ମୋ ବୋଉ | Sricharan & Aliva ଙ୍କ କଣ୍ଠରୁ ମାଆ ପାଇଁ ଗୀତଟିଏ… ନିଜ ମାଆକୁ ଭଲ ପାଉଥିଲେ ଥରୁଟିଏ ନିଶ୍ଚୟ ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ।ତେବେ ଅନେକ ସମୟରେ ଆପଣ ମାନେ ବିଭିନ୍ନ ଷ୍ଟେଜ ପ୍ରଗ୍ରାମ ସମୟର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଦେଖୁବାକୁ ପାଉଥିବେ ଆପଣ ମାନେ । ଆଉ କୁହାଯାଇଥାଏ କି ଯେତେବେଳେ ଗୀତ ଆଉ ନାଚ ର କଥା ଉଠେ ସେତେବେଳେ ସେହି ଭଳି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଆମ ମାନଙ୍କର ଇଛା ଆଉ ଆଗ୍ରହ ମଧ୍ୟ ବଢ଼ି ଯାଇଥାଏ ବୋଲି କୁହାଯାଉଛି ।

ଆଉ ବର୍ତ୍ତମାନ ସେହି ଭଳି ଏକ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ଆଉ ଯେଉଁଠି ମଦର ଡେ ସ୍ପେଶାଲ ଉପଲକ୍ଷେ ଏକ ସୁନ୍ଦର ମନଛୁଆଁ ଗୀତ କୁ ଗାଇକି ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ବୋଲି କୁହାଯାଉଛି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।

ତେବେ ଆପଣମାନେ ସମସ୍ତେ ଜାଣିଥିବେ ମା ହେଉଛି ଭଗବାନ ଆମ ମାନଙ୍କୁ ଦେଇଥିବା ଦୁନିଆର ସବୁଠୁ ବଡ଼ ଉପହାର ।ମା ଠାରୁ ବଡ଼ ଏ ଦୁନିଆରେ କିଛି ବି ନୁହଁ। ତେବେ ମା ଏପରି ଏକ ଶବ୍ଦ ଯାହାକୁ କେହି ବି ଅନ୍ୟ ଶବ୍ଦ ସହିତ ତୁଳନା କରି ପାରିବ ନାହିଁ। ସେହି ମା ଶବ୍ଦ ରେ ଭରି ରହିଥାଏ ସ୍ନେହ ଓ ଶ୍ରଦ୍ଧା ଓ ମମତା ଯାହାକି କୌଣସି ଶବ୍ଦ ରେ ନଥାଏ। ଆଉ ମଦର ଡେ ରେ ଆମେ ମାନେ ମା ଙ୍କ ପାଇଁ କିଛି କରିଥାଉ ଯାହାକି ମା କୁ ପସନ୍ଦ ଆସିବା ଦରକାର ଏବଂ ବହୁତ କିଛି କଥା ମନ ରେ ପ୍ରକାଶ କରିଥାଉ। ଆଉ ସେହି ମା ଙ୍କ ଉଦ୍ଦେଶ୍ୟରେ ଏକ ଗୀତ ଟି ପ୍ରକାଶ ପାଇଛି ମଦର ଡେ ସ୍ପେଶାଲ ଉପଲକ୍ଷେ।

ଆଉ ଯେଉଁଠି ଦେଖିବାକୁ ମିଳିଛି ଅଲିଭା ଲେଙ୍କା ଓ ଶ୍ରୀଚରଣ ଙ୍କର ମୁହଁ ରୁ ଶୁଣିବାକୁ ମିଳିଛି ଏକ ସୁନ୍ଦର ମନଛୁଆ ଗୀତ ର କମାଲ । ଆଉ ଯେଉଁଠି ଦେଖିବାକୁ ମିଳିଛି ମା ଙ୍କ ଉଦେଶ୍ୟ ରେ ଏକ ମନଛୁଆ ଗୀତ ” ବଉ ର ମହିମା କେହି ପାରିବେନି କହି ” ଗାଇବାକୁ ଲାଗିଛନ୍ତି । ଆଉ ସମସ୍ତ ଙ୍କର ମାନଙ୍କୁ ଛୁଇଁ ନେଲା ଭଳି ଏକ ମନଛୁଆ ଗୀତ ଟି ଗାଇ ମା ଙ୍କ ପ୍ରତି ଥିବା ପିଲା ମାନଙ୍କର ମମତା ବିଷୟରେ କୁହାଯାଉଛି ।


ଆଉ ଯେଉଁଠି କୁହାଯାଉଛି କି ଏହି ଭାଇରାଲ ହେଉଥିବା ଗୀତ ରେ ଦର୍ଶକ ମାନଙ୍କ ର ମନକୁ କିଣି ନେବା ସହିତ ଏହି ଗୀତ ରେ ଦେଖିବାକୁ ମିଳିଥିଲା ମା ବିନା ଘର କେମିତି ଲାଗିଥାଏ ।ତାହା ସହିତ ମା ର ମମତା ସବୁଠାରୁ ଅଧିକ ହୋଇଥାଏ ସନ୍ତାନ ପାଇଁ ଯାହା କୁ ଆଉ କେହି ଦେଇ ପାରିବେ ନାହିଁ । ଆଉ ଏକ ନିଆରା ଭଲ ପାଇବା ରହିଥାଏ ମା ଆଉ ସନ୍ତାନ ମଧ୍ୟରେ ବୋଲି କୁହାଯାଉଛି ।ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ଓ ବେଶ ଚର୍ଚ୍ଚା ହେବାରେ ଲାଗିଛି ।

Leave a Comment