୁଣୀ ଦେଖିବା ପାଇଁ ମିଳିଛି ଆଉ ଏହାକୁ ହଠାତ ଦେଖି ଲୋକେ ମଧ୍ୟ ଖୁବ ଭୟଭୀତ ହୋଇ ଯାଇ ଥିଲେ | ଫଳରେ ସାପ ଧରାଳି ସହ ଯୋଗାଯୋଗ କରି ଥିଲେ ଆଉ ସାପ ଧରାଳି ଜଣଙ୍କ ମଧ୍ୟ ତୁରନ୍ତ ଘଟଣା ସ୍ଥଳରେ ଆସି ପହଞ୍ଚି ଥିଲେ | ଏହାପରେ ସାପ ଧରାଳି ନିଜର ବିଦ୍ୟାର କୌଶଳ କ୍ରମେ ସେହି ସାପ ଦୁଇଟିକୁ ଧରିବା ପାଇଁ ଚେଷ୍ଟା କରୁଛନ୍ତି ଆଉ ଶେଷରେ ଧରିବାରେ ମଧ୍ୟ ସକ୍ଷମ ହୋଇ ପାରିଛନ୍ତି ଆଉ ଧରି ସୁରକ୍ଷିତ ସ୍ଥାନକୁ ନେଇ ଯାଉଛନ୍ତି |

ଅନେକ ଲୋକ ଏମିତି ଅଛନ୍ତି ଯେଉଁ ମାନେ ସାପ ର ଫଣା କୁ ଧରି ପକାନ୍ତି କିନ୍ତୁ ଏହା ବହୁତ ଖତରନାକ ବି ହୋଇପାରେ, ଏଥି ପାଇଁ ସାପ ଧରାଳୀ କୁହନ୍ତି ଯେ ସାପକୁ ତାର ଲାଞ୍ଜ ଆଡୁ ଧରିବା ଉଚିତ | ଆପଣ ବି ଦେଖିଥାନ୍ତି ଯେ ସାପ ଧରାଳି ସାପ କୁ ଲାଞ୍ଜ ଆଡୁ ହିଁ ଧରନ୍ତି କିନ୍ତୁ ଏ ପରି କାହିଁକି ହୋଇଥାଏ କଣ ଏହାର ଉତ୍ତର ଆପଣ ଜାଣିଛନ୍ତି | ସାପର ପୁରା ଶରୀର ମୁକାବିଲା ପାଇଁ ଜୀଵନ ଥାଏ କିନ୍ତୁ ତାର ଲାଞ୍ଜ ରେ ଏତେଟା ଜୀଵନ ନଥାଏ ତେଣୁ ଲାଞ୍ଜ ପଟେ ଧରିବା ଆବଶ୍ୟକ | ତେବେ ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି |

Leave a Comment