ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।
ଓଡ଼ିଆ ଧାରାବାହିକ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଙ୍କୁ ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ।ଜଣେ ଭଲ ଅଭିନେତ୍ରୀ ହିସାବ ରେ ସବୁ ଓଡ଼ିଆ ଙ୍କ ଘରେ ଘରେ ସେ ବେସ୍ ପରିଚିତ।ସେ ପ୍ରଥମେ ‘ ଆମ ଘର ଲକ୍ଷ୍ମୀ ‘ ଓଡ଼ିଆ ଧାରାବାହିକ ର ଲକ୍ଷ୍ମୀ ଚରିତ୍ର ରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଥିଲେ।ଓଡ଼ିଆ ଦର୍ଶକ ମାନେ ତାଙ୍କ ଅଭିନୟ କୁ ବେସ୍ ପସନ୍ଦ କରିଥିଲେ।ତାଙ୍କର ସୁନ୍ଦର୍ ଅଭିନୟ ତାଙ୍କୁ ଲୋକପ୍ରିୟତା ଦେଇ ପାରିଥିଲା। ନିକଟରେ ସୋସିଆଲ ମିଡ଼ିଆ ରେ ଏକ ଭିଡ଼ିଓ ପୋଷ୍ଟ ହୋଇଛି।ଯେଉଁ ଭିଡ଼ିଓ ରେ ଶ୍ରଦ୍ଧା ପାଣିଗ୍ରାହୀ ତାଙ୍କ ବାପା ଙ୍କ ସହିତ ଗଙ୍ଗା ରେ ବୁଡ଼ ପକାଉଛନ୍ତି।ଶ୍ରଦ୍ଧା ପାଣିଗ୍ରାହୀ ଓଲିଉଡ଼ ସିନେମା ଜଗତରେ ପ୍ରଥମେ ‘ ମିଠା ମିଠା ଯୋଡ଼ି ‘ ରିଆଲିଟୀ ସୋ ରେ ପାର୍ଟି ସିପେଟ୍ କରିଥିଲେ।
ସେହି ସୋ ର ସେ ରନର୍ସ୍ ଅପ୍ ହୋଇଥିଲେ।ତାପରେ ସେ ‘ ମିଠା ମିଠା ‘ ଓଡ଼ିଆ ସିନେମା ରେ ଅଭିନୟ କରିଥିଲେ। ତା ପରେ ସେ ଚାରି ପାଞ୍ଚୋଟି ଓଡ଼ିଆ ସିନେମା ରେ ଅଭିନୟ କରିଥିଲେ। ସିନେମା ଜଗତରେ ଏତେ ସଫଳତା ମିଳି ନଥିବାରୁ ସେ ସିରିଏଲ ରେ ଅଭିନୟ କରିଥିଲେ।ଏବେ ସେ ‘ ଖୁସି ର ଛୁଙ୍କ ‘ ଧାରାବାହିକ ରେ ହିରୋଇନ୍ ଚରିତ୍ର ରେ ଅଭିନୟ କରୁଛନ୍ତି। ଗତ ଦିନ ମାନଙ୍କ ରେ ଶ୍ରଦ୍ଧା ପାଣିଗ୍ରାହୀ ଅନେକ ଧାରାବାହିକ ରେ ଅଭିନୟ କରି ସାରିଛନ୍ତି । ସେ ପ୍ରଥମେ ଓଡ଼ିଆ ସିନେମା ମିଠା ମିଠା ରେ ଅଭିନୟ କରିଥିଲେ। ଆଉ ତାପରେ ସେ ଆମ ଘର ଲକ୍ଷ୍ମୀ ଧାରାବାହିକ ରେ ଅଭିନୟ କରିଥିଲେ । ସିନେମା ଅପେକ୍ଷା ଧାରାବାହିକ ରେ ତାଙ୍କୁ ଅନେକ ସଫଳତା ମିଳି ପାରିଥିଲା। ଓଡ଼ିଆ ଦର୍ଶକ ମାନେ ତାଙ୍କ ଅଭିନୟ କୁ ବେସ୍ ପସନ୍ଦ କରିଥିଲେ।
ଶ୍ରଦ୍ଧା ପାଣିଗ୍ରାହୀ ଙ୍କର ନିକ ନେମ ହେଉଛି ଶ୍ରଦ୍ଧା | ଯିଏକି 2 ଜୁଲାଇ 1998 ମସିହାରେ ବ୍ରହ୍ମପୁର ରେ ଜନ୍ମ ଗ୍ରହଣ କରିଥିଲେ | ଶ୍ରଦ୍ଧା ତାଙ୍କର ଫେମିଲି ସହିତ ବର୍ତ୍ତମାନ ଭୁବନେଶ୍ୱର ରେ ରହୁଛନ୍ତି | ଶ୍ରଦ୍ଧାଙ୍କର ହାଇଟ 5 ଫୁଟ 6 ଇଞ୍ଚ ବେଳେ ତାଙ୍କର ହାଇଟ 170 ସେଣ୍ଟିମିଟର ବୋଲି କୁହାଯାଉଛି | ଆଉ ତାହା ସହିତ ଶ୍ରଦ୍ଧା ଅପର ପରିମେରୀ ହାଇ ସ୍କୁଲ ରେ ସ୍କୁଲ ଲାଇଫ କମ୍ପ୍ଲିଟ କରିଥିବା ବେଳେ,SBR ୱମେନ କଲେଜ ରେ ତାଙ୍କର କଲେଜ ଲାଇଫ କଟେଇଥିଲେ ବୋଲି କୁହାଯାଉଛି | ମଧୁରାଇ କୋମର୍ଜା ମହା ବିଦ୍ୟାଳୟ ରେ ତାଙ୍କର ଶିକ୍ଷକତା ସମ୍ପୂର୍ଣ୍ଣ କରିଛନ୍ତି | ତେବେ 2017 ମହିହରେ ସେ ପ୍ରଥମେ ଅଡିସନ ଦେଇଥିଲେ ଆଉ ସେଠାରେ ଉଇନ ହେବା ପରେ ରାଜେଶଙ୍କ ସହିତ ତାଙ୍କର ପ୍ରଥମ ଫ୍ଲିମ “ମିଠା ମିଠା “ରେ ଅଭିନୟ କରିଥିଲେ | 304k ଇନଷ୍ଟା ଗ୍ରାମ ରେ ତାଙ୍କର ଫୋଲୋୱାର ଥିବା ବେଳେ 112k ଫେସବୁକ ରେ ଓ 2.5 m ଟିକଟକ ରେ ଅଛନ୍ତି|