ନୂଆ ଫିଲ୍ମ ‘ତୁ ମୋ ହିରୋ’ରେ ଅଭିନେତ୍ରୀ ଝିଲିକ୍ ଗୋଟେ ଚମତ୍କାର ଭୂମିକା ରେ ଅଭିନୟ କରିଥିଲେ ଏବେ ତାଙ୍କର ନୂଆ ଫିଲ୍ମ ଆସୁଛି “ପ୍ୟାର୍ ଅଲଗା ପ୍ରକାର”। ସେଥିରେ ସେ ଏକାଦି କ୍ରମେ ଜଣେ ଚୁଲ୍ବୁଲି ଝିଅ, ତା’ପରେ ଜଣେ ଭଲ ପତ୍ନୀ ତଥା ପରେ ଜଣେ ମମତାମୟୀ ମାଆ ଭୂମିକା ରେ ଆସିଛନ୍ତି। ବୋଧେ ତାଙ୍କ କ୍ୟାରିୟର୍ ରେ ଏହା ପ୍ରଥମ। ନିଜ ଭିତରେ ଥିବା ଅଭିନୟ ଦକ୍ଷତା କୁ ଚ୍ୟାଲେଞ୍ଜ୍ ଓ ପ୍ରମାଣ କରିବା ଲାଗି ଇଏ ଏକ ବଡ଼ ସୁଯୋଗ ମଧ୍ୟ।
‘ପ୍ୟାର ଅଲଗା ପ୍ରକର ’ରେ ଝିଲିକ୍ ନାୟିକା ଙ୍କ ର ନାୟକ ହୋଇଛନ୍ତି ଜ୍ୟୋତି ରଞ୍ଜନ। ଜ୍ୟୋତି ରଞ୍ଜନ ଏଥି ରେ ଆଙ୍ଗ୍ରି ୟଙ୍ଗ୍ମ୍ୟାନ୍ ଭୂମିକା ରେ ଅଛନ୍ତି। ଏ ଫିଲ୍ମ ର ପ୍ରଯୋଜନା କରିଛନ୍ତି ଶ୍ରୀ ନିବାସ ରାଓ, ନିର୍ଦ୍ଦେଶକ ହେଉଛନ୍ତି ଦିଲ୍ଲୀପ ପଣ୍ଡା।
ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଥିବା ବେଳେ ସଂଳାପକାର ଅଛନ୍ତି ଡକ୍ଟର ରଜନୀ ରଞ୍ଜନ। ଜ୍ୟୋତି ରଞ୍ଜନ ଓ ଝିଲିକ୍ ଙ୍କ ସହିତ ଏଥିରେ ଆହୁରି ଅଛନ୍ତି ମିହିର ଦାସ, ଚୌଧୁରୀ ବିକାଶ ଦାସ, ସିଦ୍ଧାନ୍ତ ମହାପାତ୍ର, ପ୍ରତିଭା ପଣ୍ଡା ଓ ଜୀବନ ପଣ୍ଡା ପ୍ରମୁଖ। ଉଦୟ ମୁଭିଜ୍ ବ୍ୟାନର୍ ରେ ତିଆରି ହୋଇଥିବା ଏ ଫିଲ୍ମ ର ମିଡିଆ ପ୍ଲାନ ର୍ ଅଛନ୍ତି ପ୍ରଣୟ ଜେଠୀ।
ଉଲ୍ଲେଖନୀୟ ଯେ ପୂର୍ବ ରୁ ପ୍ୟାର ଅଲଗା ପ୍ରକାର’ର ଟିଜର୍ ଆଡ୍ ୟୁ-ଟ୍ୟୁବ୍ ରେ ରିଲିଜ୍ ହେବା ପରେ ନାହିଁ ନ ଥିବା ଲୋକ ପ୍ରିୟତା ହାସଲ କରି ସାରିଛି। ଝିଲିକ୍ ଓ ଜ୍ୟୋତି ରଞ୍ଜନ ଉଭୟ ଅଭିନୟ କରି ଦର୍ଶକ ମାନଙ୍କ ମାନ ଜିତି ପାରି ଥିଲେ । ସିଦ୍ଧାନ୍ତ ମହାପାତ୍ର ଏଥିରେ ଚାକର ନକର ଅଭିନୟ କରିଛନ୍ତି ଓ ଜ୍ୟୋତି ରଞ୍ଜନ ମଧ୍ୟ ତାଙ୍କ ସହିତ ମିଶି କମେଡି ଜବରଦସ୍ତ ଅଭିନୟ କରିଥିଲେ ଏହି ଚଳଚିତ୍ର ରେ ତାଙ୍କର ନାମ ଥିଲା ଯମ ସେ ଏହି ଚରିତ୍ର ରେ ବହୁତ୍ ଭଲ ଅଭିନୟ କରୁଥିଲେ ଓ । ତାଙ୍କର କମେଡି ରେ ଫିଲ୍ମ୍ ଟି ସୁପରହିଟ ହୋଇ ଥିଲା ସେମାନେ ସୁପରହିଟ ଫିଲ୍ମ ଦେଖି ସମସ୍ତେ ବହୁତ ପ୍ରଶଂସା କରିଥିଲେ ତାଙ୍କ ଯୋଡ଼ି କୁ ଦର୍ଶକ ମାନେ ଖୁବ୍ ପ୍ରଶଂସା କରିଥିଲେ।
ଝିଲିକ୍ ଓ ଜ୍ୟୋତି ରଞ୍ଜନ ଙ୍କ ଏହି ଫିଲ୍ମ୍ ରେ ‘ପ୍ୟାର ଅଲଗା ପ୍ରକର ’ରେ ଏହି ଫିଲ୍ମ୍ ରେ ସିନ୍ ଗୁଡ଼ିକ କମେଡି ଫିଲ୍ମ କରିଛନ୍ତି ।ଝିଲିକ୍ ଓ ଜ୍ୟୋତି ରଞ୍ଜନ ଉଭୟ ଅଭିନୟ କରି ଦର୍ଶକ ମାନଙ୍କ ମାନ ଜିତି ପାରିଥିଲେ । ପ୍ୟାର ଅଲଗା ପ୍ରକାର’ର ଟିଜର୍ ଆଡ୍ ୟୁ-ଟ୍ୟୁବ୍ ରେ ରିଲିଜ୍ ହେବା ପରେ ନାହିଁ ନ ଥିବା ଲୋକ ପ୍ରିୟତା ହାସଲ କରି ସାରିଛି। ତାଙ୍କ ଅଭିନୟ ରେ ଦକ୍ଷତା ହାସଲ କରିଥିଲେ ତାଙ୍କର ଅଭିନୟ ରେ ଦର୍ଶକ ମାନେ ଖୁବ୍ ପ୍ରଶଂସା କରିଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।